banner
Breaking
Yearly Archives

2022

ଅଚ୍ୟୁତ ସାମନ୍ତଙ୍କ ମାନିଲା ଗସ୍ତ, ଏଫ୍‍ଆଇଭିବିର ସାଧାରଣ ପରିଷଦ ବୈଠକରେ ଯୋଗଦାନ, ଭାରତରେ ଭଲିବଲ୍‍ର ବିକାଶ ନେଇ…

ଫେଡ଼େରେସନ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ଭଲିବଲ୍‍ (ଏଫ୍‍ଆଇଭିବି)ର ବାର୍ଷିକ ସାଧାରଣ ପରିଷଦ ବୈଠକ ଫିଲିପାଇନ୍‍ସର ମାନିଲାଠାରେ ଗୁରୁବାର ଆରମ୍ଭ ହୋଇଛି । ଏଫ୍‍ଆଇଭିବିର ଆମନ୍ତ୍ରଣ କ୍ରମେ ଭାରତୀୟ ଭଲିବଲ୍‍ ସଂଘ (ଭିଏଫ୍‍ଆଇ)ର ସଭାପତି ଅଚ୍ୟୁତ ସାମନ୍ତ ଏହି ବୈଠକରେ ଯୋଗ ଦେଇଛନ୍ତି । ପ୍ରଥମ ଥର…
Read More...

ଇଣ୍ଟର କମ୍ପାନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟ

ଭୁବନେଶ୍ୱର,- ସପ୍ତମ ବାଟାଲିୟନ ପ୍ୟାରେଡ୍ ଗ୍ରାଉଣ୍ଡ ଠାରେ ଇଣ୍ଟର କମ୍ପାନୀ କ୍ରିକେଟ ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚ୍ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବି କମ୍ପାନୀକୁ ହରାଇ ଇ କମ୍ପାନୀ ଚମ୍ପିୟାନ ହୋଇଛି। ୧୪ ତାରିଖରୁ ଆରମ୍ଭ ହୋଇଥିବା ଏହି ଟୁର୍ଣ୍ଣାମେଣ୍ଟରେ ଆଠଟି ଟିମ୍ ଯଥା…
Read More...

ପାଲିଆଟିଭ୍ କେୟାର ହସ୍ପିଟାଲରେ ଆସିୟୁ କକ୍ଷ ଉଦଘାଟିତ

ଭୁବନେଶ୍ୱର, ଭୁବନେଶ୍ୱର ପଟିଆ ସ୍ଥିତ ରିହାବିଟେସନ୍ ଆଣ୍ଡ ପାଲିଆଟିଭ୍ କେୟାର ହସ୍ପିଟାଲରେ ନୂତନ ଆଇସିୟୁ କକ୍ଷ ଉଦଘାଟିତ ହୋଇଯାଇଛି । ରାଉଣ୍ଡଟେବୁଲ ଇଣ୍ଡିଆ ଓ ଲେଡିଜ ସର୍କଲ ଇଣ୍ଡିଆର ସହେଯାଗରେ ନିର୍ମିତ ଏହି ବାର ଶଯ୍ୟା ବିଶିଷ୍ଠ କକ୍ଷକୁ ରାଉଣ୍ଡଟେବୁଲ୍ ଇଣ୍ଡିଆର ଓଡିଶା ମୁଖ୍ୟ ମାଣିକ…
Read More...

ଏମ୍ସ ଭୁବନେଶ୍ୱରରେ ଅନ୍ତଃରାଷ୍ଟ୍ରୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର, : ଯୋଗ ହେଉଛି ମହାନ ଭାରତୀୟ ପରମ୍ପରାର ବିଶ୍ୱକୁ ଗୌରବମୟ ଅବଦାନ। ଏହା ସମଗ୍ର ବିଶ୍ୱରେ ପ୍ରାଚୀନ ସନାତନ ସଂସ୍କୃତିର ପ୍ରଚାର କରୁଛି, ଯାହାକି ଭାରତର ବିଶ୍ୱଗୁରୁ ଗାରିମାକୁ ପ୍ରତିପାଦିତ କରୁଛି। ଆଜି ଏମ୍ସ ପରିସରରେ ଆୟୁଷ ବିଭାଗ ପକ୍ଷରୁ ଆୟୋଜିତ ଅଷ୍ଟମ ଅନ୍ତଃରାଷ୍ଟ୍ରୀୟ ଯୋଗ…
Read More...

ଭାରତୀୟ ଯୋଗ ସଂସ୍ଥାନ ପକ୍ଷରୁ ଆନ୍ତର୍ଜାତୀୟ ଯୋଗ ଦିବସ ପାଳିତ

ଭୁବନେଶ୍ୱର : ବିଶ୍ୱ ଯୋଗ ଦିବସ ଅବସରରେ ଭାରତୀୟ ଯୋଗ ସଂସ୍ଥାନ ତରଫରୁ ଆନ୍ତର୍ଜାତୀୟ ଯୋଗ ଦିବସ ଭୁବନେଶ୍ୱର ସହିଦ୍‌ନଗର ସ୍ଥିତ ଇମଫା ପାର୍କ ଠାରେ ଅନୁଷ୍ଠିତ ହୋଇଯାଇଛି । ଯୋଗ କେବଳ ଏକ ଶାରିରୀକ ବ୍ୟାୟାମ ନୁହେଁ ବରଂ ଶରୀରକୁ ନୂତନ ଶକ୍ତି ଯୋଗାଇଥାଏ । କରୋନା ସମୟରେ ବିଶ୍ୱକୁ ଯୋଗ ହିଁ…
Read More...

ଅନନ୍ତ ଚରଣଙ୍କ ପୁସ୍ତକ ଅନନ୍ତ ଭଜନ ଲୋକାର୍ପିତ

ଭୁବନେଶ୍ୱର,– ଶିରିଡି ସାଇ ସନ୍ଥ ଜରାଶ୍ରମ ପକ୍ଷରୁ ରଘୁନାଥପୁର ସ୍ଥିତ ଜରାଶ୍ରମ ପରିସରରେ ପିତୃ ଦିବସ ପାଳିତ ହୋଇଯାଇଛି । ଜରାଶ୍ରମରେ ରହୁଥିବା ବୃଦ୍ଧ ମାନଙ୍କୁ ସକାଳୁ ପୂଜାର୍ଚନା କରାଯାଇ ସୁସ୍ୱାଦୁ ଖାଦ୍ୟ ପରିବେଶଣ କରାଯାଇଥିଲା । ଆଶ୍ରମର ଟ୍ରଷ୍ଟି ବିଜୟ କୁମାର ପାତ୍ରଙ୍କ ଅଧ୍ୟକ୍ଷତାରେ…
Read More...

ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ଶ୍ରୀ ଆୱାର୍ଡସ୍‌ର ସପ୍ତମ ସଂସ୍କରଣ ଆୟୋଜିତ

ଭୁବନେଶ୍ୱର, : ବିଭିନ୍ନ ବର୍ଗରେ କୃତିତ୍ୱ ହାସଲ କରିଥିବା ପୁରୁଷମାନଙ୍କୁ ସମ୍ମାନୀତ କରିବାର ଚିରାଚରିତ ପରମ୍ପରାକୁ ନେଇ ପୁନଃଶ୍ଚ ପରିଚୟ ଫାଉଣ୍ଡେସନ୍ ପକ୍ଷରୁ ପିତୃତ୍ୱ ଦିବସ ଅବସରରେ ଶ୍ରୀ ଆୱାର୍ଡସ୍‌ର ସପ୍ତମ ସଂସ୍କରଣ ଆଜି ଭୁବନେଶ୍ୱର ସ୍ଥିତ ହୋଟେଲ୍ ମେଫେୟାର୍ କନ୍‌ଭେନ୍‌ସନ୍‌ଠାରେ…
Read More...

ଫାଦର୍ସ ଡେ’ ଉପଲକ୍ଷେ ଔଷଧୀୟ ଚାରା ରୋପଣ ଓ ବଂଟନ

ଭୁବନେଶ୍ୱର,: ପ୍ରତିବର୍ଷ ଜୁନ୍ ମାସ ତୃତୀୟ ସପ୍ତାହ ରବିବାର ଦିନ ପାଳନ ହୁଏ ବିଶ୍ୱ ପିତୃଦିବସ । ପିତା ସ୍ୱର୍ଗ, ପିତା ଧର୍ମ, ପିତା ହିଁ ପରମ ତପ, ପିତରି ପ୍ରତୀମା ପନ୍ନେ, ପ୍ରିୟନ୍ତେ ସର୍ବ ଦେବତା । ପିତାଙ୍କ ସ୍ଥାନ ସମସ୍ତ ଦେବତାଙ୍କଠାରୁ ଉଚ୍ଚରେ । ସେ ପରମଠାରୁ ଅଧିକ । ପିତାଙ୍କ ସମ୍ମାନ…
Read More...

ଫ୍ରେଣ୍ଡଜୁର ରଜ ମହୋତ୍ସବ ଫନ୍ ଫିଏଷ୍ଟା ଉଦଯାପିତ

ଭୁବନେଶ୍ୱର,: ଓଡିଶାର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଫ୍ରେଣ୍ଡଜୁ ପକ୍ଷରୁ ରଜ ମହୋତ୍ସବ ଫନ୍ ଫିଏଷ୍ଟା ଚନ୍ଦ୍ରଶେଖରପୁର ସ୍ଥିତ କଲ୍ୟାଣ ମଣ୍ଡପ ଠାରେ ଉଦଯାପିତ ହୋଇଯାଇଛି । ଏହାକୁ ଭୁବନେଶ୍ୱର ମେୟର ସୁଲୋଚନା ଦାସ ଓ ସମାଜସେବୀ ସୃତି ମୋହାପାତ୍ର ଯୋଗଦେଇ ଉଦଘାଟନ କରିଥିଲେ । ଏହି ମହୋତ୍ସବ…
Read More...

ସହରରେ ଅନୁଭବ ହେଲା ଗାଁ ର ରଜ

ଭୁବନେଶ୍ୱର, : ଜାକଜମକ୍ ସଜା ହୋଇଥିଲା ପଡିଆ,ଲାଗିଥିଲା ବାଉଁସ ଓ ପଟା ଦୋଳି, ପଡିଥିଲା ତାସ, ଲୁଡୁ ଚେସର ଆସର,ଠା ଠା ଖେଳୁଥିଲେ କବାଡି, କିତିକିତି, ବୋହୁଚୋରି,ପୁଚି ଖେଳ,ରଜ ଗୀତରେ ଦୁଲୁକୁ ଥିଲା ମଞ୍ଚ, ଛୁଆ ଠାରୁ ବୁଢା ପର୍ଯ୍ୟନ୍ତ ସମସ୍ତେ ଗୋଟାଏ ଜାଗାରେ ତିନିଦିନ ଏକତିତ୍ର ହୋଇ…
Read More...