banner
Breaking
Yearly Archives

2020

ଓଡିଶା ନ୍ୟୁଜ ଟୁଡେର ମୁଖ୍ୟ ସମ୍ପାଦକଙ୍କୁ କରୋନା ମହାଯୋଦ୍ଧା ସମ୍ମାନ

ଭୁବନେଶ୍ୱର: ଓଡ଼ିଶାର ଅଗ୍ରଣୀ ଓ୍ବେବ ପୋର୍ଟାଲ ଓଡିଶା ନ୍ୟୁଜ ଟୁଡେର ମୁଖ୍ୟ ସମ୍ପାଦକ ରାଜୀବ ନୟନ ରଥଙ୍କୁ କରୋନା ମହାଯୋଦ୍ଧା ସମ୍ମାନ ପ୍ରଦାନ କରାଯାଇଛି। ସମଗ୍ର ବିଶ୍ୱ ବର୍ତ୍ତମାନ ପରିସ୍ଥିତିରେ କରୋନା ମହାମାରୀରେ ଲକ୍ଷାଧିକ ଲୋକେ ମୃତ୍ୟୁବରଣ କରିସାରିଲେଣି, ଯାହାର ସ୍ଥାୟୀ ଉପଚାର ଏ…
Read More...

ହରିବଂଶ ହେଲେ ରାଜ୍ୟସଭା ଉପାଧ୍ୟକ୍ଷ।

ନୂଆଦିଲ୍ଲୀ,୧୪।୯-ପୁଣି ଥରେ ଜେଡିୟୁର ହରିବଂଶ ନାରାୟଣ ସିଂ ରାଜ୍ୟସଭା ଉପାଧ୍ୟକ୍ଷ ଭାବେ ସୋମବାର ନିର୍ବାଚିତ ହୋଇଛନ୍ତି। ମୌଖିକ ଭୋଟରେ ହରିବଂଶ ନାରାୟଣଙ୍କୁ ନିର୍ବାଚିତ କରାଯାଇଛି। ହରିବଂଶ ସିଂହ ବିଧିବଦ୍ଧ ଭାବେ ରାଜ୍ୟସଭାର ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ରାଜ୍ୟସଭା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ ଅନ୍ୟମନସ୍କ ହେତୁକ କୌଣସି ଭୁଲ୍‌ କାମ କରି ଅନୁତପ୍ତ ହେବେ। ପୂର୍ବରୁ ସୂଚନା ଦେଇ ସନ୍ଧ୍ୟାରେ ଘରକୁ ନୂତନ ବନ୍ଧୁ କେହି ଆସିପାରନ୍ତି। ପାଖକୁ ଆସି ପାରି ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। କଚେରି ମାମଲାରେ ପ୍ରତିପକ୍ଷ ପ୍ରତିଶ୍ରୁତି ରକ୍ଷାକରି…
Read More...

ରାଜ୍ୟରେ ଘରୋଇ ହସ୍ପିଟାଲ ପାଇଁ ଜାରି ହେଲା ନୂଆ ଗାଇଡଲାଇନ।

ଭୁବନେଶ୍ଵର,୧୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟର ୫ ଟି ସହରାଞ୍ଚଳରେ ଥିବା ଘରୋଇ ହସ୍ପିଟାଲ ଗୁଡିକରେ କରୋନା ରୋଗୀଙ୍କ ଚିକିତ୍ସା ପାଇଁ ରାଜ୍ୟ ସରକାର ନୂଆ ନିୟମ ଜାରି କରିଛନ୍ତି । ରାଜ୍ୟର ୫ ମହାନଗର ନିଗମ ଭୁବନେଶ୍ୱର, କଟକ, ସମ୍ବଲପୁର, ବ୍ରହ୍ମପୁର ଓ ରାଉରକେଲାରେ ଥିବା ଘରୋଇ ହସ୍ପିଟାଲ ଗୁଡିକରେ…
Read More...

ଆଶୀର୍ବାଦ ବେହେରାଙ୍କୁ କ୍ଲିନ ଚିଟସ୍ ଦେଲେ ସୁପ୍ରିମକୋର୍ଟ।

ଭୁବନେଶ୍ବର,୧୪/୯(ଓଡ଼ିଆ ନ୍ୟୁଜ):ଓଡ଼ିଶା ଅଲମ୍ପିକ୍‌ସ ଆସୋସିଏସନ୍‌(ଓଏଏ)ର ପୂର୍ବତନ ସମ୍ପାଦକ ଆଶୀର୍ବାଦ ବେହେରାଙ୍କୁ କଟକ ବାରବାଟୀ ପ୍ୟାଲେସ୍‌ ମାମଲାରେ ସୁପ୍ରିମ୍‌କୋର୍ଟ କ୍ଲିନ୍‌ ଚିଟ୍​ସ ଦେଇଛନ୍ତି। ସୁପ୍ରିମ୍‌କୋର୍ଟରେ ଚାଲିଥିବା ମାମଲାରେ ସିବିଆଇର ଫାଇନାଲ୍‌ ଫର୍ମ ଦାଖଲ କରିଥିଲେ।…
Read More...

୨୯ରୁ ବିଧାନସଭା ଅଧିବେଶନ। ରବିବାରରେ ବି ଛୁଟି ନାହିଁ।

ଭୁବନେଶ୍ୱର,୧୪।୯(ଓଡ଼ିଆ ନ୍ୟୁଜ): ସେପ୍ଟେମ୍ବର ୨୯ରୁ ଆରମ୍ଭ ହେବ ବିଧାନସଭା ମୌସୁମୀ ଅଧିବେଶନ। ଏହି ଅଧିବେଶନ ଅକ୍ଟୋବର ୭ ପର୍ଯ୍ୟନ୍ତ ଚାଲିବ। ଏଥର ମୌସୁମୀ ଅଧିବେଶନରେ ମୋଟ ୮ଟି କାର୍ଯ୍ୟ ଦିବସ ରହିବ। ତେବେ ଅକ୍ଟୋବର ୪ ରବିବାର ଛୁଟି ଦିବସ ପଡୁଥିଲେ ମଧ୍ୟ ବିଧାନସଭା ଅଧିବେଶନ ବସିବ।…
Read More...

ଭୂକମ୍ପ ପୂର୍ବରୁ ସୂଚନା ଦେବ ମୋବାଇଲ।

ଭୂମିକମ୍ପ ଏପରି ଏକ ପ୍ରାକୃତିକ ବିପର୍ଯ୍ୟୟ ଯାହାକୁ ହଠାତ ପୂର୍ବାନୁମାନ କରିବା ସହଜ ନୁହେଁ। ଅବଶ୍ୟ କେଉଁ ଅଞ୍ଚଳରେ ଭୂମିକମ୍ପ ହେବ ତାହା ଏବେ ଆକଳନ କରାଯାଇ ପାରୁଛି। ହେଲେ ଏହା ସଂଘଟିତ ହେବାର ଠିକ ସମୟ ସମ୍ପର୍କରେ ସୂଚନା ଦେବା ଏ ପର୍ଯ୍ୟନ୍ତ ସମ୍ଭବ ହୋଇପାରିନାହିଁ। ଫଳରେ ଅନେକ ସମୟରେ…
Read More...

ଉଚ୍ଚ ନ୍ୟାୟାଳୟ ଦ୍ବାରସ୍ଥ ହେଲା ହକି ଗାଙ୍ଗପୁର।

ସୁନ୍ଦରଗଡ,୧୪/୯(ଓଡ଼ିଆ ନ୍ୟୁଜ):ଓଡ଼ିଶାର ନାମିଦାମୀ ହକି ଅଲମ୍ପିୟାଡ଼ ଓ ଆନ୍ତର୍ଜାତିୟ ଖେଳାଳୀଙ୍କୁ ନେଇ ୨୦୧୩ ମସିହାରେ ଗଠିତ ହୋଇଥିଲା ହକି ଗାଙ୍ଗପୁର ମୁଖ୍ୟ ଉଦେଶ୍ୟ ଥିଲା ହକିର ବିକାଶ ଓ ଅଧିକରୁ ଅଧିକ ହକି ଖେଳାଳୀ କିପରି ଜାତୀୟ ଓ ଆନ୍ତର୍ଜାତୀୟ ସ୍ତରରେ ହକି ଖେଳିପାରିବେ।ପ୍ରଥମେ…
Read More...

କରୋନା ଯୁଦ୍ଧରେ ହାରିଗଲେ ମହାଯୋଦ୍ଧା।

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): କରୋନା ଯୁଦ୍ଧରେ ଆଜି ହାରିଗଲେ ମୋହାଯୋଦ୍ଧା। ଭୁବନେଶ୍ୱରର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ କରୋନା ଯୁଦ୍ଧରେ ହାରିଯାଇଛନ୍ତି। କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଶିଶିର । ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ…
Read More...

ରାଜ୍ୟରେ ଆଜି ପୁଣି ୪୧୯୮ ପଜିଟିଭ ଚିହ୍ନଟ ଓ ୧୧ ମୃତ।

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଆଜି ପୁଣି ନୂଆ ୪୧୯୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୭୬ଜଣ ଚିହ୍ନଟ ହୋଇଥିଲାବେଳେ ୧୭୨୨ ଜଣ ସ୍ଥାନୀୟ ଅଞ୍ଚଳରୁ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧,୫୫,୦୦୫କୁ…
Read More...