ଅଦିନିଆ ବର୍ଷା ନେଲା ୬ ଜୀବନ।
ଭୁବନେଶ୍ବର : ରାଜ୍ୟରେ ବିଭିନ୍ନ ସ୍ଥାନାରେ ବଜ୍ରାଘାତରେ ବୁଧାବାର ୬ ଜଣଙ୍କ ମୃତ୍ୟୁ ଘଟିଛି। ସୁନ୍ଦରଗଡ଼ ଜିଲା ଧରୁଆଡିହି ଗାଁରେ ୨ଜଣ ଯୁବକଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ଥିବା ଜଣାପଡ଼ିଛି। ସେମାନେ କେନ୍ଦୁପତ୍ର ତୋଳିବାକୁ ଯାଇ ବର୍ଷା ହେବାରୁ ଗଛମୂଳେ ଛିଡ଼ା ହୋଇଥିବା ସମୟରେ…
Read More...
Read More...