banner
Breaking
Yearly Archives

2020

ରାଜ୍ୟରେ ପୁଣି ୧୬୭ ପଜିଟିଭ ଚିହ୍ନଟ ଓ ୧୨୫ ସୁସ୍ଥ।

ଭୁବନେଶ୍ୱର,୨୩/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୪୭୦କୁ ବୃଦ୍ଧି ପାଇଛି। ଆଜି ଚିହ୍ନଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୫୦ ଜଣ କ୍ବାରେଣ୍ଟାଇନ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ଆଉ ୧୭ ଜଣ ସ୍ଥାନୀୟ ଲୋକ…
Read More...

ଆଣ୍ଡାମାନରେ ହେବନି ରଥଯାତ୍ରା, ଛେରାପହଁରା ପାଇଁ ଯିବେନି ଓଡ଼ିଆ ମଠ ମହନ୍ତ

ଭୁବନେଶ୍ୱର,୨୨/୬(ଓଡ଼ିଆ ନ୍ୟୁଜ): ଆଣ୍ଡାମାନ ନିକୋବରର ପୋର୍ଟବ୍ଲେୟାର ଠାରେ ଶ୍ରୀ ଜଗନ୍ନାଥଙ୍କ ପ୍ରତିବର୍ଷ ରଥଯାତ୍ରା ଅନୁଷ୍ଠିତ ହୋଇଥାଏ । ତେବେ ଚଳିତ ବର୍ଷ କରୋନା କଟକଣା ପାଇଁ ରଥଯାତ୍ରା ହେବ ନାହିଁ । ସେହିପରି ଠାକୁରଙ୍କ ଯାତ୍ରା ପୂର୍ବରୁ ଓଡିଶାର ନିମପଡ଼ା ଠାକୁର ପାଟଣା ମଠର ମହନ୍ତ…
Read More...

ରାଜ୍ୟରେ ପୁଣି ୧୪୩ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୫୩୦୩ କୁ ବୃଦ୍ଧି।

ଭୁବନେଶ୍ୱର,୨୨ା୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୪୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା ୫୩୦୩ରେ ପହଞ୍ଚିଥିବା ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି। ସେଥିମଧ୍ୟରୁ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ୧୩୭…
Read More...

ଶୈଳଶ୍ରୀବିହାର-ଡମଣା ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ ପାଇଁ ଶୁଭଦେଲେ ବିଧାୟକ।

ଭୁବନେଶ୍ୱର,୨୨।୬(ଓଡ଼ିଆ ନ୍ୟୁଜ): ଶୈଳଶ୍ରୀବିହାର ଠାରୁ ଡମଣା ଛକ ପର୍ଯ୍ୟନ୍ତ ରାସ୍ତାର ସମ୍ପ୍ରସାରଣ ଓ ଉନ୍ନତି କରଣ କାର୍ଯ୍ୟର ଶୁଭ ଉଦଘାଟନ ଅନୁଷ୍ଠିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ ରାଉତ ନଡିଆ ବାଡେଇ ଉଦଘାଟନ କରିବା ସହିତ କହିଥିଲେ…
Read More...

ବିନା ଭକ୍ତ ରଥଯାତ୍ରାକୁ ହିନ୍ଦୁ ମହାସଭା ପକ୍ଷରୁ ସ୍ବାଗତ।

ଭୁବନେଶ୍ୱର,୨୨/୬(ଓଡ଼ିଆ ନ୍ୟୁଜ):ପୁରୀର ଐତିହାସିକ ରଥଯାତ୍ରା ଉପରେ ପୁନଃ ବିଚାର କରି ମାନ୍ୟବର ସୁପ୍ରିମକୋର୍ଟ ଏବର୍ଷ ବିନା ଭକ୍ତ ସମାଗମରେ ରଥଯାତ୍ରା ବିଧି ମୁତାବକ ହେବ ବୋଲି ନିଜ ଗୁରୁତ୍ବପୂର୍ଣ୍ଣ ରାୟରେ ପ୍ରକାଶ କରିଛନ୍ତି। ଓଡ଼ିଶାର ବିଶ୍ବ ପ୍ରସିଦ୍ଧ ରଥଯାତ୍ରା କେବଳ ପୁରୀରେ…
Read More...

କାଳିଆର ବିଚିତ୍ର ଲୀଳା। ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୨୨/୬(ଓଡ଼ିଆ ନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ଫଳରେ…
Read More...

ବଡଦାଣ୍ଡରେ ଗଡ଼ିବ ରଥ। ମାନ୍ୟବର ସୁପ୍ରିମକୋର୍ଟ

ରଥଯାତ୍ରା ନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ । ଅରୁଣ ମିଶ୍ରଙ୍କ ବେଞ୍ଚରେ ପକ୍ଷ ରଖିଲେ ସଲିସିଟର ଜେନେରାଲ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ ମାମଲା ଲଢୁଛନ୍ତି । କଟକଣାରେ ରଥଯାତ୍ରା କରାଯାଇପାରିବ । ଶହଶହ ବର୍ଷର ପରମ୍ପରାକୁ ବନ୍ଦ…
Read More...

ରଥଯାତ୍ରା ହେବା ପାଇଁ ପିଟିସନ ଦାଖଲ କଲେ ସରକାର।

ନୂଆଦିଲ୍ଲୀ,୨୨ ।୬: ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି…
Read More...

ସହୀଦ ଯବାନଙ୍କ ପିଲାମାନଙ୍କୁ ପାଠ ପଢାଇବେ ଅଚ୍ୟୁତ ସାମନ୍ତ।

ଭୁବନେଶ୍ବର,୨୦/୬(ଓଡ଼ିଆ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଲଦାଖର ଗାଲଓ୍ବାନା ଠାରେ ହୋଇଥିବା ସଂଘର୍ଷରେ ଆମ ଦେଶର ୨୦ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡିଶା ମାଟିର ଦୁଇ ଜଣ ବୀର ଯବାନ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ ବିଚାରଧାରା ଓ ନିଷ୍ପତ୍ତି ଠିକ୍‌ ରହି ନ ପାରେ ।  ପରିବାରରେ ସନ୍ତାନମାନଙ୍କ ଶିକ୍ଷା,ସ୍ବାସ୍ଥ୍ୟ ଓ ସମସ୍ୟା ବିଷୟ ନେଇ ମାନସିକ ସ୍ତରରେ ବିଚଳିତ ରହିବେ ।  ତଥାପି କର୍ମକ୍ଷେତ୍ରରେ ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ ।…
Read More...