banner
Breaking

ପୁଣି ଲଜ୍ଜା। ୪ ବର୍ଷର ଝିଅ ସହିତ।

0

ପାରାଦୀପ, ୧୮ା୧(ଵ୍ୟୁରୋ): ପୁଣି ଏକ ଲଜ୍ଜା।ଦିନକୁ ଦିନ ରାଜ୍ୟ ହେଉ କିମ୍ବା ଦେଶ ଚାରିଆଡ଼େ ଦୁଷ୍କର୍ମ, ହତ୍ୟା ଭଳି ଜଘନ୍ୟ କାଣ୍ଡ ବଢ଼ିବାରେ ଲାଗିଛି । ସେହିପରି ପାରାଦୀପ ଆଇଓସିଏଲ ଅଞ୍ଚଳରେ ଏକ ଲଜ୍ଜାକାର ଘଟଣା ସାମ୍ନାକୁ ଆସିଛି । ପୁଣିଥରେ ସୁରକ୍ଷାରେ କଳଙ୍କ ଲାଗିଛି । ସେଠାରେ ଏକ ସାଢ଼େ ୪ବର୍ଷର ଶିଶୁକୁ ଦୁଷ୍କର୍ମ କରାଯାଇଥିବା ସୂଚନା ମିଳିଛି । ଦୁଷ୍କର୍ମ ଅଭିଯୋଗରେ ସିଆଇଏସଏଫ କନେଷ୍ଟବଳ ଏମ.କାଣ୍ଡାସ୍ୱାମୀଙ୍କୁ ଗିରଫ ଗିରଫ କରିଛି ଅଭୟଚାନ୍ଦପୁର ପୋଲିସ । ଏହାପରେ ପୋଲିସ ଏହି ଘଟଣାର ତଦନ୍ତ ଜାରି ରଖିଛି ।

Khansweb Solution Bhubaneswar

Leave A Reply

Your email address will not be published.