banner
Breaking

ଲୋକଙ୍କ ଦୁଃଖରେ ନିଜକୁ ସାମିଲ କଲେ ଯୁବନେତା

0

ଜଗତସିଂହପୁର,୨୦/୫(ଓଡ଼ିଆ ନ୍ୟୁଜ) : ବାତ୍ୟା ଅମ୍ଫାନର ପ୍ରଭାବ ସରିବା ପୂର୍ବରୁ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏହି ଅସମୟ ରେ ଲୋକଙ୍କ ପାଖରେ ପହଞ୍ଚିଲେ ଯୁବ ନେତା ତଥା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର କାର୍ଯ୍ୟକାରୀ ସଭାପତି ଇ° ସମିତ କୁମାର ଲେଙ୍କା। ଜଗତସିଂହପୁର ନଗର ବିଜେଡ଼ି ସଭାପତି ପ୍ରିୟବ୍ରତ ମହାପାତ୍ର ,ପୂର୍ବତନ ପୌରପାଳିକା ଅଧ୍ୟକ୍ଷ ମଧୁସୂଦନ ସାହୁ ପ୍ରମୁଖ ।


ସେ ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀ ରେ ରହୁଥିବା ଲୋକଙ୍କ ସୁବିଧା ଅସୁବିଧା ପଚାରି ବୁଝିଥିଲେ ତା ସହିତ ବିଭିନ୍ନ ସ୍ଥାନରେ ବର୍ଷା ପବନ ଯୋଗୁଁ ଗଛ ପଡି ରାସ୍ତା ଅବରୋଧ ହୋଇଥିଲା ସଙ୍ଗେ ସଙ୍ଗେ ଦମକଳ ବାହିନୀଙ୍କ ସହ ଯୋଗାଯୋଗ କରି ଏହାକୁ ପରିଷ୍କାର ପାଇଁ କଥା ହୋଇଥିଲେ।

Khansweb Solution Bhubaneswar

Leave A Reply

Your email address will not be published.