banner
Breaking
Yearly Archives

2020

ବନ୍ଧୁକ ଦେଖାଇ ଲୁଟପାଟ।

ବଲାଙ୍ଗୀର,୧୪/୯(ବ୍ୟୁରୋ):ବଲାଙ୍ଗୀର ସହରେ ରବିବାର ବିଳମ୍ବିତ ରାତିରେ ଘଟିଛି ଅଘଟଣ। ୪ ଜଣ ଦୁର୍ବୃତ୍ତ ଗ୍ରହାକ ସାଜି ଦୋକାନୀକୁ ବନ୍ଧୁକ ଦେଖାଇ ସୁନା ଚେନ , ଟଙ୍କା ଓ ମୋବାଇ ଲୁଟି ନେଇଛନ୍ତି।ସୂଚନା ଅନୁଯାୟୀ,  ବଲାଙ୍ଗୀର ରେଲୱେ ଷ୍ଟେସନ ରାସ୍ତା ସମୟ ପ୍ରାୟ ରାତି ୯ଟା ସମୟରେ ଦୋକାନ ବନ୍ଦ…
Read More...

ଆଜିଠାରୁ ମୌସୁମୀ ଅଧିବେଶନ।

ନୂଆଦିଲ୍ଲୀ,୧୪/୯(ଵ୍ୟୁରୋ): ଆଜିଠୁ ସଂସଦର ମୌସୁମି ଅଧିବେଶନ ଆରମ୍ଭ ହେବ। ଅକ୍ଟୋବର ୧ ତାରିଖ ପର୍ଯ୍ୟନ୍ତ ଏହି ଅଧିବେଶନ ଚାଲିବ। କରୋନା କଟକଣା ମଧ୍ୟରେ ଭିନ୍ନ ରୂପରେ ବସୁଥିବା ଏହି ଅଧିବେଶନରେ କେନ୍ଦ୍ର ସରକାରଙ୍କ ୧୧ଟି ଅଧ୍ୟାଦେଶ ସମ୍ବନ୍ଧୀୟ ୨୩ଟି ନୂଆ ବିଧେୟକ ଆସିବ ବୋଲି ସୂଚନା…
Read More...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ,ହରିବଂଶଙ୍କୁ ସମର୍ଥନ କରିବ ବିଜେଡି।

ନୂଆଦିଲ୍ଲୀ,୧୪ ।୯(ବ୍ୟୁରୋ): ରାଜ୍ୟସଭା ଉପାଧ୍ୟକ୍ଷ ନିର୍ବାଚନ ପ୍ରସଙ୍ଗରେ ଜେଡିୟୁ ପ୍ରାର୍ଥୀ ହରିବଂଶ ନାରାୟଣ ସିଂଙ୍କୁ ସମର୍ଥନ କରିବ ବିଜେଡି । ହରିବଂଶଙ୍କୁ ସମର୍ଥନ ନେଇ ଆଜି ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଜି ସକାଳେ ଏନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ…
Read More...

ଧୂମପାନ,ମଦ୍ୟପାନ ଠାରୁ ଦୂରେଇ ରୁହ-ପ୍ରଧାନମନ୍ତ୍ରୀ । କଥାରେ ନୁହେଁ କାମରେ କରି ଦେଖାଅ-ପ୍ରହଲ୍ଲାଦ ସି°ହ

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ):ମହାମାରୀ କରୋନାକୁ ପ୍ରତିହତ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଧୂମପାନ, ମଦ୍ୟପାନ ନ କରିବାକୁ ଯେଉଁ ଆହ୍ୱାନ ଦେଇଛନ୍ତି ତାହାକୁ ଅନ୍ୟତମ ଗାନ୍ଧୀବାଦୀ ଚିନ୍ତକ ତଥା ଓଡ଼ିଶା ମଦମୁକ୍ତି ଅଭିଯାନର ଅନ୍ୟତମ ଉପଦେଷ୍ଟା ପ୍ରହଲାଦ କୁମାର ସିଂହ ସ୍ୱାଗତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ପ୍ରତ୍ୟୁଷଯାତ୍ରା ଲାଭଦାୟକ ହେବ। ବିବାଦୀୟ ଘଟଣା, ପ୍ରତିଯୋଗିତାମୂଳକ କାର୍ଯ୍ୟ ଓ ଆନୁଷ୍ଠାନିକ କାମରେ ସଫଳତା ମିଳିବ । ବହୁତ ଦିନରୁ ଭଲ ସମ୍ପର୍କ ଥିବା ବନ୍ଧୁଙ୍କ ସାନ୍ନିଧ୍ୟରୁ ଉପକୃତ ହେବେ । ଦୀର୍ଘଦିନର ସୁପରିକଳ୍ପିତ ନୂଆ ଯୋଜନାଟିଏ କରିବା ସକାଶେ ମନ ବଳାଇ କାମରେ ଲାଗି…
Read More...

ସାମାଜିକ ସହଭାଗିତାରେ ସପିଙ୍ଗ ମଲ ବ୍ୟବସାୟୀ ଓ ଅଭ୍ୟାଗତଙ୍କୁ ବିଏମସି କଲା ସାମିଲ ।

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ବିଏମସିର ଦକ୍ଷିଣ ପୂର୍ବ ମଣ୍ଡଳ ଅନ୍ତର୍ଗତ ଏସପ୍ଲାନେଡ଼ ମଲ ଠାରେ ଆଜି ବିଏମସି ତରଫରୁ ସଂପର୍କ ଅଭିଯାନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସମାଜର ସମସ୍ତ ବର୍ଗର ଲୋକଙ୍କ ସହଭାଗିତାରେ କୋଭିଡ ବିରୁଦ୍ଧ ଯୁଦ୍ଧରେ ସାମିଲ କରାଇବା ପରିପ୍ରେକ୍ଷୀରେ ଏହି…
Read More...

ସ୍ୱାମୀ ଅଗ୍ନିବେଶ ଥିଲେ ଜଣେ କ୍ରାନ୍ତିକାରୀ ସନ୍ନ୍ୟାସୀ। ରାଜ୍ୟସ୍ତରୀୟ ଶ୍ରଦ୍ଧାଞ୍ଜଳି ସଭା

ଭୁବନେଶ୍ୱର,୧୩/୯(ଓଡ଼ିଆ ନ୍ୟୁଜ): ବିଶିଷ୍ଟ ସାମାଜିକ କାର୍ଯ୍ୟକର୍ତ୍ତା, ଆର୍ଯ୍ୟସମାଜ ଆନ୍ଦୋଳନର ମୁଖ୍ୟ ପୃଷ୍ଠପୋଷକ, ସଂସ୍କାରବାଦୀ ସନ୍ନ୍ୟାସୀ ସ୍ୱାମୀ ଅଗ୍ନିବେଶଙ୍କ ଉଦ୍ଦେଶ୍ୟରେ ଆର୍ଯ୍ୟସମାଜ, ଓଡ଼ିଶା ପକ୍ଷରୁ ଏକ ଶ୍ରଦ୍ଧାଞ୍ଜଳି ସଭା ଜୁମ୍ ଭିଡ଼ିଓ ଆପ ଯୋଗେ ସଭାପତି ଆର୍ଯ୍ୟକୁମାର…
Read More...

ସୁସ୍ଥ ସମାଜ ଓ ବିକଶିତ ରାଷ୍ଟ୍ର ଗଠନ ପାଇଁ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ ଆୟୋଜିତ।

ରାଉରକେଲା,୧୩/୯(ଓଡ଼ିଆ ନ୍ୟୁଜ): ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଆହ୍ୱାନ କ୍ରମେ ରାଉରକେଲାର ଅଗ୍ରଣୀ କ୍ରୀଡା ଅନୁଷ୍ଠାନ ପାନପୋଷ କ୍ରୀଡା ସଂଘଟନ ଓ କ୍ରୀଡା ଉନୟନ କ୍ରିୟାନୁଷ୍ଠାନ କମିଟି ଦ୍ଵାରା ଏକ ଫିଟ ଇଣ୍ଡିଆ ଫ୍ରିଡ଼ମ ଦୌଡ଼ ଆୟୋଜିତ ହୋଇଯାଇଛି। ଆଜି ସ୍ଥାନୀୟ ସେକ୍ଟର-୧୪…
Read More...

ଅଭିନେତା ଅଜିତ ଦାସଙ୍କ ପରଲୋକ।

ଭୁବନେଶ୍ୱର,୧୩।୯(ଓଡ଼ିଆ ନ୍ୟୁଜ): ୨୦୨୦ କେବଳ ବଲିଉଡ୍‌ ପାଇଁ ନୁହେଁ ବରଂ ଓଲିଉଡ୍‌ ପାଇଁ କଳାବର୍ଷ କହିଲେ ଅତ୍ୟୁକ୍ତି ହେବ ନାହିଁ। କିଛି ଦିନ ପୂର୍ବରୁ ବର୍ଷୀୟାନ୍‌ ଅଭିନେତା ବିଜୟ ମହାନ୍ତିଙ୍କ ମୃତ୍ୟୁ ଘଟିଥିବା ବେଳେ ରବିବାର ଅଜିତ ଦାସ ପରପାରିକୁ ଚାଲିଯାଇଥିବା ସୂଚନା ମିଳିଛି। ଆଜି…
Read More...

ରାଜ୍ୟରେ ଆଜି ପୁଣି ୩୯୧୩ ପଜିଟିଭ ଚିହ୍ନଟ ଓ ୧୦ ମୃତ।

ଭୁବନେଶ୍ଵର,୧୩/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ୩୯୧୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୩୪୮ଜଣ ଚିହ୍ନଟ ହୋଇଥିବାବେଳେ ସ୍ଥାନୀୟ ଅଞ୍ଚଳରୁ ୧୫୬୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ…
Read More...