banner
Breaking
Monthly Archives

June 2020

କାଳିଆର ବିଚିତ୍ର ଲୀଳା। ଜୟ ଜଗନ୍ନାଥ

ନୂଆଦିଲ୍ଲୀ,୨୨/୬(ଓଡ଼ିଆ ନ୍ୟୁଜ): ସବୁ କଳ୍ପନାଜଳ୍ପନାର ଅନ୍ତ ଘଟିଛି। ଶେଷରେ ପୁରୀ ରଥଯାତ୍ରା ଉପରେ ମୋହର ମାରିଛନ୍ତି ସୁପ୍ରିମକୋର୍ଟ। ଏଥର ରଥଯାତ୍ରା ହେବ। କିନ୍ତୁ ରଥଯାତ୍ରା ଯୋଗୁ ଯେପରି ସଂକ୍ରମଣ ନ ବ୍ୟାପିବ ତାହାକୁ ଦୃଷ୍ଟି ଦେବାକୁ ସୁପ୍ରିମକୋର୍ଟ ସର୍ତ୍ତ ରଖିଛନ୍ତି। ଫଳରେ…
Read More...

ବଡଦାଣ୍ଡରେ ଗଡ଼ିବ ରଥ। ମାନ୍ୟବର ସୁପ୍ରିମକୋର୍ଟ

ରଥଯାତ୍ରା ନେଇ ଜଷ୍ଟିସ ଅରୁଣ ମିଶ୍ରଙ୍କ ଖଣ୍ଡପୀଠରେ ଶୁଣାଣି ଆରମ୍ଭ । ଅରୁଣ ମିଶ୍ରଙ୍କ ବେଞ୍ଚରେ ପକ୍ଷ ରଖିଲେ ସଲିସିଟର ଜେନେରାଲ । ସଲିସିଟର ଜେନେରାଲ ତୁଷାର ମେହେଟ୍ଟା କେନ୍ଦ୍ର ପକ୍ଷରୁ ମାମଲା ଲଢୁଛନ୍ତି । କଟକଣାରେ ରଥଯାତ୍ରା କରାଯାଇପାରିବ । ଶହଶହ ବର୍ଷର ପରମ୍ପରାକୁ ବନ୍ଦ…
Read More...

ରଥଯାତ୍ରା ହେବା ପାଇଁ ପିଟିସନ ଦାଖଲ କଲେ ସରକାର।

ନୂଆଦିଲ୍ଲୀ,୨୨ ।୬: ସୁପ୍ରିମକୋର୍ଟରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ମାମଲାର ଶୁଣାଣି ଆରମ୍ଭ ହୋଇଛି । ଜଷ୍ଟିସ୍ ଏସ ରବୀନ୍ଦ୍ର ଭଟ୍ଟଙ୍କ କୋର୍ଟରେ ଶୁଣାଣି ଆରମ୍ଭ ହୋଇଥିବା ବେଳେ ମୂଳ ପିଟିସନ ସହ ମୋଟିଫିକେସନ ପିଟିସନର ଏକତ୍ର ଶୁଣାଣି ନେଇ ଶୁଣାଣି ଚାଲିଛି । ରଥଯାତ୍ରା ସପକ୍ଷରେ ୧୭ଟି…
Read More...

ସହୀଦ ଯବାନଙ୍କ ପିଲାମାନଙ୍କୁ ପାଠ ପଢାଇବେ ଅଚ୍ୟୁତ ସାମନ୍ତ।

ଭୁବନେଶ୍ବର,୨୦/୬(ଓଡ଼ିଆ ନ୍ୟୁଜ) ଭାରତ ଓ ଚୀନ ମଧ୍ୟରେ ଲଦାଖର ଗାଲଓ୍ବାନା ଠାରେ ହୋଇଥିବା ସଂଘର୍ଷରେ ଆମ ଦେଶର ୨୦ ଯବାନ ସହିଦ ହୋଇଥିଲେ। ସେମାନଙ୍କ ମଧ୍ୟରେ ଓଡିଶା ମାଟିର ଦୁଇ ଜଣ ବୀର ଯବାନ ଅଛନ୍ତି । ସେମାନେ ହେଲେ କନ୍ଧମାଳରୁ ଚନ୍ଦ୍ରକାନ୍ତ ପ୍ରଧାନ ଓ ମୟୁରଭଞ୍ଜ ରାଇରଙ୍ଗପୁରର ନନ୍ଦୁରାମ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଆପଣଙ୍କ ବିଚାରଧାରା ଓ ନିଷ୍ପତ୍ତି ଠିକ୍‌ ରହି ନ ପାରେ ।  ପରିବାରରେ ସନ୍ତାନମାନଙ୍କ ଶିକ୍ଷା,ସ୍ବାସ୍ଥ୍ୟ ଓ ସମସ୍ୟା ବିଷୟ ନେଇ ମାନସିକ ସ୍ତରରେ ବିଚଳିତ ରହିବେ ।  ତଥାପି କର୍ମକ୍ଷେତ୍ରରେ ଆଜକୁ କେତେଦିନ ହେଲା ଯାହା ଭାବୁଥିଲେ ତାହା ଆଜି ସହଜ ଓ ସୁବିଧାରେ ପାଇଯିବେ ।…
Read More...

ସବୁଜ ଓଡିଶା ଉପରେ ସିଆଇଆଇ ପକ୍ଷରୁ ୱେବିନାର

ଭୁବନେଶ୍ୱର,୨୦/୬(ଓଡ଼ିଆ ନ୍ୟୁଜ): କୋଭିଡ୍ ବର୍ତମାନ ଯେପରିଭାବେ ବଢିଚାଲିଛି ତାର ମୁକାବିଲା ନିମନ୍ତେ ସାରା ବିଶ୍ୱ ଚେଷ୍ଟା ଜାରି ରଖିଛି । ଏହି ପରିପ୍ରେକ୍ଷୀରେ କନଫେରେଡେସନ୍ ଅଫ୍ ଇିଆନ୍ ଇଷ୍ଟ୍ରିଜ୍ ଭୁବନେଶ୍ୱର ଚାପ୍ଟର, ଉଚ୍ଚ ପ୍ରଶାସନିକ ଅଧିକାରୀ, ନବୀକରଣୀୟ ଶକ୍ତି ଶିଳ୍ପ ଜଗତର…
Read More...

ରଥଯାତ୍ରା ସପକ୍ଷରେ କଣ କହିଲେ ଶଙ୍କରାଚାର୍ଯ୍ୟ ଜାଣନ୍ତୁ।

ପୁରୀ , ୨୧।୬(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ବଡ଼ଦାଣ୍ଡରେ ଗଡ଼ି ପାରିବନି ମହାପ୍ରଭୁଙ୍କ ରଥ। ମହାମାରୀ କରୋନା ସଂକ୍ରମଣକୁ ନେଇ ରଥଯାତ୍ରା ବନ୍ଦ କରିବା ଲାଗି ସୁପ୍ରିମକୋର୍ଟ ରାୟ ଦେଇଛନ୍ତି। ସର୍ବୋଚ୍ଚ ନ୍ୟାୟାଳୟଙ୍କ ଏହି ନ୍ୟାୟକୁ ନେଇ ଉଦ୍‌ବେଗ ପ୍ରକାଶ କରିଛନ୍ତି ଗୋବର୍ଦ୍ଧନ ମଠର…
Read More...

ଖୋର୍ଦ୍ଧା ଉପଖଣ୍ଡରେ ଆଜି ପୁଣି ୭ ପଜିଟିଭ ଚିହ୍ନଟ।

ଖୋର୍ଦ୍ଧା ,୨୧।୬ : ଖୋର୍ଦ୍ଧା ଉପଖଣ୍ଡରେ ରବିବାର ପୁଣି ୭କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ବାଲୁଗାଁ, ବୋଲଗଡ଼, ବାଲିପାଟଣା ଓ ଜଟଣୀ ବ୍ଲକରୁ ଏହି ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ବାଲୁଗାଁରୁ ୪ଜଣ ପଜିଟିଭ ଚିହ୍ନଟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଜଣେ ୪୦ ବର୍ଷୀୟ ପୁରୁଷ, ସେ…
Read More...

ଦେଶରେ ଆଜି ସର୍ବାଧିକ କରୋନା ଆକ୍ରାନ୍ତ ଚିହ୍ନଟ।

ନୂଆଦିଲ୍ଲୀ,୨୧।୬: ଦେଶରେ କରୋନା ସଂକ୍ରମଣ ବେଳକୁ ବେଳ ଉଦ୍‌ବେଗଜନକ ହେବାରେ ଲାଗିଛି। ଗତ ୨୪ ଘଣ୍ଟା ମଧ୍ୟରେ ୧୫,୪୧୩ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଥିବା ବେଳେ ଏବେ ଦେଶରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ପହଞ୍ଚିଛି ୪,୧୧,୭୭୩ରେ। ଏମାନଙ୍କ ମଧ୍ୟରୁ ୨,୨୮,୩୦୭ ଜଣ ସୁସ୍ଥ ହୋଇ…
Read More...

ଭୁବନେଶ୍ୱରରେ ବେଲଗାମ କରୋନା। ଆଗକୁ ବିସ୍ଫୋରଣ ଘଟିପାରେ।

ଭୁବନେଶ୍ୱର,୨୧।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ କରୋନା ମାଡି ମାଡି ଚାଲିଛି। ପ୍ରଥମ ପର୍ଯ୍ୟାୟରେ କିଛି ଏରିଆ ଭିତରେ ସୀମିତ ଥିବା କରୋନା ଏବେ କଲୋନୀ,ଗାଁ, ବସ୍ତି ଚାରିଆଡେ ବ୍ୟାପିପାରେ ଲାଗିଲାଣି। ଗତ ୧୫ ଦିନ ଭିତରେ କ୍ରମାଗତ ଭାବରେ ୨୨ ଟି ସ୍ଥାନରେ କାୟା ବିସ୍ତାର କରିଛି। ବିଶେଷକରି…
Read More...