banner
Breaking
Yearly Archives

2023

ଇସ୍ପାତ ଓ ଖଣି ବିଭାଗରେ ୬୫ ଜଣକୁ ନିଯୁକ୍ତି

ଭୁବନେଶ୍ୱର :ଜନସାଧାରଣଙ୍କୁ ଉତ୍ତମ ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ୫-ଟି, ମୋ ସରକାର ଭଳି ଅଭିନବ କାର୍ଯ୍ୟକ୍ରମ କରିଛନ୍ତି। ଏସବୁ କେତେଦୂର ଆଶ୍ଚର୍ଯ୍ୟଚକିତ ଓ ଅଭିନବ କୌଶଳ ତାହା ବଡ଼ କଥା ନୁହେଁ। ବାସ୍ତବ କ୍ଷେତ୍ରରେ କାର୍ଯ୍ୟକାରିତା ହେଉଛି ଏହାର ସଫଳ ଉପଯୋଗ । ବିିଚାରବନ୍ତ, ସାଧୁତା…
Read More...

ଅର୍ଚ୍ଚନା ନାଗ ମାମଲାର ଚାର୍ଜସିଟ୍ ଦାଖଲ

କଟକ :ବହୁ ଚର୍ଚ୍ଚିତ ବ୍ଲାକ୍‌ମେଲର ଅର୍ଚ୍ଚନା ନାଗ ଜାମିନ ଆବେଦନ ମାମଲାର ଶୁଣାଣି ଗୁରୁବାର ହାଇକୋର୍ଟରେ ହୋଇଛି। ଆବେଦନକାରୀଙ୍କ ବିରୋଧରେ ଚାର୍ଜସିଟ ଦାଖଲ ହୋଇଥିବା ଶୁଣାଣିବେଳେ ସ୍ପଷ୍ଟ ହୋଇଛି। ରାଜ୍ୟ ସରକାରଙ୍କ ପକ୍ଷରୁ ତଦନ୍ତର ସାନି ସ୍ଥିତି ଅବଗତ କରାଯାଇଛି। ଚାର୍ଜସିଟ୍‌ରେ ଉଲ୍ଲେଖ…
Read More...

ଉତ୍ତର ବିଧାୟକ ସୁଶାନ୍ତ ରାଉତଙ୍କ ଉନ୍ନତି କରଣ ସମୀକ୍ଷା ବୈଠକ

ଭୁବନେଶ୍ବର : ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତଙ୍କ ଦ୍ଵାରା ଉନ୍ନତି କାରଣ କାର୍ଯ୍ୟର ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି। ବିଧାୟକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଉତ୍ତର ନିର୍ବାଚନ ମଣ୍ଡଳୀ ଅଧୀନରେ ଥିବା ସମସ୍ତ ଓ୍ବାର୍ଡର କର୍ପୋରେଟର ମାନେ ଯୋଗଦେଇଥିଲେ।…
Read More...

ଟସ୍ ଜିତି ଅଷ୍ଟ୍ରେଲିଆର ବ୍ୟାଟିଂ ନିଷ୍ପତି

ନାଗପୁର,୯।୨: ଭାରତ ଏବଂ ଅଷ୍ଟ୍ରେଲିଆ ମଧ୍ୟରେ ଟେଷ୍ଟ ସିରିଜର ପ୍ରଥମ ମ୍ୟାଚ ନାଗପୁରରେ ଖେଳାଯାଉଛି। ଏହି ମ୍ୟାଚ୍‌ରେ ଟସ ଜିତିବା ପରେ ଅଷ୍ଟ୍ରେଲିଆ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛି। ଭାରତୀୟ ଦଳରେ ସୂର୍ଯ୍ୟକୁମାର ଯାଦବ ଏବଂ କେ.ଏସ ଭରତ ଏହି ମ୍ୟାଚ୍‌ରେ ଡେବ୍ୟୁ କରିଛନ୍ତି।…
Read More...

୧୫ ହଜାର ଟପିଲା ମୃତ୍ୟୁ ସଂଖ୍ୟା

ଇସ୍ତାନବୁଲ,୯।୨ : ତୁର୍କୀ ଏବଂ ସିରିଆରେ ହୋଇଥିବା ଭୂକମ୍ପ ଯୋଗୁଁ ପ୍ରାଣ ହରାଇଥିବା ଲୋକଙ୍କ ସଂଖ୍ୟା କ୍ରମାଗତ ଭାବେ ବୃଦ୍ଧି ପାଉଛି। ନୂତନ ଆକଳନ ଅନୁଯାୟୀ, ଏପର୍ଯ୍ୟନ୍ତ ୧୫ ହଜାରରୁ ଅଧିକ ଲୋକଙ୍କ ମୃତ୍ୟୁ ଘଟିଛି। ଆହତଙ୍କ ସଂଖ୍ୟା ୮୦ ହଜାରରୁ ଅଧିକ ହୋଇଛି। ବହୁ ସଂଖ୍ୟକ ଲୋକ ଏପର୍ଯ୍ୟନ୍ତ…
Read More...

ନିଜ ଫଟୋ ଦେଖି ହସିଲା ଗୋପାଳ

ଝାରସୁଗୁଡା : ମନ୍ତ୍ରୀ ନବ ଦାସ ହତ୍ୟାକାଣ୍ଡ ଅଭିଯୁକ୍ତ ଗୋପାଳ ଦାସଙ୍କର ହେବ ନାର୍କୋ ଟେଷ୍ଚ । ଏଥିପାଇଁ ସେ ଝାରସୁଗୁଡା ବିମାନ ବନ୍ଦରରୁ କୋଲକାତା ପରେ ଗୁଜରାଟର ଅହମଦାବାଦ ଯାଇଛି। ଏହିଠାରେ ତାଙ୍କର ନାର୍କୋ ଟେଷ୍ଟ ହେବ। ସେ ଏହି ଘଟଣାକୁ ନେଇ ଯେଉଁ ବୟାନ ତଦନ୍ତକାରୀ ଟିମକୁ ଦେଇଛନ୍ତି…
Read More...

ଓଡ଼ିଶାର ସମସ୍ତ ଗ୍ରାମରେ ମିଳିବ ୪ଜି ସେବା

ଭୁବନେଶ୍ୱର,୯।୨: ଭାରତ ସରକାରଙ୍କ ମେକ ଇନ ଇଣ୍ଡିଆ ଓ ଡିଜିଟାଲ ଇଣ୍ଡିଆ ପରିକଳ୍ପନାକୁ ସାକାର କରିବାକୁ କେନ୍ଦ୍ର ସରକାରଙ୍କ ଟେଲିକମ ବିଭାଗ (ଡିଓଟି) ବେଶ ଗୁରୁତ୍ୱାରୋପ କରୁଥିବା ଜଣାପଡିଛି। ଏପରିକି ଦେଶର ଟେଲି ଯୋଗାଯୋଗକୁ ଅଗ୍ରାଧିକାର ଭିତ୍ତିରେ ବିକଶିତ କରିବାକୁ ଡିଓଟି ବ୍ୟାପକ ଯୋଜନା…
Read More...

ମେସିନରୁ ବାହାରିବ କଏନ

ନୂଆଦିଲ୍ଲୀ : ଖୁବ୍‌ଶୀଘ୍ର ମୋବାଇଲ୍‌ ଫୋନ୍‌ ଜରିଆରେ କଏନ ବାହାର କରିହେବ। ଆର୍‌ବିଆଇ ଏଥିପାଇଁ ସାରା ଦେଶରେ କଏନ୍‌ ଭେଣ୍ଡିଂ ମେଶିନ ସ୍ଥାପନ କରିବାକୁ ଯାଉଛି। କ୍ୟୁଆର୍‌ କୋଡ୍‌ ଦ୍ୱାରା ଏହାକୁ ସ୍କାନ କରାଯାଇପାରିବ। ପରେ ମେଶିନରୁ ମୁଦ୍ରା ବାହାର କରିହେବ। ତେବେ ଆର୍‌ବିଆଇ ଆଗାମୀ ଦିନରେ…
Read More...

ପୁଣି ୫ ଦିନ ରିମାଣ୍ଡରେ ଗୋପାଳ

ଝାରସୁଗୁଡ଼ା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ବୁଧବାର ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୋପାଳଙ୍କର ନାର୍କୋ ଏବଂ ପଲିଗ୍ରାଫ୍‌…
Read More...

ବିଡ଼ିଏ ଇପିଏଫ ପେନସନ ଭୋଗୀଙ୍କ ବୈଠକ

ଭୂବନେଶ୍ଵର, - ଭୂବନେଶ୍ଵର ଉନ୍ନୟନ କର୍ତ୍ତୃପକ୍ଷ ( ବିଡ଼ିଏ)ର ଇପିଏଫ ପେନସନ ଭୋଗୀ ବରିଷ୍ଠ ନାଗରିକ ମାନଙ୍କର ଏକ ବୈଠକ ଆଜି ୟୁନିଟ-୩, ଖାରବେଳ ନଗର ଠାରେ ଅନୁଷ୍ଠିତ ହୋଇଯାଇଅଛି । ଅବସରପ୍ରାପ୍ତ କର୍ମଚାରୀ କଲ୍ୟାଣ ସମିତିର ସଭାପତି ତଥା ପୂର୍ବତନ ବିଧାୟକ ପ୍ରୀୟଦର୍ଶୀ ମିଶ୍ରଙ୍କ…
Read More...