banner
Breaking

ପୁଣି ୫ ଦିନ ରିମାଣ୍ଡରେ ଗୋପାଳ

0

ଝାରସୁଗୁଡ଼ା : ସ୍ବାସ୍ଥ୍ୟମନ୍ତ୍ରୀ ନବ ଦାସ ହତ୍ୟା ମାମଲାରେ ପୁଣି ୫ ଦିନ ରିମାଣ୍ଡରେ ଯାଇଛନ୍ତି ଅଭିଯୁକ୍ତ ଗୋପାଳ ଦାସ। ବୁଧବାର ତୃତୀୟ ପର୍ଯ୍ୟାୟରେ ୫ ଦିନ ରିମାଣ୍ଡରେ ନେବାକୁ ଝାରସୁଗୁଡ଼ା ଜେଏମ୍‌ଏଫ୍‌ସି କୋର୍ଟ ଅନୁମତି ଦେଇଛନ୍ତି। ଏହି ସମୟରେ ଗୋପାଳଙ୍କର ନାର୍କୋ ଏବଂ ପଲିଗ୍ରାଫ୍‌ ଟେଷ୍ଟ ହେବ। ଆଜି ତାଙ୍କର ଦ୍ୱିତୀୟ ପର୍ଯ୍ୟାୟ ରିମାଣ୍ଡ ଅବଧି ସରିଥିଲା। କୋର୍ଟରେ ତାଙ୍କୁ ହାଜର କରିବା ପରେ କ୍ରାଇମବ୍ରାଞ୍ଚ ପୁନଃ ରିମାଣ୍ଡ ପାଇଁ ଆବେଦନ କରିଥିଲା।

Khansweb Solution Bhubaneswar

Leave A Reply

Your email address will not be published.