banner
Breaking
Yearly Archives

2020

ଶ୍ରମିକ ସ୍ପେଶାଲ ଟ୍ରେନ ଚାଲିବା ପାଇଁ ଧର୍ମେନ୍ଦ୍ରଙ୍କ ଚିଠି।

ଭୁବନେଶ୍ୱର: ଦେଶ ଅର୍ଥନୀତିର ପୁନରୁଦ୍ଧାର ତଥା ପ୍ରବାସୀ ଓଡିଆ ଲୋକଙ୍କ ଜୀବନଜୀବିକାକୁ ଦୃଷ୍ଟିରେ ରଖି ଓଡିଶାରୁ ଗୁଜୁରାଟ, କର୍ଣ୍ଣାଟକ ଏବଂ ମହାରାଷ୍ଟ୍ର ଭଳି ରାଜ୍ୟକୁ ପୁର୍ନବାର ‘ଶ୍ରମିକ ସ୍ପେଶାଲ ଟ୍ରେନ’ ଚାଲୁ କରିବା ପାଇଁ କେନ୍ଦ୍ର ରେଳମନ୍ତ୍ରୀ ପିୟୂଷ ଗୋଏଲଙ୍କୁ ପତ୍ର ଲେଖି ଅନୁରୋଧ…
Read More...

ମହିଳାଙ୍କ ଠାରୁ ୫ ଲକ୍ଷ ଲୁଟ।

ଭୁବନେଶ୍ୱର,୮/୮(ବ୍ୟୁରୋ): ଭୁବନେଶ୍ୱରର ଫୁଲନଖରା ନିକଟ ତ୍ରିନାଥ ବଜାର ଛକରୁ ମଙ୍ଗଳବାର ଦିନ ଦ୍ବିପ୍ରହରେ ଜଣେ ମହିଳାଙ୍କଠୁ ଦୁର୍ବୃତ୍ତମାନେ ୫ ଲକ୍ଷ ଟଙ୍କା ଲୁଟି ନେଇଛନ୍ତି। ମହିଳା ଜଣଙ୍କ ପାହାଳର ଏକ ବ୍ୟାଙ୍କରୁ ଟଙ୍କା ଉଠାଇ ଯାଉଥିବା ବେଳେ ଏଭଳି ଅଭାବନୀୟ ଘଟଣା ଘଟିଛି। ସୂଚନା…
Read More...

ସେପ୍ଟେମ୍ବର ୨୧ରୁ ଖୋଲିବ ସ୍କୁଲ। ଆସିଲା କେନ୍ଦ୍ର ଗାଇଡଲାଇନ୍।

ନୂଆଦିଲ୍ଲୀ,୮/୯(ବ୍ୟୁରୋ): ଆସନ୍ତା ସେପ୍ଟେମ୍ବର ୨୧ ତାରିଖରୁ ଖୋଲିବ ସ୍କୁଲ । ଏଥିପାଇଁ କେନ୍ଦ୍ର ସରକାର ଜାରି କରିଛନ୍ତି ମାର୍ଗଦର୍ଶିକା । କେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ମନ୍ତ୍ରଣାଳୟ ୯ମରୁ ଦ୍ବାଦଶ ଶ୍ରେଣୀ ପିଲାଙ୍କ ନିମନ୍ତେ ଆଂଶିକ ଭାବରେ ସ୍କୁଲ ଆରମ୍ଭ କରିବା ନିମନ୍ତେ ଏସଓପି ଜାରି…
Read More...

ସୀମାରେ ଉତେଜନା ସୃଷ୍ଟି କରୁଛି ଚୀନ।

ନୂଆଦିଲ୍ଲୀ: ସୀମାରେ ଚୀନ ପରିସ୍ଥିତିକୁ ଉତ୍ତେଜନାପୂର୍ଣ୍ଣ କରୁଛି । ଏହା ସତ୍ବେ ବାସ୍ତବ ନିୟନ୍ତ୍ରଣ ରେଖା (ଏଲଏସି)ରେ ଭାରତ ଉତ୍ତେଜନା ହ୍ରାସ କରିବା ସକାଶେ କୌଣସି ପ୍ରକାର ସଂଘର୍ଷ ସ୍ଥିତିକୁ ଏଡାଇବା ଲାଗି ତାର ପ୍ରତିବଦ୍ଧତା ପ୍ରତି ସଂପୂର୍ଣ୍ଣ ରୂପେ ବଚନବଦ୍ଧ ବୋଲି କହିଛି ପ୍ରତିରକ୍ଷା…
Read More...

ରାଜ୍ୟରେ ଆଜି ପୁଣି ୩୪୯୦ ପଜିଟିଭ ଚିହ୍ନଟ ଓ ୧୩ ମୃତ।

ଭୁବନେଶ୍ୱର,୮/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୪୯୦ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୦୯୪ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧,୩୯୬ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୩୧,୩୮୨କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଗତକାଲିଠାରୁ ପାରିବାରିକ ପରିସ୍ଥିତି ବିଗିଡି ଯାଇଥିବା କାରଣରୁ ଦ୍ୱନ୍ଦ୍ୱରେ ପଡି କୌଣସି ନୂତନ କାମ ଆରମ୍ଭ କରିପାରିବେ ନାହିଁ। କର୍ମକ୍ଷେତ୍ରରେ ମଧ୍ୟ ଭୁଲ୍‌ ବୁଝାମଣା ଯୋଗୁଁ ଅନ୍ୟମାନଙ୍କୁ ସନ୍ଦେହ ଚକ୍ଷୁରେ ଦେଖିପାରନ୍ତି। ଭ୍ରାତୃବର୍ଗ ଦ୍ୱାରା ପାଖ,ପଡୋଶୀଙ୍କ ସହ ଉପୁଜିଥିବା ସମସ୍ୟା…
Read More...

ବନ୍ୟା ବିପନ୍ନଙ୍କୁ ସହାୟତାର ହାତ ବଢାଇଲା ପାଇକ ମହାସଂଘ।

ଭୁବନେଶ୍ୱର,୬/୯(ଓଡ଼ିଆ ନ୍ୟୁଜ): ଇଂରେଜ ବିରୋଧି ଲଢେଇ ହେଉ ଅବା ଅନ୍ୟାୟ ବିରୁଦ୍ଧରେ ସ୍ୱର ଉତ୍ତୋଳନ ହେଉ କିମ୍ବା ଦୁଃଖ, ଦୁର୍ଦଶା, ଭୋକିଲା ମଣିଷଙ୍କ ନିକଟରେ ପାଇକ ମାନେ ସାହାଯ୍ୟ କରିବାକୁ ସେମାନଙ୍କର କର୍ତ୍ତବ୍ୟ ବୋଲି ମନେକରନ୍ତି । ଏହି ଅବସରରେ ପୁରୀ ଜିଲ୍ଲା କଣାସ ବ୍ଲକ୍‌ରେ ବନ୍ୟା…
Read More...

ବିଧାୟକଙ୍କ ଆରୋଗ୍ୟ କାମନା କରି ଦୀପ ଦାନ।

ଜଗତସିଂହପୁର ନିର୍ବାଚନ ମଣ୍ଡଳୀର ବିଧାୟକ ପ୍ରଶାନ୍ତ କୁମାର ମୁଦୁଲି କିଛିଦିନ ତଳେ କରୋନା ପଜିଟିଭ ଚିହ୍ନଟ ହୋଇଥିବାରୁ ବିଧାୟକଙ୍କ ଆଶୁ ଆରୋଗ୍ଯ କାମନା କରି ମନ୍ଦିରରେ ପ୍ରାର୍ଥନା କରାଯିବା ସହ ଦୀପ ଦାନ ଯାଇଛି। ଗଳଧାରୀ ଗ୍ରାମ ପଞ୍ଚାୟତରେ ଏରଡା ଗ୍ରାମର ନବଗ୍ରହ ମନ୍ଦିରରେ ସମସ୍ତେ…
Read More...

ରାଜ୍ୟରେ ଆଜି ପୁଣି ୩୮୬୧ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ୱର,୭/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୮୬୧ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୨,୨୭୮ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବାବେଳେ ୧,୫୮୩ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ରାଜ୍ୟରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୨୭,୮୯୨କୁ…
Read More...

ସଫଳ ଜୋଡିଙ୍କ ଅସଫଳ ପ୍ରେମ କାହାଣୀ।

ଭୁବନେଶ୍ୱର,୬/୯:- ସମ୍‍ଥିଙ୍ଗ ସମ୍‍ଥିଙ୍ଗ, ହାତ ଧରି ଚାଲୁଥା, ଗପ ହେଲେବି ସତ, ସୁନା ଚଢ଼େଇ ମୋ ରୁପା ଚଢ଼େଇ, କେହି ଜଣେ ଭଲ ଲାଗେରେ, ଗୋଟେ ଶୁଆ ଗୋଟେ ଶାରୀ, ଆମ ଭିତରେ କିଛି ଅଛି କି, ବାଳୁଙ୍ଗା ଟୋକା ପରି ଏକାଧିକ ସଫଳ ଚିତ୍ରର ସଫଳ ଯୋଡ଼ି ଅନୁଭବ-ବର୍ଷା ପ୍ରିୟଦର୍ଶିନୀ। ଏହି ଯୋଡ଼ିର ପ୍ରଥମ…
Read More...