banner
Breaking
Yearly Archives

2020

ସ୍ବାଭିମାନ ସହ ଚାଷୀ ବଞ୍ଚୁ ଓ ନୂଆ ଟେକ୍ନୋଲୋଜି ବ୍ୟବହାର କରୁ ଏବଂ ଚାଷୀ ବିକାଶର ସାରଥୀ ହେଉ-ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୨୦।୧(ଓଡ଼ିଆ ନ୍ୟୁଜ): ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡ଼ିଶା-୨୦୨୦’ ସୋମବାରଠାରୁ ଜନତା ମଇଦାନରେ ଆରମ୍ଭ ହୋଇଛି। ଏହାକୁ ଉନ୍ମୋଚନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ରାଜ୍ୟ ସରକାର ସବୁବେଳେ ଚାଷୀଙ୍କ ସହ ଅଛନ୍ତି। ନୂଆ କୃଷି ନୀତି ଚାଷୀ ବିକାଶର ଲକ୍ଷ୍ୟ । କୃଷିର…
Read More...

ତୃତୀୟ ଦିନିକିଆରେ ଅଷ୍ଟ୍ରେଲିଆକୁ ହରାଇ ସିରିଜ କବଜା କଲା ଭାରତ।

ବେଙ୍ଗାଲୁରୁ,୧୯।୧: ଅଷ୍ଟ୍ରେଲିଆ ବିପକ୍ଷ ୩ଟିକିଆ ଏକଦିବସୀୟ ସିରିଜର ଶେଷ ମ୍ୟାଚରେ ଭ୍ରମଣକାରୀ ଦଳକୁ ୭ ଉଇକେଟରେ ପରାସ୍ତ କରି ସିରିଜକୁ ୨-୧ କବଜା କରିଛି ଭାରତ। ରୋହିତ ଶର୍ମାଙ୍କ ଶତକ ଏବଂ ବିରାଟ କୋହଲି ଅର୍ଦ୍ଧଶତକ ବଳରେ ଭାରତ ଏହି ବିଜୟ ହାସଲ କରିଛି। ଭାରତ ପ୍ରଥମ ଦିନିକିଆ ହାରିଥିବା…
Read More...

ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ

ଭୁବନେଶ୍ୱର,୧୯/୧- ନିଖିଳ ଓଡିଶା ରାଜ୍ୟ ସ୍ୱାସ୍ଥ୍ୟବୀମା କର୍ମଚାରୀ ହିତାଧିକାରୀ ମହାସଂଘର ପ୍ରତିନିଧି ସମ୍ମିଳନୀ କିଟ୍ ବିଶ୍ୱବିଦ୍ୟାଳୟ ସଭାଗୃହରେ ଅନୁଷ୍ଠିତ ହୋଇଯାଇଛି । ମହାସଂଘର ଉପାଧ୍ୟକ୍ଷ ପବିତ୍ର ସାହୁଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ମିଳନୀରେ ମୁଖ୍ୟ ଅତିଥିଭାବେ ଭୁବନେଶ୍ୱରର…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ରମଙ୍ଗଳ ଯୋଗ ପ୍ରଭାବରୁ ଅର୍ଥନୈତିକ ଅଭିବୃଦ୍ଧି, ଗୃହଜମି ଲାଭ, ନୂତନ ବନ୍ଧୁ ସମ୍ପର୍କ ସୃଷ୍ଟି ହେବ । କର୍ମକ୍ଷେତ୍ର ଓ ପାରିବାରିକ ସ୍ଥିତି ନିୟନ୍ତ୍ରଣ ମଧ୍ୟରେ ରହିବା ସହ ଆମତ୍ୀୟଙ୍କ ସହୃଦୟତାରୁ ଖୁସି ରହିବେ। ବିତର୍କଜନିତ ପରିବାରରେ ଅର୍ଥ ସମ୍ପର୍କକୁ ନେଇ କିମ୍ବା…
Read More...

ନାଗେଶ୍ୱର ବସ୍ତିରେ ଶାଢୀ ଓ କମ୍ବଳ ବଣ୍ଟନ

ଭୁବନେଶ୍ୱର,୧୯/୦୧(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ସ୍ଥିତ ନାଗେଶ୍ୱର ବସ୍ତିରେ ମହିଳା ସ୍ୱୟଂସହାୟକ ଗୋଷ୍ଠୀକୁ ଶାଢୀ ଏବଂ ବୃଦ୍ଧ ବୃଦ୍ଧାଙ୍କୁ କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ୬ ନମ୍ବର ୱାର୍ଡର ସମାଜସେବୀ ମାନସ କୁମାର ଦାଶ ଓ ନାରୀ ନେତ୍ରୀ ମଧୁସ୍ମିତା ଦାଶଙ୍କ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରେ ଷଷ୍ଠାଧିପ ଯୁକ୍ତ ରବିଙ୍କ ଯୋଗୁ ସବୁ କଥାକୁ ଭଲରୂପେ ବିଚାର କରି କାମ କରିବା ଭଲ ହେବ। ସ୍ବାସ୍ଥ୍ୟରେ ସାମାନ୍ୟ ଉନ୍ନତି ପରିଲକ୍ଷିତ ହେଲେ ମଧ୍ୟ ଆତ୍ମୀୟଙ୍କ ଅନାଦର ଭାବ ମନକୁ ବ୍ୟଥିତ କରିବ। ଆଗାମୀ ଆନୁଷ୍ଠାନିକ କାମକୁ ଆଖି ଆଗରେ ରଖି ଘରକୁ ସଜାଡ଼ିବାରେ ସମୟ…
Read More...

୪ ଦିନିଆ ହରିଆଣା ଗ୍ରସ୍ତରେ ମହାମହିମ ରାଜ୍ୟପାଳ।

ଭୁବନେଶ୍ୱର, ୧୮ା୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ମହାମହିମ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ୪ ଦିନିଆ ହରିୟାଣା ଗସ୍ତରେ ଯାଇଛନ୍ତି। ସେଠାରେ ସେ ସିରସା ଜିଲ୍ଲାରେ ବିଭିନ୍ନ ଘରୋଇ ଓ ଧାର୍ମିକ କାର୍ଯ୍ୟକ୍ରମରେ ଯୋଗଦେବା ସହ ନିଜର କିଛି ପୁରୁଣା ବନ୍ଧୁଙ୍କୁ ମଧ୍ୟ ଭେଟିପାରନ୍ତି ବୋଲି ସୂଚନା…
Read More...

ପୁଣି ଲଜ୍ଜା। ୪ ବର୍ଷର ଝିଅ ସହିତ।

ପାରାଦୀପ, ୧୮ା୧(ଵ୍ୟୁରୋ): ପୁଣି ଏକ ଲଜ୍ଜା।ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ସେହିପରି ପାରାଦୀପ ଆଇଓସିଏଲ ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ପୁଣିଥରେ ସୁରକ୍ଷାରେ କଳଙ୍କ ଲାଗିଛି । ସେଠାରେ ଏକ ସାଢ଼େ…
Read More...

ସାବନା ଆଜମିଙ୍କ ଦୁର୍ଘଟଣା। କାରକୁ ପିଟିଲା ଟ୍ରକ।

ମୁମ୍ବାଇ,୧୮।୧: ବଲିଉଡ୍‌ ଅଭିନେତ୍ରୀ ସବାନା ଆଜମି ଏକ ଦୁର୍ଘଟଣାରେ ଆହତ ହୋଇଥିବା ସୂଚନା ମିଳିଛି। ମୁମ୍ବାଇ-ପୁନେ ଏକ୍ସପ୍ରେସଓ୍ବେର କାହଲପୁରଠାରେ ତାଙ୍କ କାର୍‌ ଦୁର୍ଘଟଣା ହେବା ସହ ସେ ଓ ତାଙ୍କ ଡ୍ରାଇଭର ଏଥିରେ ଆହତ ହୋଇଛନ୍ତି। ସେଥିରେ ତାଙ୍କ ସ୍ବାମୀ ଜାଭେଦ ଅଖତର ଥିଲେ ମଧ୍ୟ ସେ…
Read More...

ବନ୍ଦ ହେବନାହିଁ ସାଇବାବାଙ୍କ ମନ୍ଦିର।

ଶିରିଡି,୧୮।୧: ମହାରାଷ୍ଟ୍ରର ଶିରିଡିରେ ଥିବା ସାଇବାବାଙ୍କ ମନ୍ଦିର ରବିବାରଠାରୁ ବନ୍ଦ ହେବ ବୋଲି ଗଣମାଧ୍ୟମରେ ଖବର ପ୍ରକାଶ ପାଇବା ପରେ ଶ୍ରଦ୍ଧାଳୁଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଥିଲା। ଏବେ ଶିରିଡି ସାଇ ମନ୍ଦିରର ଚିଫ୍‌ ଏକ୍ଜିକ୍ୟୁଟିଭ ଅଫିସର ଦୀପକ ମୁଗଲିକର କହିଛନ୍ତି ଗଣମାଧ୍ୟମରେ…
Read More...