banner
Breaking

ସିଆରପିଏଫ ଡିଆଇଜିଙ୍କ କରୋନାରେ ମୃତ୍ୟୁ।

0

ଭୁବନେଶ୍ୱର,୬।୫(ବ୍ୟୁରୋ): ଭୁବନେଶ୍ୱର ସିଆରପିଏଫ୍‌ ଡିଆଇଜି ସୁନୀଲ କୁମାର ପାର୍ଥଙ୍କ କରୋନାରେ ଗୁରୁବାର ଦେହାନ୍ତ ହୋଇଛି। ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରସ୍ଥିତ ଏକ ହସ୍ପିଟାଲରେ ତାଙ୍କର ପରଲୋକ ହୋଇଛି। ମୃତ୍ୟୁବେଳକୁ ତାଙ୍କୁ ୫୪ ବର୍ଷ ହୋଇଥିଲା। ଭୁବନେଶ୍ୱର ସିଆରପିଏଫ୍‌ରେ ଏ ପର୍ଯ୍ୟନ୍ତ କରୋନାରେ କାହାର ମୃତ୍ୟୁ ଘଟି ନ ଥିଲା। ଏହା ପ୍ରଥମ ଘଟଣା। ସୁନୀଲଙ୍କ ମୃତ୍ୟୁରେ କ୍ୟାମ୍ପସରେ ଶୋକର ଛାୟା ଖେଳିଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.