banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କର କର୍ମକ୍ଷେତ୍ରରେ ବାକ୍‌ଯୁଦ୍ଧ,କଥା କଟାକଟି ଜନିତ ମତାନ୍ତରର ଆଶଙ୍କା ରହିଛି । ଅବଶ୍ୟ ପରକ୍ଷଣରେ ଅନ୍ୟାନ୍ୟ ସହକର୍ମୀଙ୍କ ହସ୍ତକ୍ଷେପ ଫଳରେ ସମାଧାନ ହୋଇପାରେ । ଆନୁଷ୍ଠାନିକ କ୍ଷେତ୍ର ପାଇଁ କୈାଣସି ପ୍ରତିକୂଳ ପ୍ରଭାବ ପଡିବ ନାହିଁ । ସାମାଜିକ ସ୍ତରରେ ପାଖ ପଡୋଶୀ ମାନେ…
Read More...

କଲ୍ୟାଣପୁର ପଞ୍ଚାୟତରେ ଜୀବନବିନ୍ଦୁ କାର୍ଯ୍ୟକ୍ରମରେ ୩୦ ୟୁନିଟ ରକ୍ତ ସ°ଗୃହୀତ ।

ଭୁବନେଶ୍ୱର,୨୪ା୪(ଓଡ଼ିଆ ନ୍ୟୁଜ) : କରୋନା ଆତଙ୍କରେ ସମଗ୍ର ଦେଶ ଲକଡାଉନ୍ । ଲୋକଙ୍କ ଯାତାୟତ ଠପ୍ ହୋଇଯାଇଛି। ଯାହା ଫଳରେ ପ୍ରତି ହସ୍ପିଟାଲରେ ବର୍ତ୍ତମାନ ରକ୍ତର ଅଭାବ ଦେଖାଦେଇଛି। ଏହାକୁ ଭରଣା କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବିଜୁବାବୁଙ୍କ ୨୩ତମ ଶ୍ରାଦ୍ଧ ଦିବସରେ ସମସ୍ତ…
Read More...

ଓଡିଶାକୁ ଫେରିବାକୁ ଥିବା ଓଡ଼ିଆଙ୍କ ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା।

ଭୁବନେଶ୍ୱର,୨୪।୪(ଓଡ଼ିଆ ନ୍ୟୁଜ): ଦ୍ୱିତୀୟ ପର୍ଯ୍ୟାୟ ଲକ୍‌ଡାଉନ ମେ ୩ ରେ ସରିବ। ଲକ୍‌ଡାଉନ୍‌ ହଟିବା ପରେ ନିଜ ରାଜ୍ୟକୁ ଫେରିବେ ପ୍ରବାସୀ ଓଡ଼ିଆ। ଏନେଇ ଶୁକ୍ରବାରଠାରୁ ପଞ୍ଜୀକରଣ ଆରମ୍ଭ ହୋଇଛି। ଏଥିପାଇଁ ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ଫର୍ମ ଜାରି କରାଯାଇଛି। ଓଡ଼ିଶା ଫେରିଲେ ସେମାନଙ୍କ…
Read More...

ପ୍ରବାସୀ ଓଡିଆଙ୍କ ପାଇଁ ପଞ୍ଜିକରଣ ଆରମ୍ଭ।କିପରି କରିବେ ଜାଣନ୍ତୁ।

ଭୁବନେଶ୍ୱର,୨୪/୪(ଓଡ଼ିଆ ନ୍ୟୁଜ): ଓଡିଶା ସରକାରଙ୍କ ପକ୍ଷରୁ ଭାରତର ବିଭିନ୍ନ ରାଜ୍ୟରେ ରହୁଥିବା ଓଡ଼ିଆ ମାନଙ୍କୁ ଫେରାର ଆଣିବା ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି ଓଡିଶା ସରକାର। ଆଜିଠାରୁ ଆରମ୍ଭ ହୋଇଛି ପଞ୍ଜିକରଣ। ସୂଚନାଯୋଗ୍ୟ ମହାମାରୀ କରୋନା ପାଇଁ ସମଗ୍ର ଦେଶ ଲକ୍ ଡାଊନ ହୋଇ ରହିଛି ।…
Read More...

ଭଦ୍ରକରୁ ଆଉ ଚାରିଜଣ ଚିହ୍ନଟ। ମୋଟ ଆକ୍ରାନ୍ତଙ୍କ ସ°ଖ୍ୟା ୯୪

ଭୁବନେଶ୍ଵର,୨୪/୪(ଓଡ଼ିଆ ନ୍ୟୁଜ) : ରାଜ୍ୟରେ ଆଉ ୪ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହି ୪ ଜଣ ଭଦ୍ରକ ଜିଲାର ହୋଇଥିବା ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଏଥିସହ ଭଦ୍ରକରେ ଆକ୍ରାନ୍ତଙ୍କ ସଂଖ୍ୟା ୧୬ରେ ପହଞ୍ଚିଥିଲାବେବେଳ ରାଜ୍ୟରେ ରୋଗୀ ସଂଖ୍ୟା…
Read More...

ପଶ୍ଚିମବଙ୍ଗରେ ଫସିଥିବା ଭୋକିଲା ଶ୍ରମିକଙ୍କୁ ଖାଦ୍ୟ ଯୋଗାଇଲେ ବୈଜୟନ୍ତ ପଣ୍ଡା।

ଭୁବନେଶ୍ବର,୨୪/୪(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ଦରଦୀ ନେତା ତଥା ବିଜେପି ରାଷ୍ଟ୍ରୀୟ ଉପସଭାପତି ଶ୍ରୀଯୁକ୍ତ ବୈଜୟନ୍ତ ପଣ୍ଡାଙ୍କ ଉଦ୍ୟମରେ ପଶ୍ଚିମବଙ୍ଗର ଟିଟାଗଡ ଅଞ୍ଚଳରେ ଫସି ରହିଥିବା ୨ ହଜାର ପ୍ରବାସୀ ଓଡିଆ ଶ୍ରମିକଙ୍କ ପାଖରେ ଖାଦ୍ୟ ସାମଗ୍ରୀ ପହଞ୍ଚିଛି।ସୂଚନାଯୋଗ୍ୟ , କରୋନା ଲକ୍‌ଡାଉନ…
Read More...

ରାଜଧାନୀରୁ ମଦ ଜବତ।ବେପାରୀ ଗିରଫ

ଭୁବନେଶ୍ୱର,୨୪/୪(ବ୍ୟୁରୋ): କରୋନା ପାଇଁ ଲକ୍‌ ଡାଉନ୍‌ରେ ସମସ୍ତ ମଦ ଦୋକାନ ବନ୍ଦ ଥିବା ବେଳେ ରାଜଧାନୀରେ ଚାଲିଛି ଖୋଲାଖୋଲି ମଦ ବେପାର । ଭିନ୍ନ ଭିନ୍ନ ଉପାୟରେ ମଦବେପାରୀ ଚଳାଇଛନ୍ତି ବେଧଡ଼କ କାରବାର । ନୂଆପଲ୍ଲୀ ଥାନା ପୁଲିସ ଗତକାଲି ବିଳମ୍ବିତ ରାତିରେ ଆଇଆରସି ଭିଲେଜସ୍ଥିତ ଏକ ଘରେ ଚଢ଼ଉ…
Read More...

ରାସନକାର୍ଡ ନଥିବା ଲୋକଙ୍କୁ ବି ମିଳିବ କିରାସିନି।

ଭୁବନେଶ୍ୱର ୨୪/୪(ଓଡ଼ିଆ ନ୍ୟୁଜ): କରୋନା ଭୂତାଣୁ ମୁକାବିଲା ପାଇଁ ସାରା ଦେଶରେ ଲକ୍‌ଡାଉନ୍‌ ହୋଇଛି । ସବୁ ବର୍ଗର ଲୋକ ବିଭିନ୍ନ ସମସ୍ୟା ମଧ୍ୟରେ ଜୀବନ ଅତିବାହିତ କରୁଛନ୍ତି।ରାସନ କାର୍ଡଧାରୀ ମାନଙ୍କୁ କିରାସିନି ଯୋଗାଇ ଦିଆଯାଉଛି। ଏଭଳି ସମୟରେ ଅଣରାସନ୍‌ କାର୍ଡଧାରୀଙ୍କୁ ଘରୋଇ ବ୍ୟବହାର…
Read More...

ଟି ୨୦ ବିଶ୍ବକପ୍ ନେଇ ଅନିଶ୍ଚିତତା।

ଖ୍ରୀଷ୍ଟଚର୍ଚ୍ଚ,୨୩।୪ (ବ୍ୟୁରୋ): କୋଭିଡ୧୯ ସଂକ୍ରମଣ କାରଣରୁ ଅଷ୍ଟ୍ରେଲିଆରେ ଟି୨୦ ବିଶ୍ୱକପ୍‌ ଆୟୋଜନ ନେେଇ ଆଶଙ୍କା ପ୍ରକାଶ ପାଇଛି। ତେବେ ଏହି ମେଗା ଇଭେଣ୍ଟକୁ ସ୍ଥଗିତ ରଖିବା କିମ୍ବା ଘୁଞ୍ଚାଇବା ନେଇ ଆସନ୍ତା ଜୁଲାଇ ପୂର୍ବରୁ ନିଷ୍ପତ୍ତି ନେଇ ହେବନାହିଁ ବୋଲି ନ୍ୟୁଜିଲାଣ୍ଡ କ୍ରିକେଟ…
Read More...

ବାଲେଶ୍ବରରୁ ଆଉ ଦୁଇ ଚିହ୍ନଟ।ଆକ୍ରାନ୍ତଙ୍କ ସ°ଖ୍ୟା ୮୯ରେ ପହଞ୍ଚିଲା।

ଭୁବନେଶ୍ୱର, ୨୩।୪(ଓଡ଼ିଆ ନ୍ୟୁଜ): ରାଜ୍ୟରେ ଗୁରୁବାର ଅପରାହ୍ନରେ ଆଉ ୨ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଚିହ୍ନଟ ହୋଇଥିବା ଏହି ୨ ଜଣ ହେଲେ ବାଲେଶ୍ୱର ଜିଲାର। ତେବେ ଆକ୍ରାନ୍ତଙ୍କ ମଧ୍ୟରେ ଜଣେ ୫୫ ବର୍ଷର ମହିଳା ଓ ୩୬ ବର୍ଷର ପୁରୁଷ ଅଛନ୍ତି। ଉଭୟ ଆକ୍ରାନ୍ତ ଜଣେ ପୂର୍ବ ଆକ୍ରାନ୍ତଙ୍କ…
Read More...