banner
Breaking
Yearly Archives

2020

ମହଙ୍ଗା ଭତ୍ତା ବୃଦ୍ଧିକଲେ ରାଜ୍ୟ ସରକାର।

ଭୁବନେଶ୍ୱର,୧୫।୨(ଓଡ଼ିଆ ନ୍ୟୁଜ): ରାଜ୍ୟ ସରକାର ଶୁକ୍ରବାର ୫% ମହଙ୍ଗା ଭତ୍ତା ବୃଦ୍ଧି କରିଛନ୍ତି। ଏହା ୨୦୨୦ ଜାନୁୟାରୀ ପହିଲାରୁ ପିଛିଲା ଭାବେ ଲାଗୁ ହେବା ନେଇ ଘୋଷଣା କରାଯାଇଛି। ପ୍ରକାଶ ଯେ, ଗୁୁରୁବାର ରାଜ୍ୟ ସରକାର ସରକାରୀ କର୍ମଚାରୀ ସପ୍ତମ ବେତନ କମିଶନ ବକେୟା ୧୦% ଦରମା ପାଇବା…
Read More...

ଆଜି କିସର ବଲାଙ୍ଗୀର ଶାଖା ଉଦଘାଟନ କରିବେ ମୁଖ୍ୟମନ୍ତ୍ରୀ।

ବଲାଙ୍ଗୀର,୧୫/୨ (ଓଡ଼ିଆ ନ୍ୟୁଜ): ଓଡ଼ିଶାର ୧୦ଟି ଜିଲାରେ କଳିଙ୍ଗ ଇନଷ୍ଟିଚ୍ୟୁଟ ଅଫ ସୋସିଆଲ ସାଇନସେସ (କିସ)ର ଶାଖା ଶେଷ ପର୍ଯ୍ୟାୟରେ ପହଞ୍ଚିଥିବା ବେଳେ ସେଥି ମଧ୍ୟରୁ ବଲାଙ୍ଗୀର ସଦର ମହକୁମାଠାରେ ମୋତିଲାଲ ଓସ୍ୱାଲ କିସ ଆବାସିକ ବିଦ୍ୟାଳୟର ନିର୍ମାଣ କାର୍ଯ୍ୟ ସଂପୂର୍ଣ୍ଣ ହୋଇଛି। ଚଳିତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜିର ବିବାଦୀୟ ପରିସ୍ଥିତିରେ ବନ୍ଧୁମାନଙ୍କ ସହାୟତାରେ ପରିସ୍ଥିତିକୁ ହାଲ୍‌କା କରିବାରେ ସମର୍ଥ ହେବେ । ଶିଳ୍ପ, ବ୍ୟବସାୟ ଓ ବାଣିଜ୍ୟରେ ପୂର୍ବରୁ ଲାଗିରହିଥିବା ସମସ୍ୟା ସକାଶେ ଚିନ୍ତା କରିବାକୁ ପଡ଼ିପାରେ । ଅତି ଭଲ ପାଉଥିବା ବନ୍ଧୁଟି ପ୍ରତି ନିର୍ଦ୍ଦୟ ହୁଅନ୍ତୁ ନାହିଁ , ବରଂ କିଛି…
Read More...

ଜୟ ଓଡିଶା ପକ୍ଷରୁ ମୋର ପ୍ରେମ କାହାଣୀ।

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ)" ପ୍ରେମ ଏକ ସୀମାହିନ ବନ୍ଧନ ଅଟେ " ଏହି ବାର୍ତ୍ତା କୁ ଓଡ଼ିଶା ର କୋଣ ଅନୁକୋଣ ରେ ପହଞ୍ଚାଇବା ର ଲକ୍ଷ୍ୟ ନେଇ, ଭ୍ୟାଲେଣ୍ଟାଇନ୍ ଡେ ଅବସରରେ ଜୟ ଓଡ଼ିଶା " ମୋର ପ୍ରେମ କାହାଣୀ " ନାମ ରେ ଏକ କାର୍ଯ୍ୟକ୍ରମ ର ଆୟୋଜନ କରିଛି। ଏହା ଓଡ଼ିଶା କିନ୍ନର କମ୍ୟୁନିଟି…
Read More...

ଅଟୋରୁ ପଡି ମହିଳା ଗୁରୁତର।

ଭୁବନେଶ୍ୱର,୧୪/୨(ଓଡ଼ିଆ ନ୍ୟୁଜ): ଆଚାର୍ଯ୍ୟ ବିହାରରୁ ସୈନିକ ସ୍କୁଲ ରାସ୍ତାରେ ଅଟୋରେ ଯାଉଥିବା ବେଳେ ଅଟୋରୁ ଖସିପଡି ଗୁରୁତର ଆହତ ହୋଇଛନ୍ତି ମହିଳା। ବର୍ତ୍ତମାନ ସୁଧା କ୍ୟାପିଟାଲ ହସ୍ପିଟାଲରେ ଚିକିତ୍ସାଧୀନ ଅଛନ୍ତି। ସୂଚନାଯୋଗ୍ୟ ଆଚାର୍ଯ୍ୟ ବିହାର ଛକରୁ ଏକ ପାସେଞ୍ଜର ଅଟୋରେ ଚଣ୍ଡିଖୋଲ…
Read More...

ରାଜ୍ୟପାଳଙ୍କ ଅଭିଭାଷଣ ପରେ ବିଧାନସଭା ମୁଲତବୀ।

ଭୁବନେଶ୍ୱର,୧୪।୨(ବ୍ୟୁରୋ): ଶୁକ୍ରବାର ଆରମ୍ଭ ହୋଇଛି ବିଧାନସଭା ବଜେଟ ଅଧିବେଶନ। ପ୍ରାରମ୍ଭରୁ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ସରକାରଙ୍କ ଲୋକଭୀମୁଖି ଯୋଜନା ସମ୍ବନ୍ଧରେ ଅଭିଭାଷଣ ରଖିବା ପରେ ଶୋକ ପ୍ରସ୍ତାବ ନେଇ ଆଲୋଚନା ହୋଇଥିଲା। ଏହି ସମୟରେ ଗୃହ ଅଫିସର ଗ୍ୟାଲେରିରେ ଜଣେ ମଧ୍ୟ ଅଫିସର…
Read More...

ନନ୍ଦିଘୋଷ ଟିଭି ଲୋକାର୍ପିତ।

ଭୁବନେଶ୍ୱର,୧୪।୨(ଓଡ଼ିଆ ନ୍ୟୁଜ): ମାନବିକତା ଉପରେ ଗଣମାଧ୍ୟମ ଅଧିକ ଗୁରୁତ୍ୱ ଦେବା ଆବଶ୍ୟକ। ବାଧ୍ୟବାଧକତା କି ଚାପରେ ନୁହେଁ, ବରଂ ସବୁ ଖବରକୁ ସମାନ ଢଙ୍ଗରେ ଦେଖିବା ହିଁ ଗଣମାଧ୍ୟମର ବଡ଼ ଧର୍ମ ହେବା ଉଚିତ। ଉତ୍କଳର ଐତିହ୍ୟକୁ ବିଶ୍ୱରେ ପ୍ରସାରିତ କରିବା ସହ ଗଣମାଧ୍ୟମ ସମାଜରେ ବୈପ୍ଲବିକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ସପ୍ତମ କେନ୍ଦ୍ରରେ ଚନ୍ଦ୍ର ଯୋଗୁ ଯେଉଁ କାମରେ ଯାତ୍ରା କରୁଛନ୍ତି ସେଥିରେ କିଛି ଅସୁବିଧା ହେବ ନାହିଁ। ପଡ଼ୋଶୀଙ୍କ ସହାୟତାରେ ଆଶା କରିଥିବା ଜିନିଷଟି ଆଜି ଅପରାହ୍ନେ ପାଇପାରନ୍ତି। ଆକସ୍ମିକ ଭାବରେ ବନ୍ଧୁଙ୍କ ସହ ମନୋମାଳିନ୍ୟଜନିତ ବିବାଦ ବଢ଼ିପାରେ। ଜିନିଷପତ୍ର ପ୍ରତି ସତର୍କ…
Read More...

ଓଡ଼ିଶାର ବିକାଶ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଲେ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଢଙ୍ଗୀ।

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ବୁଧବାର ସାକ୍ଷାତ୍‌ କରି ବାଲେଶ୍ୱରରେ ପ୍ରତିଷ୍ଠା ହେବାକୁ ଥିବା ସମ୍ପ୍ରସାରଣ କେନ୍ଦ୍ର ପାଇଁ ଜମି ଯୋଗାଇ ଦେବାକୁ ଅନୁରୋଧ କରିଛନ୍ତି। ଏନେଇ କେନ୍ଦ୍ରମନ୍ତ୍ରୀ ଏକ ଚିଠି ରାଜ୍ୟ ସରକାରଙ୍କ…
Read More...

ମୋ ସରକାରେ ସାମିଲ ହେଲା ପଞ୍ଚାୟତରାଜ ବିଭାଗ।

ଭୁବନେଶ୍ୱର,୧୩ା୨(ବ୍ୟୁରୋ): ବ୍ଲକ ଅଫିସ ଗ୍ରାମାଞ୍ଚଳରେ ବିଭିନ୍ନ ସେବା ଯୋଗାଇବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ। ମୋ ସରକାର କାର୍ଯ୍ୟକ୍ରମ ରାଜ୍ୟର ୮୩ ପ୍ରତିଶତ ଜନତାଙ୍କ ପାଇଁ ଶୁଭଙ୍କର ସାବ୍ୟସ୍ତ ହେବ ବୋଲି ଆଶା କରାଯାଉଛି। ତେଣୁ ପଞ୍ଚାୟତିରାଜ ଓ ପାନୀୟ ଜଳ ବିଭାଗକୁ…
Read More...