banner
Breaking

ଦ୍ବିତୀୟ ଭାରତୀୟ ଟୀକାକୁ ମିଳିବ ମଞ୍ଜୁରୀ।

0

ନୂଆଦିଲ୍ଲୀ,୨/୧(ବ୍ୟୁରୋ) : ପ୍ରଥମ ଭାରତୀୟ ଟୀକାକୁ ମଞ୍ଜୁରୀ ମିଳିଥିବା ବେଳେ ଦେଶକୁ ଖୁବ୍ ଶୀଘ୍ର ଆଉ ଏକ କରୋନା ଟିକା ମିଳିପାରେ। ଶନିବାର ଦିନ ଜାତୀୟ ଔଷଧ ନିୟାମକର ବିଷୟ ବିଶେଷଜ୍ଞ କମିଟି (SEC) ଭାରତ ବାୟୋଟେକର କରୋନା ଟିକା ‘କୋଭାସିନ୍’ ଉପରେ ଏକ ବୈଠକ କରିବାକୁ ଯାଉଛି। ଏହି ବୈଠକରେ କରୋନା ଟିକା ପାଇଁ କମ୍ପାନୀର ଆବେଦନ ଉପରେ ବିଚାର କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.