banner
Breaking
Yearly Archives

2020

ଭାରତକୁ ମିଳିଲା ବଡ ସଫଳତା।

ହାଇଦରାବାଦ,(ବ୍ୟୁରୋ) : କରୋନା ଭୂତାଣୁ ସହିତ ଭାରତକୁ ଆଉ ଏକ ବଡ଼ ସଫଳତା ମିଳିଛି। ଅଦ୍ୟାବଧି, ବିଶ୍ବ ବ୍ୟାପି ଆରଟି-ପିସିଆର ପଦ୍ଧତିକୁ ଭୂତାଣୁ ଚିହ୍ନଟ କରିବାର ସବୁଠାରୁ ନିର୍ଭରଯୋଗ୍ୟ ଉପାୟ ଭାବରେ ବିବେଚନା କରାଯାଉଥିଲା। କିନ୍ତୁ ବର୍ତ୍ତମାନ ଭାରତୀୟ ବୈଜ୍ଞାନିକମାନେ ଗବେଷଣା କରି ଅନ୍ୟ…
Read More...

ଭୁବନେଶ୍ୱରରେ ପୁଣି ମାତିଲା କରୋନା। ତିନିଦିନରେ ୧୦ ଲୋକାଲ୍ କେସ୍।

ଭୁବନେଶ୍ୱର,୬/୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ପୁଣି ମାତିଲାଣି କରୋନା। ରାଜ୍ୟରେ ପ୍ରଥମ କରୋନା ଆକ୍ରାନ୍ତ ମାର୍ଚ୍ଚ ୧୫ ରେ ଭୁବନେଶ୍ୱରରୁ ଚିହ୍ନଟ ହୋଇଥିଲା । ଏହା ପରେ ହୁହୁ ହୋଇ ବଢିଚାଲି ରାଜଧାନୀ ବାସୀଙ୍କ ମନରେ କୋକୁଆ ଭୟ ସୃଷ୍ଟି କରିଥିଲା। ରାଜ୍ୟ ସରକାରଙ୍କ ତରଫରୁ ଦୃଢ଼ ପଦକ୍ଷେପ…
Read More...

ରାଜ୍ୟରେ ପୁଣି ୧୭୩ ପଜିଟିଭ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୭୮୧ କୁ ବୃଦ୍ଧି।

ଭୁବନେଶ୍ୱର,୬।୬(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୧୭୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୭୮୧କୁ ବୃଦ୍ଧି ପାଇଛି। ସେମାନଙ୍କ ମଧ୍ୟରୁ ୧୫୦ ଜଣ ବିଭିନ୍ନ ସଂଗରୋଧ କେନ୍ଦ୍ରରେ ଥିବା ବେଳେ ୨୩ଜଣ ସ୍ଥାନୀୟ ଲୋକ ଅଛନ୍ତି ।…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ର, ପରିବାର ଓ ଆର୍ଥିକ ଦିଗଟି ଅନୁକୂଳ ରହିଲେ ମଧ୍ୟ ସାମାନ୍ୟ ବ୍ୟତିକ୍ରମ ମଧ୍ୟ ପରିଲକ୍ଷିତ ହୋଇପାରେ । ପରିବାରର ଖର୍ଚ୍ଚ ପରିମାଣ ବୃଦ୍ଧି, ଦୂରଯାତ୍ରା ଓ ସ୍ଥାନାନ୍ତରର ସୂଚନା ପାଇ ବିସ୍ମିତ ହୋଇପାରନ୍ତି । ବନ୍ଧୁଙ୍କ ସହ ଭୁଲ୍‌ ବୁଝାମଣା କାରଣରୁ ମାନସିକ ସ୍ଥିତି…
Read More...

ବିଶ୍ଵ ପରିବେଶ ଦିବସ ଅବସରରେ ବୃକ୍ଷ ରୋପଣ

ଜଗତସିଂହପୁର,୫/୬(ଓଡ଼ିଆ ନ୍ୟୁଜ):ବିଶ୍ଵ ଓଡ଼ିଆ ମହାସଂଘ ଆୟୋଜନରେ ବିଶ୍ଵ ପରିବେଶ ଦିବସ ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅନ୍ତର୍ଗତ ଧଳତଙ୍ଗଗଡ ଠାରେ ଅନୁଷ୍ଠିତ ହୋଇଯାଇଛି । ବିଶ୍ଵ ଓଡ଼ିଆ ମହାସଂଘର ସଭାପତି ଡ଼ ସୁରେନ୍ଦ୍ରନାଥ ମହାପାତ୍ରଙ୍କ ତତ୍ତ୍ଵାବଧାନରେ ମୁଖ୍ୟ ଅତିଥି ଭାବେ…
Read More...

ସଟଡାଉନରେ କଣ ସବୁ ନିୟମ ଜାଣନ୍ତୁ।

ଭୁବନେଶ୍ୱର,୫/୬: ଆସନ୍ତା ୨ ଦିନ ଅର୍ଥାତ ଶନିବାର ଓ ରବିବାର ରାଜ୍ୟର ୧୧ଟି ଅଧିକ କରୋନା ସଂକ୍ରମିତ ଜିଲ୍ଲାରେ ସଟଡାଉନ ଲାଗୁ କରାଯିବ। ସେହି ସମୟରେ କେଉଁ ସଂସ୍ଥା ଓ ପ୍ରତିଷ୍ଠାନ ଖୋଲା ରହିବ ସେ ନେଇ ପୂର୍ବରୁ ସ୍ୱତନ୍ତ୍ର ରିଲିଫ କମିଶନର ନିର୍ଦ୍ଦେଶାବଳୀ ଜାରି କରିଥିଲେ ମଧ୍ୟ ଆଜି ସେହି…
Read More...

ଦେବସ୍ନାନ ପୂର୍ଣ୍ଣିମାର ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ବର: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟବାସୀଙ୍କୁ ପବିତ୍ର ଦେବସ୍ନାନ ପୂର୍ଣ୍ଣିମାର ଆନ୍ତରିକ ଶୁଭେଚ୍ଛା ଓ ଅଭିନନ୍ଦନ ଜଣାଇଛନ୍ତି। ମହାପ୍ରଭୁଙ୍କ କୃପା ଓ ଆଶୀର୍ବାଦରୁ ସମସ୍ତଙ୍କ ଜୀବନ ସୁଖ ଓ ସମୃଦ୍ଧିମୟ ହେଉ ବୋଲି ସେ କାମନା କରିଛନ୍ତି। ଆଜି ପୁରୀ ଶ୍ରୀମନ୍ଦିରରେ…
Read More...

ପରିବେଶର ଯତ୍ନ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଭୁବନେଶ୍ବର,୫/୬((ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜୈବ ବିବିଧତାର ସାମାନ୍ୟତମ କ୍ଷୟକ୍ଷତି ମଧ୍ୟ ମଣିଷର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବା ସହ କୋଭିଡ୍‌-୧୯ ପରି ଜୀବଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ରୋଗ ସୃଷ୍ଟି କରିପାରେ। ପରିବେଶର ଉପଯୁକ୍ତ ଯତ୍ନ ନେବା…
Read More...

ରାଜ୍ୟରେ ପୁଣି ୧୩୦ ପଜିଟିଭ୍ ଚିହ୍ନଟ। ଆକ୍ରାନ୍ତଙ୍କ ସ°ଖ୍ୟା ୨୬୦୮ କୁ ବୃଦ୍ଧି।

ଭୁବନେଶ୍ୱର,୫/୬(ଓଡ଼ିଆ ନ୍ୟୁଝ): ରାଜ୍ୟରେ ପୁଣି ୧୩୦ଜଣ ନୂଆ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହି ନୂଆ ଆକ୍ରାନ୍ତଙ୍କୁ ମିଶାଇ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୨୬୦୮କୁ ବୃଦ୍ଧି ପାଇଛି। ଏହି ନୂଆ ଆକ୍ରାନ୍ତମାନଙ୍କ ମଧ୍ୟରୁ ୧୨୪ ଜଣ ବିଭିନ୍ନ ସଂଗରୋଧରେ ଥିବା ବେଳେ ୬ଜଣ ସ୍ଥାନୀୟ ଲୋକ…
Read More...

ଭୁବନେଶ୍ୱରରେ ମାତିଲା କରୋନା।

ଭୁବନେଶ୍ୱର, ୬।୫(ବ୍ୟୁରୋ): ଭୁବନେଶ୍ୱର ମହାନଗର ନିଗମ (ବିଏମ୍‌ସି) ଅଞ୍ଚଳରେ ଶୁକ୍ରବାର ଆଉ ୧୩ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ଆକ୍ରାନ୍ତଙ୍କ ମଧ୍ୟରୁ ୭ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୬ ଲୋକାଲ କେସ୍‌ ରହିଛି। ଏନେଇ ବିଏମ୍‌ସି ପକ୍ଷରୁ ଟୁଇଟ କରି ସୂଚନା ଦିଆଯାଇଛି।…
Read More...