banner
Breaking
Yearly Archives

2021

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସୁବିଧାରେ କୌଣସି କାମ ସମ୍ପନ୍ନ ହେବନାହିଁ। ପାରିବାରିକ ସମସ୍ୟାର ସରଳ ସମାଧାନ କ୍ଷେତ୍ରରେ ବନ୍ଧୁ ସାହାଯ୍ୟ କରିବେ। ଗୃହସୀମା କିମ୍ବା ଘରଭଡାକୁ କେନ୍ଦ୍ରକରି ବିତର୍କର ସମ୍ମୁଖୀନ ହୋଇପାରନ୍ତି। ପଦସ୍ଥ ବ୍ୟକ୍ତିଙ୍କ ସହାୟତାରେ ଶିଳ୍ପ, ବୃତ୍ତି, ବ୍ୟବସାୟ ଭଲରେ ଚାଲିବ।…
Read More...

ଜାନୁଆରୀ ୮ରୁ ଖୋଲିବ ସ୍କୁଲ। ମେ’ ୩ରୁ ଦଶମ ଶ୍ରେଣୀ ଓ ୧୫ରୁ ଦ୍ବାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା।

ଭୁବନେଶ୍ୱର,୨/୧(ଓଡ଼ିଆ ନ୍ୟୁଜ) : କୋଭିଡ୍‌ କଟକଣା ଯୋଗୁଁ ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ଥିବାବେଳେ ରାଜ୍ୟ ସରକାର ଆସନ୍ତା ୮ ତାରିଖରୁ ସ୍କୁଲ ଖୋଲିବାକୁ ଯାଉଛନ୍ତି। ତେବେ କେବଳ ଦଶମ ଓ ଦ୍ୱାଦଶ ଶ୍ରେଣୀରେ ପଢ଼ୁଥିବା ଛାତ୍ରଛାତ୍ରୀମାନେ ପାଠପଢ଼ିବାକୁ ଯିବେ। ମାଧ୍ୟମିକ ଶିକ୍ଷା ବୋର୍ଡ ଓ ଉଚ୍ଚ…
Read More...

ଦ୍ବିତୀୟ ଭାରତୀୟ ଟୀକାକୁ ମିଳିବ ମଞ୍ଜୁରୀ।

ନୂଆଦିଲ୍ଲୀ,୨/୧(ବ୍ୟୁରୋ) : ପ୍ରଥମ ଭାରତୀୟ ଟୀକାକୁ ମଞ୍ଜୁରୀ ମିଳିଥିବା ବେଳେ ଦେଶକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିପାରେ। ଶନିବାର ଦିନ ଜାତୀୟ ଔଷଧ ନିୟାମକର ବିଷୟ ବିଶେଷଜ୍ଞ କମିଟି (SEC) ଭାରତ ବାୟୋଟେକର କରୋନା ଟିକା ‘କୋଭାସିନ୍’ ଉପରେ ଏକ ବୈଠକ କରିବାକୁ ଯାଉଛି। ଏହି ବୈଠକରେ…
Read More...

ସମ୍ବଲପୁରରେ ଆଇଆଇଏମ ନୂତନ କ୍ୟାମ୍ପସର ଶିଳାନ୍ୟାସ କଲେ ପ୍ରଧାନମନ୍ତ୍ରୀ।

ସମ୍ବଲପୁର,୨/୧(ଓଡ଼ିଆ ନ୍ୟୁଜ) : ସମ୍ବଲପୁର ଆଇଆଇଏମ ସ୍ଥାୟୀ କ୍ୟାମ୍ପସର ଆଜି ଶିଳାନ୍ୟାସ ହୋଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭର୍ଚୁଆଲ ମାଧ୍ୟମରେ ସ୍ଥାୟୀ କ୍ୟାମ୍ପସର ଶିଳାନ୍ୟାସ କରିଛନ୍ତି । ଭର୍ଚୁଆଲ ମାଧ୍ୟମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେଡିର ଶିକ୍ଷାମନ୍ତ୍ରୀ ରମେଶ…
Read More...

୨୦୨୦ ପାଇଁ ଦେଶର ଶ୍ରେଷ୍ଠ ସା°ସଦ ହେଲେ ଅପରାଜିତା ଷଢ଼ଙ୍ଗୀ।

ଭୁବନେଶ୍ୱର,୨/୧(ଓଡ଼ିଆ ନ୍ୟୁଜ): ସାଂସଦ ଅପରାଜିତା ଷଡ଼ଙ୍ଗୀ ୨୦୨୦ ବର୍ଷ ପାଇଁ ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହୋଇଛନ୍ତି । ଏସିଆ ପୋଷ୍ଟ ଓ ଫେମ୍ ଇଣ୍ଡିଆ ପକ୍ଷରୁ ତାଙ୍କୁ ମନୋନୀତ କରାଯାଇଛି । ଦେଶର ଶ୍ରେଷ୍ଠ ସାଂସଦ ଭାବେ ମନୋନୀତ ହେବା ପରେ ଟ୍ୱିଟ୍ କରି ସମସ୍ତଙ୍କୁ କୃତଜ୍ଞତା…
Read More...

ପୁରୀରେ ହେବ ଆନ୍ତର୍ଜାତୀୟ ବିମାନ ବନ୍ଦର।

ଭୁବନେଶ୍ୱର,୨।୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ଜନପ୍ରିୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସଦାସର୍ବଦା ଓଡ଼ିଶାର ବିକାଶ ପାଇଁ ନୂତନ ପଦକ୍ଷେପମାନ ନେଇ ଆସୁଛନ୍ତି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କର ପବିତ୍ର ପୁରୀ ଧାମରେ ଅନ୍ତର୍ଜାତୀୟ ବିମାନବନ୍ଦର ସ୍ଥାପନ କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ ଅପ୍ରିୟ ସତ୍ୟ କଥା ବନ୍ଧୁଙ୍କ ମନରେ ଦୁଃଖ ଦେବ। ପରିବାର ସଦସ୍ୟଙ୍କ ପୁରାତନ ରୋଗ ଯୋଗୁ ମାନସିକ ସୁସ୍ଥତା ହରାଇପାରନ୍ତି। ନିଜ ପରିସରରେ ରହୁଥିବା ଲୋକମାନେ ଅସୁବିଧାରେ ପକାଇ ବିଫଳ ହେବେ। ଶିଳ୍ପ, ବାଣିଜ୍ୟ, ପରିବହନ, ନିର୍ମାଣ କ୍ଷେତ୍ରରେ ବ୍ୟସ୍ତତା ବୃଦ୍ଧି ପାଇବ।…
Read More...

ଏଣିକି ମସକଲରେ ମିଳିବ ଏଲପିଜି ଗ୍ୟାସ।

ଭୁବନେଶ୍ୱର, ୧।୧(ବ୍ୟୁରୋ): ଏଣିକି ଗୋଟିଏ ମିସ୍‌ କଲରେ ଏଲ୍‌ପିଜି ରିଫିଲିଂ ହେବ । ବୁକିଂ ହେଉ ଅବା ନୂଆ ପଞ୍ଜୀକରଣ ହୋଇପାରିବ। ଭିଡିଓ କନ୍‌ଫରେନ୍ସିଂ ମାଧ୍ୟମରେ ନୂଆ ସେବାର ଶୁଭାରମ୍ଭ କରିଛନ୍ତି କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଯେକୌଣସି ଗ୍ରାହକ ୮୪୫୪୯_୫୫୫୫୫ ନଂରେ…
Read More...

ନୂଆବର୍ଷରେ ଭାରତ ପାଇଁ ଖୁସି ଖବର। କୋଭିସିଲ୍ଡକୁ ମିଳିଲା ମଞ୍ଜୁରୀ।

ନୂଆଦିଲ୍ଲୀ,୧।୧- ନୂଆ ବର୍ଷରେ ଦେଶବାସୀଙ୍କୁ ମିଳିଛି ଖୁସି ଖବର। ଅକ୍ସଫୋର୍ଡ-ଆଷ୍ଟ୍ରାଜେନିକା ଦ୍ବାରା ପ୍ରସ୍ତୁତ ଭ୍ୟାକ୍‌ସିନ କୋଭିସିଲ୍ଡକୁ ମିଳିଛି ଜରୁରୀକାଳୀନ ବ୍ୟବହାର ଅନୁମତି। ସରକାରଙ୍କ ପକ୍ଷରୁ ନିଯୁକ୍ତ ବିଶେଷଜ୍ଞଙ୍କ ପ୍ୟାନେଲ ଶୁକ୍ରବାର ଏହି ଭ୍ୟାକ୍‌ସିନକୁ ଜରୁରୀକାଳିନ ଅନୁମତି…
Read More...

ଆଇଏଏସ ସ୍ତରରେ ଅଦଳବଦଳ। ବଦଳିଲେ କେନ୍ଦ୍ରାପଡା ଜିଲ୍ଲାପାଳ।

ଭୁବନେଶ୍ୱର,୧ା୧(ବ୍ୟୁରୋ): ରାଜ୍ୟ ସରକାର ନୂଆବର୍ଷ ଆରମ୍ଭରୁ ଆଇଏଏସ୍‌ ସ୍ତରରେ ଅଦଳବଦଳ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସ୍ବତନ୍ତ୍ର ସଚିବ ଭାବେ ଓଏମ୍‌ସି ଏମ୍‌ଡି ଥିବା ଆର୍‌.ଭିନିଲ କ୍ରିଷ୍ଣାଙ୍କୁ ନିଯୁକ୍ତି ଦିଆଯାଇଛି। ଏହା ସହିତ ତାଙ୍କୁ କ୍ରୀଡ଼ା ଓ ଯୁବ ବ୍ୟାପାର ବିଭାଗର ସ୍ବତନ୍ତ୍ର…
Read More...