banner
Breaking
Monthly Archives

May 2020

ଜୁନ ୧ ରୂ ଚାଲିବ ଯାତ୍ରୀବାହୀ ଟ୍ରେନ। କଣ ରହିଛି ନିୟମ ଜାଣନ୍ତୁ।

ନୂଆଦିଲ୍ଲୀ,୨୧/୫(ବ୍ୟୁରୋ)  ଜୁନ ୧ ଠାରୁ ପୁଣିଥରେ ଆଂଶିକ ଭାବେ ଆରମ୍ଭ ହେବ ଭାରତୀୟ ରେଳବାଇର ଯାତ୍ରୀବାହୀ ରେଳ ସେବା । ଭାରତୀୟ ରେଳବାଇ ୨୦୦ ଯାତ୍ରୀବାହୀ ଟ୍ରେନ ସେବା ଆରମ୍ଭ କରିବ । ଏହି ଟ୍ରେନଗୁଡ଼ିକ ୧/୬/୨୦୨୦ରୁ ଚଳାଚଳ କରିବ ଏବଂ ଏଥିପାଇଁ ଗୁରୁବାରଠାରୁ  ଟିକେଟ ବୁକିଂ ଆରମ୍ଭ କରାଯିବ…
Read More...

ଅମ୍ଫନ ପ୍ରଭାବିତ ଅଞ୍ଚଳ ବୁଲି ଦେଖିବା ସହିତ ତୁରନ୍ତ କାର୍ଯ୍ୟ ପାଇଁ ନିର୍ଦ୍ଦେଶ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ।

ଭୁବନେଶ୍ବର,୨୧/୫(ଓଡ଼ିଆ ନ୍ୟୁଜ): ସାମୁଦ୍ରିକ ଝଡ଼ ଅମ୍ପନ ପ୍ରଭାବରେ ରାଜ୍ୟର ୪ଟି ଜିଲା ବିଶେଷ ପ୍ରଭାବିତ ହୋଇଛି । ବାତ୍ୟା କ୍ଷୟକ୍ଷତି ଅନୁଧ୍ୟାନ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗୁରୁବାର ଆକାଶମାର୍ଗରୁ ପ୍ରଭାବିତ ଜଗତସିଂହପୁର, କେନ୍ଦ୍ରାପଡ଼ା, ଭଦ୍ରକ ଓ ବାଲେଶ୍ବର ଜିଲାର…
Read More...

ରାଜ୍ୟରେ ପୁଣି ୫୧ ପଜିଟିଭ୍। ଆଉ ଗୋଟିଏ ମୁଣ୍ଡ ନେଲା କରୋନା।

ଭୁବନେଶ୍ୱର,୨୧/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୫୧ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୧୦୩ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସେଥିମଧ୍ୟରୁ ନୟାଗଡ଼ରୁ ୧୧,କଳାହାଣ୍ଡି,୧୧,କଟକ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି କର୍ମକ୍ଷେତ୍ରରୁ ଉଚ୍ଚ ପଦାଧିକାରୀଙ୍କ ସାହାଯ୍ୟ ଓ ସହଯୋଗର ଅବାରିତ ଧାରା ମନକୁ ପ୍ରଫୁଲ୍ଲିତ କରିବ। ଶିଳ୍ପ, ବାଣିଜ୍ୟ, ପରିବହନ ଓ ବ୍ୟବସାୟରେ ଶିଥିଳତା ପରିଲକ୍ଷିତ ହେଲେ ମଧ୍ୟ ଲାଭ କିଛି ଊଣା ହେବନି। ପରିବାରରେ ଅଶାନ୍ତ ଦୂର ହେବା ପାଇଁ ବନ୍ଧୁଙ୍କ ସାହାଯ୍ୟ ନେଇପାରନ୍ତି।…
Read More...

ବାତ୍ୟା ଅମ୍ଫାନରେ ଲୋକଙ୍କ ସହିତ ରହିଲେ ଉତ୍ତର ବିଧାୟକ ସୁଶାନ୍ତ ରାଉତ।

ଭୁବନେଶ୍ବର, ୨୦/୫(ଓଡ଼ିଆ ନ୍ୟୁଜ) ବାତ୍ୟା ଅମ୍ଫାନ ପ୍ରଭାବରେ ଭୁବନେଶ୍ୱରରେ ୧୯ ତାରିଖ ରାତିରୁ ବର୍ଷା ପବନ ଆରମ୍ଭ ହୋଇ ୨୦ ତାରିଖ ଦିନ ଦୁଇଟା ପର୍ଯ୍ୟନ୍ତ ଚାଲିଥିଲା।ଏହାର ପ୍ରଭାବରେ ଭୁବନେଶ୍ୱରର ବିଭିନ୍ନ ଅଞ୍ଚଳରେ ଛୋଟ ବଡ ଗଛ ଭାଙ୍ଗିବା ସହିତ ଛୋଟୋମୋଟ କ୍ଷେୟକ୍ଷତି ହୋଇଛି। ଯାହାର ଆକଳନ…
Read More...

ଲୋକଙ୍କ ଦୁଃଖରେ ନିଜକୁ ସାମିଲ କଲେ ଯୁବନେତା

ଜଗତସିଂହପୁର,୨୦/୫(ଓଡ଼ିଆ ନ୍ୟୁଜ) : ବାତ୍ୟା ଅମ୍ଫାନର ପ୍ରଭାବ ସରିବା ପୂର୍ବରୁ ଜଗତସିଂହପୁର ବିଧାୟକ ତଥା ଜିଲ୍ଲା ଯୋଜନା କମିଟି ଅଧ୍ୟକ୍ଷ ପ୍ରଶାନ୍ତ କୁମାର ମୁଦୁଲିଙ୍କ ନିର୍ଦ୍ଦେଶ କ୍ରମେ ଏହି ଅସମୟ ରେ ଲୋକଙ୍କ ପାଖରେ ପହଞ୍ଚିଲେ ଯୁବ ନେତା ତଥା ଜିଲ୍ଲା ବିଜୁ ଛାତ୍ର ଜନତା ଦଳର…
Read More...

ଖୋର୍ଦ୍ଧାରେ ୭୧ ଆକ୍ରାନ୍ତ ୩ ମୃତ୍ୟୁ।

ଖୋର୍ଦ୍ଧା,୨୦/୫(ବ୍ୟୁରୋ) : ଖୋର୍ଦ୍ଧା ଜିଲ୍ଲାରେ ପୁଣି ୭ କରୋନା ପଜେଟିଭ୍ ଚିହ୍ନଟ ହୋଇଛନ୍ତି। ଏହାକୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୭୧କୁ ବୃଦ୍ଧି ପାଇଛି। ୭ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ମୃତ। ସେ ବେଗୁନିଆ ବ୍ଲକ ଡିଙ୍ଗର ଗ୍ରାମର ୭୭ବର୍ଷର ବୃଦ୍ଧ। ଭୁବନେଶ୍ୱରରେ ଏମସରେ…
Read More...

ଓଡିଶାରେ ହଜାରେ ଟପିଲା ଆକ୍ରାନ୍ତଙ୍କ ସ°ଖ୍ୟା। ଆଜି ପୁଣି ୭୪ ପଜିଟିଭ୍ ଚିହ୍ନଟ ଏବଂ ଜଣେ ମୃତ।

ଭୁବନେଶ୍ୱର,୨୦/୫(ଓଡ଼ିଆ ନ୍ୟୁଜ): ରାଜ୍ୟରେ ପୁଣି ୭୪ ପଜିଟିଭ୍ ଚିହ୍ନଟ । ଏହାକୁ ମିଶାଇ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୦୫୨ ବୃଦ୍ଧି ପାଇଛି । ଏ ନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୂଚନାଯୋଗ୍ୟ, ବୌଦ୍ଧରୁ ସର୍ବାଧିକ ୨୮ଆକ୍ରାନ୍ତ…
Read More...

ରୋଗକୁ ଘୃଣା କର ରୋଗୀକୁ ନୁହେଁ। ଚନ୍ଦ୍ରଶେଖରପୁରରେ ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କୁ କରୋନା ଯୋଦ୍ଧା ସମ୍ମାନ ।

ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ) ଚନ୍ଦ୍ରଶେଖରପୁର ହାଉସିଂବୋର୍ଡ ସ୍ଥିତ ସହରାଞ୍ଚଳ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ କରୋନା ଯୋଦ୍ଧା ସମ୍ମାନ ପ୍ରଦାନ ଉତ୍ସବ ସାମାଜିକ ଦୂରତା ମଧ୍ୟରେ ଅନୁଷ୍ଠିତ ହୋଇଯାଇଛି । ଯୁବନେତା ତଥା ସମାଜସେବୀ ମନୋଜ ସାହୁଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି…
Read More...

କରୋନା @ ଅମ୍ଫାନ। ସାମାଜିକ ଦୂରତା ବନାମ ଏକତାର ମହାସ°ଗ୍ରାମ।

ଭୁବନେଶ୍ୱର, ୧୯/୫(ଓଡ଼ିଆ ନ୍ୟୁଜ): କରୋନା @ ଅମ୍ଫାନ। ସାମାଜିକ ଦୂରତା ବନାମ ସାମାଜିକ ଏକତାର ମହା ସ°ଗ୍ରାମ ହେବାକୁ ଯାଉଛି। ଏଥିରେ କିଏ ଜିତିବ କିଏ ହାରିବ କହିହେବ ନାହିଁ। କେବଳ ଏତିକି କହିହେବ ବଳି ପଡିପାରେ ଜୀବନ। କରୋନା ମହାମାରୀ ତାର କରାଳ ବିଭିଷିକା ଜାରି ରଖିଛି। ଏହାକୁ ପ୍ରତିହତ…
Read More...