banner
Breaking
Yearly Archives

2021

ଏଣିକି ୧୫ ଦିନରେ ମିଳିବ ଜାତିଗତ ପ୍ରମାଣପତ୍ର।

ଭୁବନେଶ୍ୱର, ୬।୪(ବ୍ୟୁରୋ)- ଜାତିଗତ, ଆବାସିକ, ଆୟ ଆଦି ବିଭିନ୍ନ ମିସ୍‌ଲାନିୟସ୍‌ ପ୍ରମାଣପତ୍ର ଯେପରି ଲୋକମାନଙ୍କୁ ଶୀଘ୍ର ମିଳିପାରିବ ସେନେଇ ରାଜ୍ୟ ସରକାର ମଙ୍ଗଳବାର ଏକ ପରିବର୍ତ୍ତିତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଜନକୈନ୍ଦ୍ରିକ ଏବଂ ପ୍ରଶାସନିକ ପ୍ରତିବଦ୍ଧତାକୁ ନିଶ୍ଚିତ କରିବା…
Read More...

କରୋନା କ୍ଷେତ୍ରରେ ଆସନ୍ତା ୪ ସପ୍ତାହ ଭାରତ ପାଇଁ ଗୁରୁତ୍ୱପୂର୍ଣ୍ଣ।

ନୂଆଦିଲ୍ଲୀ, ୬ା୪- ବିଭିନ୍ନ ରାଜ୍ୟରେ ମାଢ଼ି ଚାଲିଛି କରୋନା। ବର୍ତ୍ତମାନ ସ୍ଥିତି ଧିରେ ଧିରେ ଗମ୍ଭୀର ହେବାରେ ଲାଗିଛି। ଆସନ୍ତା ୪ ସପ୍ତାହ ଦେଶ ପାଇଁ ବେଶ୍‌ ଗୁରୁତ୍ୱପୂର୍ଣ୍ଣ ବୋଲି କେନ୍ଦ୍ର ପକ୍ଷରୁ ମଙ୍ଗଳବାର କୁହାଯାଇଛି। ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ଚିହ୍ନଟ ହୋଇଛନ୍ତି ନୂଆ ୯୭ ହଜାର…
Read More...

ମୋଦିଙ୍କ ଭାଷଣ ବେଳେ ଟଳି ପଡିଲେ ମହିଳା।

କୋଲକାତା,୬।୪: ପଶ୍ଚିମବଙ୍ଗ କୁଚବିହାରକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଙ୍ଗଳବାର ଗସ୍ତ କରିଛନ୍ତି। କୁଚବିହାରରେ ପହଞ୍ଚି ମୋଦି ସେଠାରେ ଆୟୋଜିତ ଏକ ଜନସଭାକୁ ସମ୍ଭୋଧିତ କରିଥିଲେ। ଏହି ସମୟରେ ସେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଟାର୍ଗେଟ କରିଥିଲେ। ମୋଦିଙ୍କ ଭାଷଣ ସମୟରେ ଭୀଷଣ…
Read More...

ଭୁବନେଶ୍ୱରରେ ଘରୋଇ ଶିକ୍ଷାନୁଷ୍ଠାନ ସିଲ୍।

ଭୁବନେଶ୍ୱର,୬।୪(ବ୍ୟୁରୋ): ଭୁବନେଶ୍ୱର ଏକ ଘରୋଇ ଶିକ୍ଷାନୁଷ୍ଠାନକୁ ମଙ୍ଗଳବାର ବିଏମ୍‌ସି ପକ୍ଷରୁ ସିଲ୍‌ କରାଯାଇଛି। କୋଭିଡ୍‌ କଟକଣା ଉଲ୍ଲଂଘନ ଅଭିଯୋଗରେ ଏହି ନିଷ୍ପତ୍ତି ନିଆଯାଇଥିବା ଜଣାପଡ଼ିଛି। ତେବେ ପୂର୍ବରୁ ଏହି ଶିକ୍ଷାନୁଷ୍ଠାନକୁ କାରଣ ଦର୍ଶାଅ ନୋଟିସ ଜାରି ହୋଇଥିଲା । ହେଲେ…
Read More...

ଜଗନ୍ନାଥଙ୍କ ଦର୍ଶନ ପାଇଁ ଲାଗିଲା କଟକଣା।

ପୁରୀ ,୬।୪: ରାଜ୍ୟରେ ଦିନକୁ ଦିନ କରୋନା ଚିନ୍ତା ବଢ଼ାଉଛି। ଏ ନେଇ ପୁରୀ ଶ୍ରୀମନ୍ଦିରରେ କଟକଣା କଡ଼ାକଡ଼ି କରାଯାଇଛି। ୧୨ ରାଜ୍ୟରୁ ଆସୁଥିବା ପର୍ଯ୍ୟଟକଙ୍କ ପାଇଁ କଟକଣା ଜାରି ହୋଇଛି। ଦର୍ଶନ ପୂର୍ବରୁ ୧୨ ରାଜ୍ୟର ପର୍ଯ୍ୟଟକଙ୍କ ଆରଟି-ପିସିଆର୍‌ ନେଗେଟିଭ ରିପୋର୍ଟ ବାଧ୍ୟତାମୂଳକ…
Read More...

ଭୂକମ୍ପରେ ଥରିଲା ଚାରୋଟି ରାଜ୍ୟ।

ନୂଆଦିଲ୍ଲୀ,୫।୪: ସୋମବାର ରାତି ପ୍ରାୟ ସାଢ଼େ ୮ଟାରେ ଭୂମିକମ୍ପରେ ଥରି ଉଠିଥିଲା ୪ଟି ରାଜ୍ୟ। ସିକିମ, ଆସାମ, ପଶ୍ଚିମବଙ୍ଗର କିଛି ଅଂଶ ଏବଂ ବିହାରରେ ଏହି ଭୂମିକମ୍ପ ଅନୁଭୂତ ହୋଇଛି। ସିକିମ୍‌ର ରାଜଧାନୀ ଗ୍ୟାଙ୍ଗଟକଠାରୁ ୨୫ କି.ମି ଦୂରରେ ରହିଥିଲା ଏହାର କେନ୍ଦ୍ର। ଏହାର ତୀବ୍ରତା ରିକ୍ଟର…
Read More...

ପ୍ରତିଶ୍ରୁତି ପତ୍ରିକା ପକ୍ଷରୁ ରାଜ୍ୟସ୍ତରୀୟ ବିଷୁବ ଆସର।

ଭୁବନେଶ୍ୱର ୫/୪(ଓଡ଼ିଆ ନ୍ୟୁଜ): ପ୍ରତିଶ୍ରୁତି (ନୂଆ ସକାଳର ସଂକଳ୍ପ) ପତ୍ରିକା ପକ୍ଷରୁ ରାଜ୍ୟସ୍ତରୀୟ ବିଷୁବ ସାହିତ୍ୟ ଆସର ରେଡକ୍ରସ ଭବନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଶିଷ୍ଟ କବି ତଥା ବୈଜ୍ଞାନିକ ଡକ୍ଟର ବିଜୟ କୁମାର ପାତ୍ରଙ୍କ ସଭାପତିତ୍ୱରେ…
Read More...

ଗୋଟିଏ ଗୋଡରେ ପଶ୍ଚିମବଙ୍ଗ, ଦୁଇ ଗୋଡରେ ଦିଲ୍ଲୀ ଜିତିବି : ମମତା

କୋଲକତା,୫।୪: ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନର ତୃତୀୟ ପର୍ଯ୍ୟାୟରେ ୩୧ଟି ଆସନରେ ମଙ୍ଗଳବାର ମତଦାନ ହେବ। ଭୋଟ ପୂର୍ବରୁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ବାମ ଗୋଡରେ ଆଘାତ ଲାଗିଥିଲେ ମଧ୍ୟ ଗୋଟିଏ ଗୋଡରେ ନିର୍ବାଚନ ପ୍ରଚାର କରି ୨୦୨୧ ବିଧାନସଭା ନିର୍ବାଚନ ଜିତିବା ନେଇ ନିଶ୍ଚିତ ଅଛନ୍ତି।…
Read More...

ସିଲ୍ ହେଲା କୋଚିଂ ସେଣ୍ଟର।

ଭୁବନେଶ୍ୱର,୫।୪(ବ୍ୟୁରୋ): ରାଜଧାନୀରେ କରୋନା ସଂକ୍ରମଣ ବଢ଼ି ଚାଲିଥିବା ବେଳେ କେତେକ ଘରୋଇ ଶିକ୍ଷାନୁଷ୍ଠାନ କୋଭିଡ୍‌ ନିୟମ ଉଲ୍ଲଂଘନ କରୁଥିବା ଯାଞ୍ଚ ବେଳେ ଜଣାପଡ଼ିଥିଲା। ତେବେ ବିଏମ୍‌ସି କମିଶନରଙ୍କ ନିର୍ଦ୍ଦେଶ ଅନୁଯାୟୀ ରାଜଧାନୀର ବିଭିନ୍ନ ଶିକ୍ଷାନୁଷ୍ଠାନରେ ଚଢ଼ାଉ କରାଯାଇଛି। ଜୋନାଲ…
Read More...

ଇନ୍‌ଫୋସିଟି ଛକରେ ଖୋଲିଲା ମିଡ୍‌ଟାଉନ୍‌ ବର୍ଣ୍ଣ ଜିମ ଟ୍ରେନିଂ ସେଣ୍ଟର

ଭୁବନେଶ୍ୱର,୪/୪(ଓଡ଼ିଆ ନ୍ୟୁଜ): ପଟିଆ ଇନ୍‌ଫୋସିଟି ଛକରେ ମିଡ୍‌ଟାଉନ୍‌ ବର୍ଣ୍ଣ ଟ୍ରେନିଂ ସେଣ୍ଟର ଉଦ୍‌ଘାଟିତ ହୋଇଯାଇଛି। ଉଦ୍‌ଘାଟନ ଉତ୍ସବରେ ପୂର୍ବତନ ଆୟକର କମିଶନର ଶରତ କୁମାର ଦାସ, ଲାୟନ୍ସ କ୍ଲବ ପୂର୍ବତନ ଗଭର୍ଣ୍ଣର ପ୍ରକାଶ ଜେନା, ବଲିଉଡ଼୍ ଓ ଓଲିଉଡ଼୍ ଶିଶୁ କଳାକାର ଲୋହିତାକ୍ଷ…
Read More...