banner
Breaking
Yearly Archives

2021

ଚାକିରୀ ଦେବା ଆଳରେ କୋଟି କୋଟି ଠକେଇ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ପୋଲିସ ଚାକିରି କରାଇଦେବାକୁ କହି ବଡ ଧରଣର ଠକେଇ ହୋଇଛି। ଏଭଳି ୩୮ଜଣ ଆଶାୟୀଙ୍କଠାରୁ ମୋଟ ୧କୋଟି ୪୭ ଲକ୍ଷ ଠକିଥିବା ଅଭିଯୋଗରେ ୨ଜଣଙ୍କୁ ଶୁକ୍ରବାର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଗିରଫ କରିଛି। ସେମାନେ ହେଲେ ବୈକୁଣ୍ଠନାଥ ନାୟକ ଓ…
Read More...

ପୁଣି ଆସୁଛି ଲଘୁଚାପ

ଭୁବନେଶ୍ୱର,୧୩।୧୧(ବ୍ୟୁରୋ): ଗୁରୁବାର ସୃଷ୍ଟି ହୋଇଥିବା ଘୂର୍ଣ୍ଣିବଳୟ କ୍ରମଶଃ ଘନୀଭୂତ ହୋଇ ଲଘୁଚାପ କ୍ଷେତ୍ରରେ ପରିଣତ ହୋଇଛି। ଏହାଛଡା ଉତ୍ତର-ଆଭ୍ୟନ୍ତରୀଣ ତାମିଲନାଡ଼ୁରେ ସୃଷ୍ଟି ହୋଇଥିବା ଟ୍ରପ୍‌ ଲାଇନ୍‌ ଆନ୍ଧ୍ର ଦେଇ ଓଡ଼ିଶା ଉପକୂଳକୁ ବ୍ୟାପିଛି। ଏହାର ପ୍ରଭାବରେ ଆସନ୍ତା ୨୪ ଘଣ୍ଟା…
Read More...

ନବୀନଙ୍କ ବଡ ପଦକ୍ଷେପ, ବିଦାହେଲେ ୮ ଅଧିକାରୀ

ଭୁବନେଶ୍ୱର,୧୨।୧୧(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୁକ୍ରବାର ଏକ ବଡ଼ ପଦକ୍ଷେପ ଗ୍ରହଣ କରିଛନ୍ତି । ରାଜ୍ୟ ସରକାର ଆଉ ୮ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦେଇଛନ୍ତି । ବିଶେଷକରି ଦୁର୍ନୀତିଗ୍ରସ୍ତ ଓ ଅପାରଗ ଅଧିକାରୀଙ୍କୁ ବାଧ୍ୟତାମୂଳକ ଅବସର ଦିଆଯାଇଛି । ସେମାନଙ୍କ ମଧ୍ୟରେ…
Read More...

ମା ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଉତ୍ସବ

ଭୁବନେଶ୍ୱର : ନୀଳାଦ୍ରି ବିହାର ସେକ୍ଟର ଏକ ସ୍ଥିତ ମା ତାରିଣୀ ମନ୍ଦିରର ପୁନଃ ପ୍ରତିଷ୍ଠା ଓ ୧୨ ତମ ବାର୍ଷିକ ଉତ୍ସବ କୋଭିଡ୍ ନିୟମ ଅନୁସାରେ ପାଳିତ ହୋଇଯାଇଛି । ବୁଧବାର ସକାଳ ସମୟରେ କଳସ ଯାତ୍ରା ପରେ ସୂର୍ଯ୍ୟ ପୂଜା ,ଘଟ,ନିମଜ୍ଜନ ,ମହାସ୍ନାନ,ଅଗ୍ନିସଂସ୍ଥାନ ଓ ଔପଚାରିକ ପୂଜା…
Read More...

ପୁଣି ସୃଷ୍ଟି ହେଲା ଲଘୁଚାପ, ହୋଇପାରେ ଝଡବାତ୍ୟା

ଭୁବନେଶ୍ୱର,୧୨ା୧୧(ବ୍ୟୁରୋ): ଆସନ୍ତା ୧୩ ତାରିଖରେ ଆଣ୍ଡାମାନ ଆଖପାଖ ଅଞ୍ଚଳରେ ଆଉ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ। ଆସନ୍ତା ୪୮ ଘଣ୍ଟା ମଧ୍ୟରେ ଏହା ପଶ୍ଚିମ ଉତ୍ତର ପଶ୍ଚିମ ଦିଗ ଦେଇ ଗତି କରିପାରେ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ତେବେ ଏହି ଲଘୁଚାପ ଅଧିକ ଘନୀଭୂତ ହୋଇ…
Read More...

ରିର୍ଜଭ ବ୍ୟାଙ୍କର ଦୁଇଟି ଯୋଜନା ଶୁଭାରମ୍ଭ କରିବେ ମୋଦି

ନୂଆଦିଲ୍ଲୀ,୧୨।୧୧: ଭାରତୀୟ ରିଜର୍ଭ ବ୍ୟାଙ୍କ୍‌ ଦୁଇଟି କେନ୍ଦ୍ରୀୟ ଯୋଜନାର ଶୁଭାରମ୍ଭ ଶୁକ୍ରବାର ହେବ। ଯାହାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୂର୍ବାହ୍ନ ୧୧ଟାରେ ଭର୍ଚୁଆଲରେ ଲଞ୍ଚ କରିବେ । ଏହି ଯୋଜନାର ଶୁଭାରମ୍ଭ ସମୟରେ ଅର୍ଥମନ୍ତ୍ରୀ ନିମାଳା ସୀତାରମଣ ଉପସ୍ଥିତ ରହିବେ। ଶୁଭାରମ୍ଭ…
Read More...

ପୁଣି ଚର୍ଚ୍ଚାରେ କଙ୍ଗନା

ନୂଆଦିଲ୍ଲୀ, ୧୨ା୧୧:ବିବାଦୀୟ ମନ୍ତବ୍ୟ ଦେଇ ଅନେକ ସମୟରେ ସମାଲୋଚନାର ଶିକାର ହେଉଥିବା ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରାଣାଓ୍ବତ ପୁଣି ଏକ ନୂଆ ବିବାଦ ସୃଷ୍ଟି କରିଛନ୍ତି। ୧୯୪୭ ମସିହାରେ ଦେଶ ପାଇଥିବା ସ୍ବାଧୀନତା ପ୍ରକୃତ ସ୍ବାଧୀନତା ନ ଥିଲା, ତାହା ଭିକ୍ଷାରେ ମିଳିଥିଲା ବୋଲି କହିବା ପରେ…
Read More...

ଦେଶରେ ଦୈନିକ ୩୪ ଛାତ୍ର ଆତ୍ମହତ୍ୟା କରନ୍ତି

ବେଙ୍ଗାଲୁରୁ, ୧୧।୧୧: ମହାମାରୀ ବର୍ଷ ୨୦୨୦ରେ ଭାରତରେ ୧୨,୫୦୦ରୁ ଅଧିକ ଛାତ୍ରୀଛାତ୍ର ଆତ୍ମହତ୍ୟା କରିଛନ୍ତି। ଅର୍ଥାତ୍‌ ଦେଶରେ ଦୈନିକ ହାରାହାରି ଛାତ୍ର ଆତ୍ମହତ୍ୟା ସଂଖ୍ୟା ୩୪ରୁ ଅଧିକ। ତଥ୍ୟ ଅନୁଯାୟୀ ୨୦୧୯ ତୁଳନାରେ ୨୦୨୦ରେ ଆତ୍ମହତ୍ୟା ହାର ୨୧ ପ୍ରତିଶତ ଅଧିକ ରହିଥିଲା। ୧୯୯୫ରୁ ୨୦୨୦…
Read More...

ଆଜିଠାରୁ ଧବଳେଶ୍ବର ପୀଠରେ ୧୪୪ ଧରା। ବିନା ଭକ୍ତରେ ହେବ ପଞ୍ଚୁକ

ଗୁରୁଡିଝାଟିଆ,୧୨/୧୧ :  ପ୍ରଭୁ ଧବଳେଶ୍ୱରଙ୍କ ପଞ୍ଚୁକ ଓ ବଡ ଓଷା ଯାତ୍ରା ଚଳିତବର୍ଷ ଭକ୍ତବିହୀନ ହେବ । ଏନେଇ ଗୁରୁବାର ସନ୍ଧ୍ୟାରେ ଆଠଗଡ ଉପଖଣ୍ଡ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ଗ୍ରହଣ କରାଯାଇଛି । ଆସନ୍ତାକାଲି ଅଁଳା ନବମୀ ଠାରୁ ୧୯ ତାରିଖ କାର୍ତ୍ତିକ ପୂର୍ଣ୍ଣିମା ପର୍ଯ୍ୟନ୍ତ ଧବଳେଶ୍ୱର…
Read More...

ଓଡିଶା ବନ୍ଦକୁ ନେଇ ହାଇକୋର୍ଟଙ୍କ କଡା ନିର୍ଦ୍ଦେଶ

କଟକ : ଶୁକ୍ରବାର ହେବାକୁ ଥିବା ଓଡିଶା ବନ୍ଦକୁ ନେଇ ଉଚ୍ଚ ନ୍ୟାୟାଳୟ କଡା ନିର୍ଦେଶ ଦେଇଛନ୍ତି । ଆନ୍ଦୋଳନକାରୀ ଜୋର ଜବରଦସ୍ତ ଦୋକାନ ବଜାର, ଗାଡି ଚଳାଚଳ ଆଦି ବନ୍ଦ କରିପାରିବେ ନାହିଁ । ସର୍ବୋଚ୍ଚ ନ୍ୟାୟାଳୟଙ୍କ ନିର୍ଦେଶକୁ କଡାକଡି ପାଳନ କରିବାକୁ ଉଚ୍ଚ ନ୍ୟାୟାଳୟ ନିର୍ଦେଶ ଦେଇଛନ୍ତି ।…
Read More...