banner
Breaking

କ°ଗ୍ରେସ ଛାଡ଼ିଲେ ସତ୍ୟ ପ୍ରକାଶ ନାୟକ

0

ଭୁବନେଶ୍ୱର : ଅସନ୍ତୋଷ ବଖାଣି କଂଗ୍ରେସ ପଦରୁ ୩ ମାସ ତଳେ ଇସ୍ତଫା ଦେଇଥିଲେ ସତ୍ୟପ୍ରକାଶ ନାୟକ । ଆଜି ମଙ୍ଗଳବାର ହାତ ଛାଡ଼ିଛନ୍ତି ସତ୍ୟପ୍ରକାଶ । ଓଡ଼ିଶା ପ୍ରଦେଶ କଂଗ୍ରେସ କମିଟି ସଭାପତି ଶରତ ପଟ୍ଟନାୟକଙ୍କୁ ସତ୍ୟ ପ୍ରକାଶ ଇସ୍ତଫା ପତ୍ର ପଠାଇଛନ୍ତି । ଇସ୍ତଫା ଦେବା ସହ ସତ୍ୟପ୍ରକାଶ ଦଳର ବିଶ୍ୱସନୀୟତା ଉପରେ ପ୍ରଶ୍ନ ଉଠାଇଛନ୍ତି ।

ଇସ୍ତଫା ପତ୍ରରେ ଲେଖିଛନ୍ତି, ପିସିସି ସଦସ୍ୟ ପଦରୁ ମୋ ନାଁ ପ୍ରତ୍ୟାହାର ମୋତେ ଆଘାତ ଦେଇଛି । ଏଭଂ ଯେଉଁଭଳି ନାଁକୁ ବାଦ୍ ଦିଆଗଲା ତାହା ଦଳର ସମ୍ବିଧାନ ବିରୋଧୀ । ଏନେଇ ମୁଁ ଆପଣ ଏବଂ ଏଆଇସିସି ପର୍ଯ୍ୟବେକ୍ଷକଙ୍କୁ ଜଣାଇଥିଲି । କିନ୍ତୁ କୌଣସି ସୁଫଳ ମିଳି ନଥିଲା । ଯାହାକି ବୟାନ କରିଥିଲା ଦଳ ପାଇଁ ମୋ ସେବାର ଆବଶ୍ୟକତା ନାହିଁ ।

Khansweb Solution Bhubaneswar

Leave A Reply

Your email address will not be published.