banner
Breaking
Yearly Archives

2021

ପ୍ରତିରକ୍ଷା କ୍ଷେତ୍ରରେ ଆଗକୁ ବଢିବ ଭାରତ

ନୂଆଦିଲ୍ଲୀ : ଆତ୍ମନିର୍ଭର ଭାରତ ଅଭିଯାନ ଅଧୀନରେ ଦେଶକୁ ବିଶ୍ୱର ସର୍ବ ବୃହତ ସାମରିକ ଶକ୍ତି କରିବା ଲକ୍ଷ୍ୟରେ ମେକ୍‌ ଇନ୍‌ ଇଣ୍ଡିଆକୁ କେନ୍ଦ୍ର ସରକାର ଗୁରୁତ୍ୱ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ନିକଟରେ ୪୧ଟି ଗୋଳାବାରୁଦ କାରଖାନାର ପୁନଃନିର୍ମାଣ ସହିତ ୭ଟି ନୂତନ କମ୍ପାନୀ…
Read More...

ବିନା ସହମତିରେ ମହିଳାଙ୍କ ଦେହ ଛୁଇଁବା ଅପରାଧ

ମୁମ୍ବାଇ, ୨୬ା୧୨: ବିନା ସହମତିରେ ଜଣେ ମହିଳାଙ୍କ ଶରୀରକୁ ଜଣେ ଅଜଣା ବ୍ୟକ୍ତି ଛୁଇଁବା ଅର୍ଥ ତାଙ୍କ ମର୍ଯ୍ୟାଦା ହାନି କରିବା। ଏହା ଅପରାଧ ବୋଲି ବମ୍ବେ ହାଇକୋର୍ଟର ଔରଙ୍ଗାବାଦ ଖଣ୍ଡପୀଠ କହିଛନ୍ତି। ଏଥିସହ ମହାରାଷ୍ଟ୍ର ଜଲାନା ଜିଲାର ଜଣେ ୩୬ ବର୍ଷୀୟ ପରମେଶ୍ୱର ଧାଗେଙ୍କ ଆବେଦନକୁ ଖାରଜ…
Read More...

ଟିକା ନେଇଥିବା ଲୋକଙ୍କ ଉପରେ ଓମିକ୍ରନ୍ କମ ପ୍ରଭାବ ପକାଇବ

ନୂଆଦିଲ୍ଲୀ,୨୬ ।୧୨: ଦକ୍ଷିଣ ଆଫ୍ରିକାରେ ପ୍ରଥମ କରି ଓମିକ୍ରନ୍ ଭାରିଏଣ୍ଟର ଚିହ୍ନଟ କରିଥିବା ଡା.ଏଞ୍ଜେଲିକ କୋଏତଜୀ କହିଛନ୍ତି ଭାରତରେ ଓମିକ୍ରନ ସାମାନ୍ୟ ଲକ୍ଷଣ ସହ ପ୍ରସାର ଲାଭ କରିବ । ଯେମିତି ଦକ୍ଷିଣ ଆଫ୍ରିକାରେ ଦେଖାଯାଇଥିଲା । ହେଲେ ଯେଉଁମାନେ ଟିକା ନେଇଛନ୍ତି ସେମାନେ ସୁରକ୍ଷିତ…
Read More...

ଉତ୍ତର ବିଧାୟକଙ୍କ ଦ୍ଵାରା ବିଭିନ୍ନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ

ଭୁବନେଶ୍ୱର : ପଟିଆ ବିଗ ବଜ଼ାର ସମ୍ମୁଖ ପେଟ୍ରୋଲ ପମ୍ପ ଠାରୁ ପଟିଆ ଷ୍ଟେସନ ପର୍ଯ୍ୟନ୍ତ ୮ କୋଟି ତାଙ୍କ ବ୍ୟୟ ଅଟକଳରେ ରାସ୍ତାର ପ୍ରଶସ୍ତିକରଣ କାର୍ଯ୍ୟର ଭିତ୍ତି ପ୍ରସ୍ତର ମାନ୍ୟବର ବିଧାୟକ ଭୁବନେଶ୍ୱର ଉତ୍ତର ଶ୍ରୀଯୁକ୍ତ ସୁଶାନ୍ତ ରାଉତଙ୍କ କରକମଳରେ ଶୁଭ ଉଦଘାଟିତ ହୋଇଯାଇଛି | ଉକ୍ତ…
Read More...

ସୁଶାସନ ଦିବସ ଅବସରରେ ଏମ୍‌ସ ଭୁବନେଶ୍ୱର ପକ୍ଷରୁ ଭାରତରତ୍ନ ଅଟଳ ବିହାରୀ ବାଜପେୟୀଙ୍କୁ ଭାବପୂର୍ଣ୍ଣ ଶ୍ରଦ୍ଧାଞ୍ଜଳି

ଭୁବନେଶ୍ୱର : ପୂର୍ବତନ ପ୍ରଧାନମନ୍ତ୍ରୀ, କିମ୍ବଦନ୍ତୀ ପୁରୁଷ, ବିଶିଷ୍ଟ ରାଜନେତା ଭାରତରତ୍ନ ସ୍ୱର୍ଗତ ଅଟଳ ବିହାରୀ ବାଜପେୟୀଙ୍କର ଓଡ଼ିଶା ପ୍ରତି ସ୍ବତନ୍ତ୍ର ଭଲପାଇବା ଓ ଶ୍ରଦ୍ଧା ଥିଲା। ଏମ୍‌ସ ଭୁବନେଶ୍ବରର ପ୍ରତିଷ୍ଠା ହେଉ ଅବା ଅନ୍ୟାନ୍ୟ ଏକାଧିକ ବୃହତ୍‌ ବିକାଶମୂଳକ ପ୍ରକଳ୍ପ ପାଇଁ…
Read More...

ସପ୍ତମ ‘ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଜାତୀୟ ସ୍ତରୀୟ ଚମ୍ପିଆନ୍‌ସିପ୍‌ରେ ଓଡିଶାରୁ ୨୪ ଜଣ ଅଂଶଗ୍ରହଣ

ଭୁବନେଶ୍ୱର : ‘ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଫେଡେରେସନ୍ ତରଫରୁ ଜାତୀୟ ସ୍ତରୀୟ ‘ଟୋଙ୍ଗ-ଇଲ୍‌-ମୁଁ-ଡୁ’ ଚମ୍ପିଅନ୍‌ସିପ୍ ମହୁଆ ଇଣ୍ଟରନ୍ୟାସ୍‌ନାଲ୍ ସ୍କୁଲ, ହାଇଦ୍ରାବାଦ, ତେଲେଙ୍ଗାନା ଠାରେ ୨୪ତାରିଖ ଠାରୁ ୨୭ ପର୍ଯ୍ୟନ୍ତ ଦୀର୍ଘ ୩ ଦିନ ଧରି ଅନୁଷ୍ଠିତ ହେବାକୁ ଯାଉଛି । ଏହି ଚମ୍ପିଅନ୍‌ସିପ୍‌ରେ…
Read More...

ପଛୁଆବର୍ଗ ସଂରକ୍ଷଣକୁ ନେଇ ରାଜନୀତି ସରଗରମ

ଭୁବନେଶ୍ବର: ନିର୍ବାଚନରେ ପଛୁଆବର୍ଗ(ଓବିସି)ଙ୍କୁ ସଂରକ୍ଷଣ ପ୍ରସଙ୍ଗ ଏବେ ରାଜନୈତିକ ବାଦିପାଲା ଆରମ୍ଭ ହୋଇଛି। ଏହି ପ୍ରସଙ୍ଗରେ ଉଚ୍ଚନ୍ୟାୟାଳୟଙ୍କ ହସ୍ତକ୍ଷେପ ପରେ ରାଜ୍ୟ ସାନି ସଂଶୋଧିତ ତାଲିକା ପ୍ରକାଶ କରିବା ନିଷ୍ପତ୍ତି ନେବାପରେ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି। ଏହି ପ୍ରସଙ୍ଗରେ…
Read More...

ବଦଳିଲା କଟକଣା ୨୫, ୩୧ ଓ ୧ ରେ କେବଳ ଲାଗୁ ହେବ।

ଭୁବନେଶ୍ୱର : ସଂଶୋଧନ ହୋଇଛି ବଡ଼ଦିନ, ନୂଆବର୍ଷ ପାଳନ କଟକଣା ଅବଧି। ଏନେଇ ଶୁକ୍ରବାର ଏସ୍‌ଆର୍‌ସିଙ୍କ କାର୍ଯ୍ୟାଳୟ ପକ୍ଷରୁ ସୂଚନା ଦିଆଯାଇଛି। ପୂର୍ବରୁ ଡିସେମ୍ବର ୨୫ରୁ ଜାନୁୟାରୀ ୨ ଯାଏ କଟକଣା ଲଗାଯାଇଥିଲା। ଏବେ ସଂଶୋଧନ ନିୟମ ଅନୁଯାୟୀ ବଡ଼ଦିନ ଡିସେମ୍ବର ୨୫ରେ କଟକଣା ରହିବ। ଏହାପରେ…
Read More...

ଜାନୁୟାରୀ ୩ ରୁ ଶିଶୁଙ୍କୁ ଟିକାକରଣ

ନୂଆଦିଲ୍ଲୀ,୨୫/୧୨- : ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ସମ୍ବୋଧନ କରି କହିଛନ୍ତି ଯେ ଜାନୁଆରି ୩ରୁ ୧୫ରୁ ୧୮ ବର୍ଷ ପିଲାଙ୍କ ପାଇଁ କରୋନା ଟିକାକରଣ ଆରମ୍ଭ ହେବ। ସେହିପରି ସ୍ବାସ୍ଥ୍ୟ ସେବା କର୍ମୀଙ୍କ ପାଇଁ ଜାନୁଆରି ୧୦ରୁ ୩ୟ ଡୋଜ ବା ପ୍ରିକସନ ଡୋଜ୍ ଆରମ୍ଭ ହେବ ବୋଲି…
Read More...

କଟକଣା ମଧ୍ୟରେ ପାଳିତ ହେଲା ଖ୍ରୀଷ୍ଟମାସ

ନୂଆଦିଲ୍ଲୀ,୨୫ ।୧୨: କରୋନା କଟକଣା ମଧ୍ୟରେ ସାରା ବିଶ୍ୱରେ ପାଳନ କରାଯାଇଛି ବଡଦିନ ବା ଖ୍ରୀଷ୍ଟମାସ । ସାରା ଦେଶରେ ପ୍ରଭୁ ଯିଶୁଙ୍କ ଏହି ଜନ୍ମଦିନକୁ କଟକଣା ମଧ୍ୟରେ ପାଳନ କରାଯାଇଛି । ଦିଲ୍ଲୀ, ମୁମ୍ବାଇ, କୋଲକାତା ସମେତ ସାରା ଦେଶରେ ଚର୍ଚ୍ଚରେ ପ୍ରୋଟୋକଲ ସହ ପ୍ରାର୍ଥନା କରାଯାଇଛି । ଏହି…
Read More...