banner
Breaking
Yearly Archives

2022

ନାରଦ ଟୁଙ୍ଗିର ଶୁଭ ଉଦ୍‌ଘାଟନ ସମାରୋହ

ତାଳଚେର : -ନାରଦ ଟୁଙ୍ଗି ଅନୁଷ୍ଠାନର ଶୁଭ ଉଦ୍‌ଘାଟନ ଉତ୍ସବ ଦେଉଳବେଡା ସ୍ଥିତ ଡିସିଆଇ କ୍ଲବ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ଅଧ୍ୟକ୍ଷ ସୌଭାଗ୍ୟ ନାୟକଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥ ଭାବେ ଢେଙ୍କାନାଳ ସାଂସଦ ମହେଶ ସାହୁ , ମୁଖ୍ୟବକ୍ତା ଭାବେ…
Read More...

ବିଏମସି ପକ୍ଷରୁ କିଟ୍ ଛକରେ ଚଢ଼ାଉ

ଭୁବନେଶ୍ୱର : ରାଜଧାନୀରେ ବିଏମ୍‌ସି ପକ୍ଷରୁ ଗୁରୁବାର କିଟ୍‌ ନିକଟବର୍ତ୍ତୀ ଅଞ୍ଚଳରେ ଥିବା ବିଭିନ୍ନ ଖାଦ୍ୟ ଦୋକାନରେ ଚଢାଉ କରାଯାଇଛି। ଏହି ଚଢାଉରେ ବିଏମ୍‌ସି କମିଶନର ବିଜୟ ଅମୃତା କୁଲାଙ୍ଗେ ସାମିଲ ଥିଲେ। ଦୋକାନଗୁଡିକରେ ଖାଦ୍ୟର ମାନ ପରୀକ୍ଷା କରିବା ସହ ଲାଇସେନ୍ସ ଯାଞ୍ଚ କରାଯାଇଛି।…
Read More...

ପୁଷ୍ଟିଯୁକ୍ତ ଖାଦ୍ୟ ଗ୍ରହଣ ସମ୍ପର୍କିତ ଆଚରଣଗତ ପରିବର୍ତ୍ତନ ଉପରେ ମହିଳା ଆରୋଗ୍ୟ ସମିତି ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି…

ଭୁବନେଶ୍ୱର : ପୁଷ୍ଟିକର ଖାଦ୍ୟ ଗ୍ରହଣକୁ ନେଇ ରହିଥିବା ପାରମ୍ପରିକ ଆଚରଣକୁ ସମ୍ପର୍କରେ ମହିଳା ଆରୋଗ୍ୟ ସମିତି (ଏମ୍‌ଏଏସ୍‌) ସଦସ୍ୟାଙ୍କ ଦକ୍ଷତା ବୃଦ୍ଧି, ସଚେତନତା ସୃଷ୍ଟି କରିବା ଏକ ସୁସ୍ଥ ସମାଜ ଗଠନ ଦିଗରେ ଆଜିର ସମୟର ବଡ଼ ଆହ୍ବାନ। ପୁଷ୍ଟିକର ଖାଦ୍ୟ ଗ୍ରହଣ ସମ୍ବନ୍ଧୀୟ ଞ୍ଜାନ ଓ…
Read More...

ନକଲି ଔଷଧ ବ୍ୟବସାୟୀଙ୍କ ପ୍ରତି କଠୋର ହେଲା ୟୁସିଡିଏ

ଭୁବନେଶ୍ୱର : ଉତ୍କଳ କେମେଷ୍ଟି ଆଣ୍ଡ ଡ୍ରଗିଷ୍ଟ ଆସୋସିଏସନ ପକ୍ଷରୁ ୟୁନିଟ ୪ ସ୍ଥିତ ଅଟଳ ଭବନ ଠାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି। ସରକାରଙ୍କ ଏକ ନେସନ ଏକ ଟ୍ୟାକ୍ସ ଆଧାରରେ ଯେ କୌଣସି ବ୍ୟବସାୟୀ ଜିଏସ୍‌ଟି ଭରି ଯେକୌଣସି ସ୍ଥାନରୁ ଯେକୌଣସି ଜିନିଷ କିଣିପାରିବେ ।…
Read More...

ଡ଼ ଅଚ୍ୟୁତ ସାମନ୍ତଙ୍କୁ ନାଗରିକ ସମ୍ବର୍ଦ୍ଧନା ସମ୍ମାନ

ଭୁବନେଶ୍ୱର : କିସ୍‌ ବିଶ୍ୱବିଦ୍ୟାଳୟକୁ ନିକଟରେ ବିଶ୍ୱର ସର୍ବଶ୍ରେଷ୍ଠ ୟୁନେସ୍କୋ ସାକ୍ଷରତା ପୁରସ୍କାର ମିଳିଛି। ଏ ନେଇ କିସ୍‌ ଓ କିଟ୍‌ର ପ୍ରତିଷ୍ଠାତା ଡ. ଅଚ୍ୟୁତ ସାମନ୍ତଙ୍କୁ ଓଡ଼ିଶା ସଚେତନ ନାଗରିକ ଫୋରମ୍‌ ପକ୍ଷରୁ ରବୀନ୍ଦ୍ର ମଣ୍ଡପରେ ‘ନାଗରିକ ସମ୍ବର୍ଦ୍ଧନା’ ପ୍ରଦାନ କରାଯାଇଛି।…
Read More...

ଭାରତ ପାକିସ୍ତାନ ମ୍ୟାଚ ପାଇଁ ଟିକେଟ ଶେଷ

ନୂଆଦିଲ୍ଲୀ : ଟି-୨୦ ବିଶ୍ୱକପ ୨୦୨୨ରେ ୨୩ ଅକ୍ଟୋବରରେ ହେବାକୁ ଥିବା ହେବାକୁ ଥିବା ଭାରତ-ପାକିସ୍ତାନ ମ୍ୟାଚର ସମସ୍ତ ଟିକେଟ ବିକ୍ରି ହୋଇସାରିଛି। ଆଇସିସିର ପ୍ରେସ ବିଜ୍ଞପ୍ତିରେ ଏହି ସୂଚନା ଦିଆଯାଇଛି। ଆଇସିସି କହିଛି, ଅକ୍ଟୋବର ୨୩ରେ ମେଲବର୍ଣ୍ଣ କ୍ରିକେଟ ଗ୍ରାଉଣ୍ଡରେ ହେବାକୁ ଥିବା ଭାରତ…
Read More...

ପିଜି ନାମଲେଖା ପାଇଁ ପ୍ରକାଶ ପାଇବ ପ୍ରଥମ ଆବଣ୍ଟନ ତାଲିକା

ଭୁବନେଶ୍ୱର : ରାଜ୍ୟର ବିଭିନ୍ନ ବିଶ୍ୱବିଦ୍ୟାଳୟ ଓ ମହାବିଦ୍ୟାଳୟରେ ପିଜି ନାମଲେଖା ନିମନ୍ତେ ଗୁରୁବାର ଅପରାହ୍ନ ୪ଟାରେ ପ୍ରଥମ ପର୍ଯ୍ୟାୟ ସିଟ୍‌ ଆବଣ୍ଟନ ତାଲିକା ପ୍ରକାଶ ପାଇବ। ଏଥିରେ ମନୋନୀତ ଛାତ୍ରୀଛାତ୍ରଙ୍କର ୧୬ ଓ ୧୭ ତାରିଖରେ ନାମଲେଖା ଅନୁଷ୍ଠିତ ହେବ। ସେହିଭଳି ଦ୍ୱିତୀୟ ପର୍ଯ୍ୟାୟ…
Read More...

ଚନ୍ଦୁ ହତ୍ୟା ମାମଲାରେ ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର କ୍ୟାପିଟାଲ ଥାନା ଅନ୍ତର୍ଗତ ନାରାୟଣ ବସ୍ତିର ପି. ସୁବ୍ରତ ରାଓ ଓରଫ ଚନ୍ଦୁ ହତ୍ୟା ମାମଲାରେ କମିଶନରେଟ ପୋଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ମାମଲାରେ ସମ୍ପୃକ୍ତ ଅଭିଯୁକ୍ତା ରଞ୍ଜୁ ନାୟକ (୨୯) ଓ ତାଙ୍କ ଦ୍ୱିତୀୟ ସ୍ବାମୀ କାହ୍ନା ନାୟକ(୨୮)ଙ୍କୁ ଗଞ୍ଜାମରୁ…
Read More...

ଆଜି ରାଜ୍ୟରୁ ୨୮୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଆଜି ପୁଣି ୨୮୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟର ୧୬୭ଜଣ ସଙ୍ଗରୋଧ କେନ୍ଦ୍ରରୁ ଥିବା ବେଳେ ୧୧୯ ସ୍ଥାନୀୟ ଲୋକ ରହିଛନ୍ତି। ସେହିଭଳି ୧୮ ବର୍ଷରୁ କମ୍‌ ବୟସର ୩୬ ଆକ୍ରାନ୍ତ ରହିଥିବା ନେଇ ଗୁରୁବାର ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
Read More...

ଶ୍ରୀ ଚୈତନ୍ୟ ଇନ୍‌ଷ୍ଟିଚ୍ୟୁଟ ଅଫ୍ ବୈଷ୍ଣବିକ କଲଚର ଦ୍ୱାରା ରକ୍ତଦାନ ଶିବିର

ଭୁବନେଶ୍ୱର : ରକ୍ତଦାନ ମହତ୍ ପୂଣ୍ୟ । ରକ୍ତର ଅଭାବରୁ ଆମ ରାଜ୍ୟରେ ବହୁତ ଲୋକ ଅକାଳରେ ମୃତ୍ୟୁବରଣ କରିଥାନ୍ତି । ନିୟମିତ ରକ୍ତ ଆବଶ୍ୟକ କରୁଥିବା, ରକ୍ତଶୂନ୍ୟତା ଭୋଗୁଥିବା ଶିଶୁ, ପୋଡ଼ାଜଳା ରୋଗୀ, ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତି ଏବଂ ଥାଲାମେସିଆ, ଅସହାୟ ଓ ନିରାଶ୍ରୟ ରୋଗୀମାନଙ୍କୁ ବଞ୍ଚାଇ…
Read More...