banner
Breaking
Yearly Archives

2020

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣଙ୍କର ଯାତ୍ରା ପ୍ରୀତିପ୍ରଦ ରହିବା ସଙ୍ଗକୁ ଲକ୍ଷ୍ୟ ମଧ୍ୟ ପୂରଣ ହୋଇଯିବ। ଗତକାଲିଠାରୁ ଆପଣ ଯାହା ଆଶା କରୁଥିଲେ ଆଜି ତାହା ସହଜ ଓ ସୁବିଧାରେ ପାଇଯିବେ। ସଭାସମିତି କ୍ଷେତ୍ରରେ ସୁନାମ ଅର୍ଜନ କରିପାରିବେ। କିନ୍ତୁ ସାମୟିକ ପ୍ରତିବନ୍ଧକ କାରଣରୁ ବାଣିଜ୍ୟ ଓ ନିର୍ମାଣ ତଥା ପରିବହନ…
Read More...

ଜଗତସିଂହପୁର ଜିଲ୍ଲା ପାଇଁ ଖୁସି ଖବର।

ଜଗତସିଂହପୁର,୪।୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ଦଶ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । କିମିସ୍ ରୁ ଆଜି ସେମାନଙ୍କୁ ଡିସଚାର୍ଜ କରାଯାଇଛି। ଜିଲ୍ଲାରେ ସର୍ବମୋଟ ୮୬ ଜଣ କରୋନା ଆକ୍ରାନ୍ତ ଥିଲେ। ସେଥିମଧ୍ୟରୁ ୪୧ ଜଣ ସୁସ୍ଥ ହୋଇଛନ୍ତି ୪୫ଜଣ ସକ୍ରିୟ ରୋଗୀ ଅଛନ୍ତି ।ବିଗତ…
Read More...

ଚନ୍ଦ୍ରଶେଖରପୁରରେ ସିଲ୍ ହେଲା କଲ୍ ସେଣ୍ଟର ଅଫିସ।

ଭୁବନେଶ୍ୱର, ୪।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚନ୍ଦ୍ରଶେଖରପୁର ଅଞ୍ଚଳରେ ଥିବା ଏକ କଲ ସେଣ୍ଟରକୁ ବିଏମସି ତରଫରୁ ସିଲ୍ କରାଯାଇଛି। ଭୁବନେଶ୍ୱରରୁ ଆଜି ଚିହ୍ନଟ ହୋଇଥିବା ୪ ଆକ୍ରାନ୍ତଙ୍କ ମଧ୍ୟରୁ ଜଣଙ୍କର କଣ୍ଟ୍ରାକ୍ଟ ଷ୍ଟ୍ରେଚି° ଆଧାରରେ ସ°କ୍ରମଣକୁ ଦୃଷ୍ଟିରେ ରଖି ଏହାକୁ ସିଲ୍ କରାଯାଇଛି…
Read More...

ରାଜ୍ୟରେ ପୁଣି ୯୦ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୪୭୮ କୁ ବୃଦ୍ଧି।

ଭୁବନେଶ୍ୱର,୪।୬-(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୯୦ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୪୭୮କୁ ବୃଦ୍ଧି ପାଇଛି। ଏହି ୯୦ଙ୍କ ମଧ୍ୟରୁ ୭୯ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୧୧ଜଣ ସ୍ଥାନୀୟ ଲୋକ ଅଛନ୍ତି । ମୋଟ ଆକ୍ରାନ୍ତଙ୍କ ମଧ୍ୟରୁ ୧୦୫୩ ଜଣ…
Read More...

କରୋନା ପଞ୍ଝାରେ ୩୦ ଜିଲ୍ଲା। ୮ଟି ଜିଲ୍ଲାରେ ୧୦୦ରୁ ଉର୍ଦ୍ଧ୍ବ ଆକ୍ରାନ୍ତ।

ଭୁବନେଶ୍ବର,୪।୬(ଓଡ଼ିଆ ନ୍ୟୁଜ) : ଓଡ଼ିଶାର ସମସ୍ତ ୩୦ଟି ଜିଲ୍ଲା ଏବେ କରୋନା ପଞ୍ଝାରେ କବଳିତ ହୋଇଛି। ବୁଧବାର ରାୟଗଡ଼ା ଜିଲ୍ଲାରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହେବାପରେ ରାଜ୍ୟର ସମସ୍ତ ଜିଲ୍ଲାରେ କରୋନାର ପ୍ରଭାବ ଦେଖିବାକୁ ମିଳିଛି।​​‌ ଗଞ୍ଜାମରେ ସର୍ବାଧିକ ୪୯୯ ଜଣ କରୋନା ଆକ୍ରାନ୍ତ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆପଣ ଯେଉଁ କାମ ଆଜି ଆରମ୍ଭ କରିବେ ସେଥିରେ ନିଶ୍ଚିତ ସଫଳତା ପାଇବେ । ଦୂରଯାତ୍ରା, ବାଣିଜ୍ୟ, ବ୍ୟବସାୟ, ପରିବହନରେ ପ୍ରତିବନ୍ଧକ କ୍ରମଶଃ ଦୂରେଇବାରେ ଲାଗିବ । ରାଜନୀତିରେ ଲୋକ ସମର୍ଥନ ଅବ୍ୟାହତ ରହିବା ଯୋଗୁ ଆଗେଇଯିବେ । ପିଲାମାନଙ୍କ ଉଚ୍ଚ ଶିକ୍ଷା ସକାଶେ ଦ୍ୱନ୍ଦ୍ୱାତ୍ମକ ସ୍ଥିତି…
Read More...

ବଦଳିଲା ପାର୍କ ଖୋଲିବା ସମୟ। ୬୦ ରୁ ଉର୍ଦ୍ଧ୍ବଙ୍କୁ ପାର୍କ ମନା।

ଭୁବନେଶ୍ଵର : ଭୁବନେଶ୍ଵର ମହାନଗର ନିଗମ ଆଜି ରାଜଧାନୀରେ ଥିବା ସମସ୍ତ ପାର୍କର ସମୟରେ ପରିବର୍ତ୍ତନ କରିଛନ୍ତି । ରାଜ୍ୟ ସରକାରଙ୍କ ୫.୦ ଲକ୍ ଡାଉନ ନିୟମ ଅଧିନରେ ବିଏମସି ପକ୍ଷରୁ ନୂଆ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଣିକି ସକାଳ ୫ଟାରୁ ୧୦ଟା ଏବଂ ଅପରାହଣ ୪ଟାରୁ ସନ୍ଧ୍ୟା ୬ଟା ପର୍ଯ୍ୟନ୍ତ…
Read More...

ସାଇବର ଠକେଇର ଶୀକାର ହେଲେ ଇଞ୍ଜିନିୟର। ମଦ ପାଇଁ ଚାଲିଗଲା ୮୦ ହଜାର।

ଭୁବନେଶ୍ୱର,୩।୬(ବ୍ୟୁରୋ): ମାତିଛନ୍ତି ସାଇବର୍ ଠକ। ଲୋକଙ୍କୁ ବିଭିନ୍ନ ପ୍ରକାର ଆଳ ଦେଖାଇ ଲୁଟୁଛନ୍ତି ପୁଳାଏ ପୁଳାଏ ଟଙ୍କା। ପ୍ରଥମେ ଲଟେରୀ ଉଠିଛି କହି ଲୁଟୁଥିଲେ। ପରେ ବ୍ୟାଙ୍କ, ଆଧାର, ପାନ ଆଳ ଦେଖାଇ ଏବେ ମଦ ଡେଲିଭରି ଜରିଆରେ ଲୁଟୁଛନ୍ତି। ଆଜି ପୁଣି ଏକ ଘଟଣା ସାମ୍ନାକୁ ଆସିଛି।…
Read More...

ଅସହାୟଙ୍କୁ ସାହାଯ୍ୟର ହାତ ବଢାଇଲେ ” ମେଁ ଉଇ ହେଲ୍ପ ୟୁ ” ସଂଗଠନ

ଜଗତସିଂହପୁର,୩।୬(ଓଡ଼ିଆ ନ୍ୟୁଜ):କରୋନା ମୁକାବିଲା ପାଇଁ ସାରା ଦେଶରେ ଚାଲିଛି ଲକଡାଉନ | ଏହାର ପ୍ରଭାବରେ ବହୁତ ଗରିବ ଓ ମଧ୍ୟବିତ୍ତ ପରିବାରର ଆର୍ଥିକ ମେରୁଦଣ୍ଡ ଭାଙ୍ଗିଯାଇଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ | ଏହିପରି ଏକ କଠିନ ସମୟରେ କିଛି ଗରିବ ଅସହାୟ ପରିବାରକୁ ସହଯୋଗର ହାତ…
Read More...

ଜଗତସିଂହପୁରରେ ଜୋରଦାର ଚେକିଂ ଆରମ୍ଭ।

ଜଗତସିଂହପୁର,୨/୬(ଓଡ଼ିଆ ନ୍ୟୁଜ): ଓଡ଼ିଶା ପୋଲିସ ଡିଜିଙ୍କ ସୂଚନା ପରେ ଜଗତସିଂହପୁର ସହରରେ ଆରମ୍ଭ ହେଲା ଜୋରଦାର ମାସ୍କ୍ ଚେକିଂ । ସ୍ଥାନୀୟ ପୌରପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଜଗତସିଂହପୁର ଥାନାଧିକାରୀ ରଜନୀକାନ୍ତ ମିଶ୍ରଙ୍କ ନେତୃତ୍ୱରେ ଆଜି ଚେକିଂ କରାଯାଇଛି ଓ ଯେଉଁ ମାନେ ମାସ୍କ୍…
Read More...