banner
Breaking

କରୋନା ଯୁଦ୍ଧରେ ହାରିଗଲେ ମହାଯୋଦ୍ଧା।

0

ଭୁବନେଶ୍ୱର,୧୪/୯(ଓଡ଼ିଆ ନ୍ୟୁଜ): କରୋନା ଯୁଦ୍ଧରେ ଆଜି ହାରିଗଲେ ମୋହାଯୋଦ୍ଧା। ଭୁବନେଶ୍ୱରର ଖଣ୍ଡଗିରି ଥାନାରେ କାର୍ଯ୍ୟରତ ପୁଲିସ ଏଏସଆଇ ଶିଶିର କୁମାର ସେଠୀ କରୋନା ଯୁଦ୍ଧରେ ହାରିଯାଇଛନ୍ତି। କରୋନା ସଂକ୍ରମଣରେ ପ୍ରାଣ ହରାଇଛନ୍ତି ଶିଶିର । ସେ ଜଣେ ଭଲ ଅଫିସର ଥିଲେ। ସଦାସର୍ବଦା ନିଜ ଉଲ୍ଲେଖନୀୟ କାର୍ଯ୍ୟ ପାଇଁ ବେଶ୍‌ ଜଣାଶୁଣା ଥିଲେ । ଡ୍ୟୁଟି ସମୟରେ ନିଜ ଜୀବନକୁ ଉତ୍ସର୍ଗ କରିଥିଲେ। ଏନେଇ ଭୁବନେଶ୍ୱର ଡିସିପି ଟ୍ବିଟ୍‌ର ଜରିଆରେ ସୂଚନା ଦେଇଛନ୍ତି । ତାଙ୍କ ପରିବାର ସଦସ୍ୟ ଓ ୩ ଝିଅଙ୍କୁ କମିଶନରେଟ୍‌ ପୁଲିସ ପକ୍ଷରୁ ଆଶ୍ବାସନା ଦିଆଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.