banner
Breaking

ପରିବେଶର ଯତ୍ନ ନେବାପାଇଁ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

0

ଭୁବନେଶ୍ବର,୫/୬((ଓଡ଼ିଆ ନ୍ୟୁଜ): ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି ଜୈବ ବିବିଧତାର ସାମାନ୍ୟତମ କ୍ଷୟକ୍ଷତି ମଧ୍ୟ ମଣିଷର ସ୍ୱାସ୍ଥ୍ୟ ଉପରେ ଗଭୀର ପ୍ରଭାବ ପକାଇବା ସହ କୋଭିଡ୍‌-୧୯ ପରି ଜୀବଜନ୍ତୁଙ୍କଠାରୁ ମଣିଷକୁ ବ୍ୟାପୁଥିବା ରୋଗ ସୃଷ୍ଟି କରିପାରେ। ପରିବେଶର ଉପଯୁକ୍ତ ଯତ୍ନ ନେବା ଓ ଏହାର ପରିପାଳନ ଦ୍ୱାରା ଭବିଷ୍ୟତ ପିଢ଼ିଙ୍କ ପାଇଁ ଏକ ସୁସ୍ଥ ପରିବେଶ ସୃଷ୍ଟି କରିବା ପାଇଁ ଶପଥ ନେବାକୁ ବିଶ୍ୱ ପରିବେଶ ଦିବସ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଛନ୍ତି।

Khansweb Solution Bhubaneswar

Leave A Reply

Your email address will not be published.