banner
Breaking
Yearly Archives

2020

କଟକ ଏସିବିରେ କରୋନା।

କଟକ,୨୨/୫(ଓଡ଼ିଆ ନ୍ୟୁଜ) କଟକ ବଡ଼ ମେଡିକାଲ ସ୍ତ୍ରୀ ଓ ପ୍ରସୂତି ବିଭାଗରେ ଗୁରୁବାର ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସଙ୍ଗରୋଧ କେନ୍ଦ୍ରରୁ ଆସିଥିବା ଜଣେ କରୋନା ଆକ୍ରାନ୍ତ ମହିଳା ପ୍ରସବ କରିବା ପରେ ସ୍ତ୍ରୀ ଓ ପ୍ରସୂତି ରୋଗ ବିଭାଗରେ ଆତଙ୍କ ଖେଳିଯାଇଛି। ସମ୍ପୃକ୍ତ ମହିଳାଙ୍କ…
Read More...

ବାତ୍ୟା ସ୍ଥିତି ପରିଦର୍ଶନ ସହ ୧ ହଜାର କୋଟି ଆର୍ଥିକ ସହାୟତା ଘୋଷଣା କଲେ ମୋଦି।

କଲକାତା,୨୨/୫(ଓଡ଼ିଆ ନ୍ୟୁଜ) ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶୁକ୍ରବାର ଅଗ୍ରିମ ୧ ହଜାର କୋଟି ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି।ସୂଚନା ଅନୁସାରେ, ବାତ୍ୟାର ଦିନକ ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପଶ୍ଚିମବଙ୍ଗ ଗସ୍ତ କରି ଆକାଶମାର୍ଗରୁ ବାତ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ…
Read More...

ରାଜ୍ୟରେ ପୁଣି ୮୬ ପଜିଟିଭ୍। ଆକ୍ରାନ୍ତଙ୍କ ସ°ଖ୍ୟା ୧୧୮୯ କୁ ବୃଦ୍ଧି।

ଭୁବନେଶ୍ୱର,୨୨/୫ (ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୮୬ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୮୯ କୁ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ମିଳିଛି ।ଏମାନଙ୍କ ଭିତରୁ ୮୦ଜଣ ସଂଗରୋଧରେ…
Read More...

ମାଟ୍ରିକ ଖାତାଦେଖା ୨୬ ରୁ, ଜୁଲାଇରେ ଫଳ ପ୍ରକାଶ-ମନ୍ତ୍ରୀ

ଭୁବନେଶ୍ବର ,୨୧/୫(ଓଡ଼ିଆ ନ୍ୟୁଜ): ମାଟ୍ରିକ ଖାତା ଦେଖାନେଇ ଗୁରୁବାର ରାଜ୍ୟସରକାରଙ୍କ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ଖାତାଦେଖା ପ୍ରକ୍ରିୟାରେ ହାଇକୋର୍ଟଙ୍କ ନିର୍ଦ୍ଦେଶ ଅନୁପାଳନ କରାଯିବ। ମେ ୨୬ରୁ ମାଟ୍ରିକ ଖାତା ମୂଲ୍ୟାୟନ ଆରମ୍ଭ ହେବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା…
Read More...

ଜୁନ ୧ ରୂ ଚାଲିବ ଯାତ୍ରୀବାହୀ ଟ୍ରେନ। କଣ ରହିଛି ନିୟମ ଜାଣନ୍ତୁ।

ନୂଆଦିଲ୍ଲୀ,୨୧/୫(ବ୍ୟୁରୋ)  ଜୁନ ୧ ଠାରୁ ପୁଣିଥରେ ଆଂଶିକ ଭାବେ ଆରମ୍ଭ ହେବ ଭାରତୀୟ ରେଳବାଇର ଯାତ୍ରୀବାହୀ ରେଳ ସେବା । ଭାରତୀୟ ରେଳବାଇ ୨୦୦ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ କରିବ । ଏହି ଟ୍ରେନଗୁଡ଼ିକ ୧/୬/୨୦୨୦ରୁ ଚଳାଚଳ କରିବ ଏବଂ ଏଥିପାଇଁ ଗୁରୁବାରଠାରୁ  ଟିକେଟ ବୁକିଂ ଆରମ୍ଭ କରାଯିବ…
Read More...

ଅମ୍ଫନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ତୁରନ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବର,୨୧/୫(ଓଡ଼ିଆ ନ୍ୟୁଜ): ସାମୁଦ୍ରିକ ଝଡ଼ ଅମ୍ପନ ପ୍ରଭାବରେ ରାଜ୍ୟର ୪ଟି ଜିଲା ବିଶେଷ ପ୍ରଭାବିତ ହୋଇଛି । ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆକାଶମାର୍ଗରୁ ପ୍ରଭାବିତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲାର…
Read More...

ରାଜ୍ୟରେ ପୁଣି ୫୧ ପଜିଟିଭ୍। ଆଉ ଗୋଟିଏ ମୁଣ୍ଡ ନେଲା କରୋନା।

ଭୁବନେଶ୍ୱର,୨୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୫୧ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ନୟାଗଡ଼ରୁ ୧୧,କଳାହାଣ୍ଡି,୧୧,କଟକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ପରିବାରରେ ଅଶାନ୍ତ ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି।…
Read More...

ବାତ୍ୟା ଅମ୍ଫାନରେ ଲୋକଙ୍କ ସହିତ ରହିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ।

ଭୁବନେଶ୍ବର, ୨୦/୫(ଓଡ଼ିଆ ନ୍ୟୁଜ) ବାତ୍ୟା ଅମ୍ଫାନ ପ୍ରଭାବରେ ଭୁବନେଶ୍ୱରରେ ୧୯ ତାରିଖ ରାତିରୁ ବର୍ଷା ପବନ ଆରମ୍ଭ ହୋଇ ୨୦ ତାରିଖ ଦିନ ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା।ଏହାର ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଗଛ ଭାଙ୍ଗିବା ସହିତ ଛୋଟୋମୋଟ କ୍ଷେୟକ୍ଷତି ହୋଇଛି। ଯାହାର ଆକଳନ…
Read More...

ଲୋକଙ୍କ ଦୁଃଖରେ ନିଜକୁ ସାମିଲ କଲେ ଯୁବନେତା

ଜଗତସିଂହପୁର,୨୦/୫(ଓଡ଼ିଆ ନ୍ୟୁଜ) : ବାତ୍ୟା ଅମ୍ଫାନର ପ୍ରଭାବ ସରିବା ପୂର୍ବରୁ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏହି ଅସମୟ ରେ ଲୋକଙ୍କ ପାଖରେ ପହଞ୍ଚିଲେ ଯୁବ ନେତା ତଥା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର…
Read More...