banner
Breaking
Yearly Archives

2020

ରାଜ୍ୟରେ ପୁଣି ୨୮୨ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୫୭୫୨ କୁ ବୃଦ୍ଧି।

ଭୁବନେଶ୍ଵର,୨୪/୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୨୮୨ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫୭୫୨କୁ ବୃଦ୍ଧି ପାଇଛି। ନୂଆ ସଂକ୍ରମିତଙ୍କ ମଧ୍ୟରୁ ୨୫୬ ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ଚିହ୍ନଟ ହୋଇଥିବାବେଳେ ୨୬ ଜଣ ସ୍ଥାନୀୟ ଅଞ୍ଚଳର ବୋଲି ରାଜ୍ୟ…
Read More...

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ସପ୍ତାହ ବ୍ୟାପି ରକ୍ତଦାନ ଶିବିରର ଶୁଭାରମ୍ଭ।

ଭୁବନେଶ୍ୱର,୨୪/୬(ଓଡ଼ିଆ ନ୍ୟୁଜ): କରୋନା ମହାମାରୀ ସ୍ଥିତିରେ ରକ୍ତ ସଙ୍କଟ ଦୂର କରିବା ପାଇଁ ଛାତ୍ର ବିଜେଡ଼ିର ସପ୍ତାହବ୍ୟାପୀ "ଜୀବନବିଦୁ" କାର୍ଯ୍ଯକ୍ରମର ଶୁଭାରମ୍ଭ ହୋଇଯାଇଛି। ଵିଜୁ ଛାତ୍ର ଜନତା ଦଳ ର ସଭାପତି ଶ୍ରୀ ରାଣାପ୍ରତାପ ପାତ୍ରଙ୍କ ନେତୃତ୍ବରେ ଵିଜୁ ଜନତା ଦଳ ରାଜ୍ୟ…
Read More...

ପୂଜ୍ୟ ପୂଜା ସ°ସ୍କୃତି ପକ୍ଷରୁ ନବକୃଷ୍ଣ ଚୌଧୁରୀଙ୍କ ୩୬ ତମ ଶ୍ରାଦ୍ଧ ଦିବସ ପାଳିତ।

ଭୁବନେଶ୍ୱର,୨୪/୬(ଓଡ଼ିଆ ନ୍ୟୁଜ): ପୂଜ୍ୟ ପୂଜା ସଂସ୍କୃତି ସୁରକ୍ଷା ଅଭିଯାନ ଆନୁକୁଲ୍ୟରେ ରାଜର୍ଷୀ ନବକୃଷ୍ଣ ଚୌଧୁରୀଙ୍କ ପ୍ରତିମୂର୍ତ୍ତି ସ୍ଥଳରେ ତାଙ୍କର ୩୬ ତମ ଶ୍ରାଦ୍ଧ ଦିବସ ରେ ଶ୍ରଦ୍ଧାବଚନାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି। ପୂଜ୍ୟ ପୂଜା ସ°ସ୍କୃତିର ସଭାପତି ତଥା ଓଡ଼ିଆ…
Read More...

ସ୍ମାର୍ଟ ଅଟୋ ଆପ ଉଦଘାଟିତ।

ଭୁବନେଶ୍ୱର, ୨୩/୦୬(ଓଡ଼ିଆ ନ୍ୟୁଜ): ପବିତ୍ର ରଥଯାତ୍ରା ଅବସରରେ ରାଜଧାନୀ ଅଟୋ ମହାସଂଘ ପକ୍ଷରୁ ସ୍ମାର୍ଟ ଅଟୋରିକ୍ସା ଆପ୍ ଉଦ୍‌ଘାଟିତ ହୋଇଯାଇଛି । ରାଜଧାନୀବାସୀଙ୍କୁ ସୁବିଧା ଓ ସୁଲଭ ମୂଲ୍ୟରେ ଅଟୋସେବା ଯୋଗାଇବା ସହିତ ଭୁବନେଶ୍ୱରର ଗଳିକନ୍ଦିରେ ଏହି ସୁବିଧା ଉପଲବ୍‌ଧ ହେବ ବୋଲି ରାଜଧାନୀ…
Read More...

ସେବାୟଡଙ୍କୁ ମିଳିବ ପାଳିଆ ପୁରସ୍କାର-ମୁଖ୍ୟ ଶାସନ ସଚିବ

ଭୁବନେଶ୍ବର,୨୩/୬(ବ୍ୟୁରୋ): ପୁରୀ ଶ୍ରୀକ୍ଷେତ୍ରରେ ଶାନ୍ତିଶୃଙ୍ଖଳା ସହିତ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଘୋଷଯାତ୍ରା ସମ୍ପନ୍ନ ହୋଇଛି। ଏଥର ବିନା ଭକ୍ତରେ ଶ୍ରୀଜୀଉଙ୍କ ଘୋଷଯାତ୍ରା ଅନୁଷ୍ଠିତ ହୋଇଛି। ଅପରପକ୍ଷରେ ଶ୍ରୀଜୀଉଙ୍କ ତିନି ରଥକୁ ସେବାୟତମାନେ ଟାଣିଥିଲେ ଏବଂ ନିର୍ଦ୍ଧାରିତ ସମୟ…
Read More...

ଜଗତସିଂହପୁରରେ ଟିକ୍ ଟକ୍ କରି ନଦୀରେ ବୁଡିଗଲେ ଛାତ୍ରୀ।

ଜଗତସିଂହପୁର,୨୩/୬(ବ୍ୟୁରୋ): ଚୀନ୍ ମୋବାଇଲ୍ ଆପ୍ ଟିକ୍ ଟକ୍ ବ୍ୟବହାର ନ କରିବା ପାଇଁ ଅନେକ ଦାବି ହେଉଛି ତଥାପି ଯୁବପିଢ଼ି ଚେତୁ ନାହାନ୍ତି । ଟିକ୍ ଟକ୍ ଭିଡ଼ିଓ ସୁଟିଂ କରିବା ବେଳେ ଜଗତସିଂହପୁର ଜିଲାର ଜଣେ ଛାତ୍ରୀ ଆଜି ନଦୀକୁ ଖସି ପଡ଼ି ପ୍ରାଣ ହରାଇଛନ୍ତି । ଘଟଣାଟି ଘଟିଛି ମାଛଗାଁ…
Read More...

ଭୁବନେଶ୍ୱରରୁ ଆଜି ପୁଣି ୨ ଚିହ୍ନଟ ଓ ୫ ସୁସ୍ଥ।

ଭୁବନେଶ୍ୱର, ୨୩।୬(ବ୍ୟୁରୋ): ଭୁବନେଶ୍ୱରରୁ ମଙ୍ଗଳବାର ପୁଣି ୨ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ଜଣେ କ୍ୱାରାଣ୍ଟାଇନ୍‌ ସେଣ୍ଟରରୁ ଚିହ୍ନଟ ହୋଇଥିବା ବେଳେ ଅନ୍ୟ ଜଣେ ସ୍ଥାନୀୟ ଅଞ୍ଚଳର। କ୍ୱାରାଣ୍ଟାଇନରୁ ଚିହ୍ନଟ ବ୍ୟକ୍ତି ୩୯ ବର୍ଷୀୟ। ତାଙ୍କ ଘର ଜୟଦେବ ବିହାରରେ।…
Read More...

ପତଞ୍ଜଳି ବାହାର କଲା କରୋନା ଔଷଧ କରୋନିଲ୍

ହରିଦ୍ୱାର,୨୩।୬: ସାରା ବିଶ୍ୱରେ କରୋନା ମହାମାରୀ ବେଲଗାମ ହୋଇପଡ଼ିଛି। ସାରା ଦେଶର ବିଶେଷଜ୍ଞ ଏହାର ମୁକାବିଲା ପାଇଁ ଭ୍ୟାକସିନ୍‌ ଖୋଜିବାରେ ଲାଗିପଡ଼ିଛନ୍ତି। ଇତିମଧ୍ୟରେ ଯୋଗ ଗୁରୁ ରାମଦେବ ବାବାଙ୍କ କମ୍ପାନୀ ପ୍ରଥମ ଥର କରୋନା ପାଇଁ ଆୟୁର୍ବେଦିକ ଔଷଧ ପ୍ରସ୍ତୁତ କରିଛି ବୋଲି ଘୋଷଣା…
Read More...

ବିନାଭକ୍ତରେ ଗୁଣ୍ଡିଚା ମନ୍ଦିର ପାଖରେ ପହଞ୍ଚିଲେ ତିନିରଥ।

ଭୁବନେଶ୍ବର,୨୩/୪(ବ୍ୟୁରୋ): ଗୁଣ୍ଡିଚା ମନ୍ଦିରରେ ପହଞ୍ଚିଲା ତିନିଠାକୁରଙ୍କ ରଥ। ନିର୍ଦ୍ଧାରିତ ସମୟ ପୂର୍ବରୁ ତିନିଠାକୁରଙ୍କ ରଥ ଟଣା ଆରମ୍ଭ ହୋଇଥିଲା। ଅପରାହ୍ଣ ୫ଟା ପୂର୍ବରୁ ବଡ଼ ଠାକୁରଙ୍କ ତାଳଧ୍ବଜ, ଦେବୀ ସୁଭଦ୍ରାଙ୍କ ଦର୍ପଦଳନ ଏବଂ କାଳିଆ ସାଆନ୍ତଙ୍କ ନନ୍ଦିଘୋଷ ରଥ ପହଞ୍ଚିଥିଲା। ଆଜି…
Read More...

ଓଡିଶାବାସୀଙ୍କ ସହିତ ଟିଭି ପରଦାରେ ମହାପ୍ରଭୁଙ୍କୁ ଦର୍ଶନ କଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୩।୬(ବ୍ୟୁରୋ): ବିଶ୍ବପ୍ରସିଦ୍ଧ ରଥଯାତ୍ରା ଚଳିତ ବର୍ଷ ଇତିହାସରେ ଏକ ନୂଆ ଆଧ୍ୟାୟ ଜୋଡିଛି। କାରଣ ପ୍ରଥମ ଥର ପାଇଁ ବିନାଭକ୍ତରେ ମହାପ୍ରଭୁ ଶ୍ରୀଜଗନ୍ନାଥ ଭାଇଭଉଣୀଙ୍କୁ ଧରି ମାଉସୀ ମା’ ମନ୍ଦିର ଅଭିମୁଖେ ବାହାରିଛନ୍ତି। ମାନ୍ୟବର ସୁପ୍ରିମକୋର୍ଟଙ୍କ ରାୟ ଅନୁସାରେ ସମସ୍ତ…
Read More...