banner
Breaking
Yearly Archives

2021

ଦିଲ୍ଲୀରେ ଘରେ ପହଞ୍ଚିବ ଅକ୍ସିଜେନ୍।

ନୂଆଦିଲ୍ଲୀ,୬।୫: ଦେଶରେ କରୋନାର ତାଣ୍ଡବ ଜାରି ରହିଛି। ଏପରିସ୍ଥଳେ ନୂଆଦିଲ୍ଲୀର ସ୍ଥିତି ଅଣାୟତ୍ତ ହେବାରେ ଲାଗିଛି। ଅକ୍ସିଜେନ୍‌ ଅଭାବ ନେଇ ଦିଲ୍ଲୀର ବିଭିନ୍ନ ହସ୍ପିଟାଲରେ ଦେଖାଦେଇଥିବା ସଙ୍କଟରେ ସୁଧାର ହେବାରେ ଲାଗିଛି। ଏପରିସ୍ଥଳେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିଓ୍ବାଲ ଘୋଷଣା…
Read More...

ପୁଣି ପୃଥିବୀକୁ ମାଡିଆସୁଛି ଆଉ ଏକ ବିପଦ।

ଓ୍ବାଶିଂଟନ,୬।୫: ପୃଥିବୀରେ କରୋନା ମହାମାରୀ ସଂକ୍ରମଣ ସୃଷ୍ଟି କରିଥିବା ଚାଇନା ଯୋଗୁ ଏବେ ନୂଆ ବିପଦ ମାଡ଼ି ଆସୁଛି। ଚାଇନା ଦ୍ୱାରା ମହାକାଶକୁ ପ୍ରେରଣ କରାଯାଇଥିବା ରକେଟ ଲଙ୍ଗ୍‌ ମାର୍ଚ୍ଚ-୫ବି ଏବେ ନିୟନ୍ତ୍ରଣ ହରାଇଛି। ଏହା ତୀବ୍ରବେଗରେ ପୃଥିବୀ ମୁହାଁ ହୋଇଛି। ଏହି ଜଳନ୍ତା ରକେଟ…
Read More...

ସିଆରପିଏଫ ଡିଆଇଜିଙ୍କ କରୋନାରେ ମୃତ୍ୟୁ।

ଭୁବନେଶ୍ୱର,୬।୫(ବ୍ୟୁରୋ): ଭୁବନେଶ୍ୱର ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ଗୁରୁବାର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ଭୁବନେଶ୍ୱର ସିଆରପିଏଫ୍‌ରେ ଏ…
Read More...

ଆଳୁ ଉପରେ କରୋନା ମାଡ।

ଭୁବନେଶ୍ୱର,୬।୫(ବ୍ୟୁରୋ): ରାଜ୍ୟରେ କରୋନାର ଦ୍ୱିତୀୟ ଷ୍ଟ୍ରେନ୍‌ ଉଗ୍ରରୂପ ଧାରଣ କରିଛି । ଦିନକୁ ଦିନ ସଂକ୍ରମଣ ସଂଖ୍ୟା ବୃଦ୍ଧି ପାଉଥିବାରୁ ସରକାର ମେ ୫ରୁ ୧୯ ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଛନ୍ତି। ଏହାର ଫାଇଦା ଉଠାଉଛନ୍ତି କିଛି ଅସାଧୁ ବେପାରୀ । ଗରିବଙ୍କ ପ୍ରିୟ ଖାଦ୍ୟ ଆଳୁ…
Read More...

ଘରକୁ ଯାଇ ଏତଲା ଗ୍ରହଣ କରିବା ସହିତ ତଦନ୍ତ ଆରମ୍ଭ କଲା ପୁଲିସ।

ଭୁବନେଶ୍ବର,୬/୫(ବ୍ୟୁରୋ): ଲକଡାଉନ୍ ସମୟରେ ଲୋକ ଯେମିତି ଅତି ଜରୁରି କାମ ନ ଥିଲେ ଘରୁ ବାହାରିବେନି, ତା’ଉପରେ କମିସନରେଟ ପୁଲିସ ଗୁରୁତ୍ବ ଦେଇଛି। ଏକାଧିକ ମାମଲାରେ ପୁଲିସ ଅଧିକାରୀ ଅଭିଯୋଗକାରୀଙ୍କ ପାଖରେ ପହଞ୍ଚି ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛନ୍ତି। ତାଲା ବନ୍ଦ…
Read More...

ରାଜ୍ୟରେ ଆଜି ପୁଣି ୧୦,୫୨୧ ପଜିଟିଭ ଚିହ୍ନଟ ଓ ୧୭ ମୃତ।

ଭୁବନେଶ୍ୱର: ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ପୁଣି ୧୦,୫୨୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ୧୪୭୭ ଓ ସୁନ୍ଦରଗଡରୁ ୧୧୮୬ ଜଣଙ୍କୁ ଚିହ୍ନଟ କରାଯାଇଛି। ଏଥିସହିତ ରାଜ୍ୟରେ କରୋନା ଜନିତ ମୃତ୍ୟୁସଂଖ୍ୟା ୨୧୨୧କୁ ବୃଦ୍ଧିପାଇଛି। ସେହିପରି…
Read More...

କଳା ବଜାରୀଙ୍କ ଉପରେ କଡା ନଜର।

ଭୁବନେଶ୍ୱର, ୬ା୫(ବ୍ୟୁରୋ): କରୋନାର ଦ୍ୱିତୀୟ ଲହର ଦ୍ରୁତ ସଂକ୍ରାମକ ହୋଇଥିବାରୁ ରାଜ୍ୟ ସରକାର ବୁଧବାରଠାରୁ ଆସନ୍ତା ୧୯ ତାରିଖ ପର୍ଯ୍ୟନ୍ତ ରାଜ୍ୟବ୍ୟାପୀ ଲକ୍‌ଡାଉନ ଘୋଷଣା କରିଛନ୍ତି। ଲକ୍‌ଡାଉନ ଲାଗୁ ହେବା ପୂର୍ବରୁ ବଜାରରେ ଅତ୍ୟାବଶ୍ୟକ ସାମଗ୍ରୀଗୁଡ଼ିକର ଦର ବୃଦ୍ଧି ଘଟିଛି। ଏହି…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣ କଥା କହିବାରେ କଠୋରତା କାରଣରୁ କଳହର ସମ୍ମୁଖୀନ ହୋଇପାରନ୍ତି। ପାରିବାରିକ, ପରିବହନ, ନିର୍ମାଣ, ଜମିଜମା ଓ ଆନୁଷ୍ଠାନିକ ଆଲୋଚନାରେ ସଫଳତା ଲାଭ କରିବାରେ ଅସୁବିଧା ହେବନାହିଁ। ଆତ୍ମୀୟଙ୍କ ଆରୋଗ୍ୟ ପାଇଁ ଚିନ୍ତା ବଢ଼ିପାରେ। ଇଚ୍ଛା ବିରୁଦ୍ଧରେ କାମ କରି ଅନୁତାପ କରିବାକୁ…
Read More...

ଥାନାକୁ ଯିବେନି ଲୋକେ। ଘରୁ ଏତଲା ଆଣିବ ପୋଲିସ : ଡିସିପି

ଭୁବନେଶ୍ୱର,୫।୫(ବ୍ୟୁରୋ):ଆଜିଠାରୁ ରାଜ୍ୟରେ ୧୪ ଦିନିଆ ଲକ୍‌ଡ଼ାଉନ୍‌ ଲାଗୁ ହେଉଛି। ଏହି ସମୟରେ ସହରାଞ୍ଚଳରେ ଶଟ୍‌ଡାଉନ୍‌ କଟକଣା ମଧ୍ୟ ଜାରି ରହିବ। ତେଣୁ କଟକ ଓ ଭୁବନେଶ୍ୱରରେ ଆଇନ ଶୃଙ୍ଖଳା ବଜାୟ ରଖିବାକୁ କମିଶନରେଟ୍‌ ପୋଲିସ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ୩୬ ପ୍ଲାଟୁନ ଫୋର୍ସ…
Read More...

ଆବଶ୍ୟକ ନଥିଲେ ଆରଟିପିସିଆର ଟେଷ୍ଟ କରନ୍ତୁ ନାହିଁ : ଆଇସିଏମଆର

ନୂଆଦିଲ୍ଲୀ, ୫ା୫: କୋଭିଡ ପରୀକ୍ଷା ପାଇଁ ଇଣ୍ଡିଆନ କାଉନସିଲ ଅଫ୍‌ ମେଡିକାଲ ରିସର୍ଚ୍ଚ (ଆଇସିଏମ୍‌ଆର) ପକ୍ଷରୁ ନୂତନ ଗାଇଡ୍‌ଲାଇନ ଜାରି ହୋଇଛି। ଆବଶ୍ୟକ ନ ଥିଲେ ଆର୍‌ଟି-ପିସିଆର୍‌ ଟେଷ୍ଟ ନ କରିବାକୁ ନିର୍ଦ୍ଦେଶାବଳୀରେ କୁହାଯାଇଛି। ବିଶେଷ କରି ଲାବୋରେଟୋରୀଗୁଡ଼ିକ ଉପରୁ ଚାପ ହଟାଇବାକୁ…
Read More...