banner
Breaking
Monthly Archives

January 2020

ସାଧାରଣ ଲୋକଙ୍କ ପାଇଁ ଖୋଲିଲା ଲୋକସେବା ଭବନ।

ଭୁବନେଶ୍ୱର, ୧୧ା୧(ବ୍ୟୁରୋ): ଲୋକସେବା ଭବନ ଉଦ୍ୟାନ ଶନିବାରଠାରୁ ସର୍ବସାଧାରଣଙ୍କ ପାଇଁ ଖୋଲା ହୋଇଛି। ଶୀତଦିନିଆ ଫୁଲର ସମ୍ଭାରରେ ଲୋକସେବା ଭବନ ଉଦ୍ୟାନ ଅତ୍ୟନ୍ତ ମନୋରମ ରୂପ ଧାରଣ କରିଛି। ତେଣୁ ଉଦ୍ୟାନର ଶୋଭାକୁ ଯେଭଳି ସାଧାରଣ ଲୋକେ ଉପଭୋଗ କରିପାରିବେ ସେଥିପାଇଁ ଚଳିତ ମାସରେ ୫ଦିନ…
Read More...

ହାଉସି°ବୋର୍ଡ ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମାତୃ ବିୟୋଗ।

ଭୁବନେଶ୍ୱର,୧୧ା୧(ଓଡିଆ ନ୍ୟୁଜ): ପୂର୍ବତନ ବିଧାୟକ ତଥା ଓଡ଼ିଶା ରାଜ୍ୟ ଗୃହ ନିର୍ମାଣ ସଂସ୍ଥା(ଓଏସ୍‌ଏଚ୍‌ବି) ଅଧ୍ୟକ୍ଷ ପ୍ରିୟଦର୍ଶୀ ମିଶ୍ରଙ୍କ ମା’ କାଞ୍ଚନବାଳା ମିଶ୍ରଙ୍କର ଗୁରୁବାର ୭୮ବର୍ଷ ବୟସରେ ପରଲୋକ ଘଟିଛି। ବାଲିପାଟଣାର ସ୍ବର୍ଗତ ଜଗନ୍ନାଥ ମିଶ୍ରଙ୍କ ସ୍ତ୍ରୀ କାଞ୍ଚନବାଳା…
Read More...

କୈଳାସ ଶିତ୍ୟାର୍ଥୀଙ୍କ ଜନ୍ମ ଦିବସ ପାଳନ ଓ ଶିଶୁ ସୁରକ୍ଷା ସଚେତନତା।

ଭୁବନେଶ୍ୱର,୧୧/୧: ଓଡ଼ିଶାର ଅଗ୍ରଣୀ ସ୍ବଚ୍ଛାସେବୀ ଅନୁଷ୍ଠାନ ମମ୍ ପକ୍ଷରୁ ନୋବେଲ ଶାନ୍ତି ପୁରସ୍କାର ପ୍ରାପ୍ତ ତଥା ବିଶିଷ୍ଟ ସମାଜସେବୀ କୈଳାସ ଶତ୍ୟାର୍ଥୀଙ୍କ ଜନ୍ମ ଦିବସକୁ ଶିଶୁ ସୁରକ୍ଷା ଦିବସ ଭାବେ ଭୁବନେଶ୍ୱରର ଭି ଏସ ଏସ ନଗରସ୍ଥିତ ହନୁମାନ ବସ୍ତିରେ ମହାସମାରୋହରେ ପାଳିତ ହୋଇଯାଇଛି।…
Read More...

5 ଟି ମନ୍ତ୍ର ପ୍ରଭାବ, ପୁଣି ବିଦାହେଲେ ୪ ଅଧିକାରୀ।

ଭୁବନେଶ୍ୱର, ୧୧ା୧ (ବ୍ୟୁରୋ): ରାଜ୍ୟ ସରକାର ୪ ଜଣ ସରକାରୀ କର୍ମଚାରୀଙ୍କୁ ସେମାନଙ୍କ ଚାକିରିରୁ ବହିଷ୍କାର କରିଛନ୍ତି। ଏହି ଅଧିକାରୀମାନେ ହେଉଛନ୍ତି-ଯାଜପୁର ଜିଲା ଦଶରଥପୁର ବ୍ଲକରେ ଜଳସମ୍ପଦ ବିଭାଗରେ କାର୍ଯ୍ୟରତ ଏଇଇ ସଞ୍ଜୟ କୁମାର ଚୌଧୁରୀ। ବାଲେଶ୍ୱର ଜିଲାର ଜିଲା ଶିଳ୍ପ କେନ୍ଦ୍ରର…
Read More...

ମାର୍ଚ୍ଚ ୩୧ ସୁଦ୍ଧା ମୋ ସରକାରରେ ସାମିଲ ହେବ ସବୁ ବିଭାଗ।

ଭୁବନେଶ୍ୱର,୧୧ା୧(ଓଡ଼ିଆ ନ୍ୟୁଜ): ଗୃହ ନିର୍ମାଣ ଓ ନଗର ଉନ୍ନୟନ ବିଭାଗ ଶୁକ୍ରବାର ମୋ ସରକାର କାର୍ଯ୍ୟକ୍ରମ ଅନ୍ତର୍ଭୁକ୍ତ ହୋଇଛି। ଲୋକସେବା ଭବନରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାର ଶୁଭାରମ୍ଭ କରିଛନ୍ତି। ଏହି ପଦକ୍ଷେପ ବିଭାଗରେ ଅଧିକ ପେସାଗତ ଦକ୍ଷତା…
Read More...

ସୁରଙ୍କ କଥା ଶୁଣିଲେ ମୁଖ୍ୟମନ୍ତ୍ରୀ।

ଭୁବନେଶ୍ୱର,୧୦।୧(ଓଡ଼ିଆ ନ୍ୟୁଜ): ଜଟଣୀ ବିଧାୟକ ସୁରେଶ କୁମାର ରାଉତରାୟ ବିଭିନ୍ନ ଦାବି ପୂରଣ ନିମନ୍ତେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ଦାବି ପୂରଣ ନ ହେଲେ ସେ ଦାରୁଠେଙ୍ଗ ଏବଂ ଜଟଣୀର ୨୭ଟି ଗ୍ରାମର ବାସିନ୍ଦାଙ୍କ ସହ ନବୀନ ନିବାସ ସମ୍ମୁଖରେ ଜାନୁୟାରୀ ୨୭ରେ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:- ମଙ୍ଗଳ ସ୍ବଗୃହୀ ହେଲେ ମଧ୍ୟ ବାଧକାଧିପ ଶନିଙ୍କ ନକ୍ଷତ୍ରସ୍ଥ ଯୋଗୁ ସ୍ବାସ୍ଥ୍ୟ ସମସ୍ୟା ପୂର୍ଣ୍ଣତଃ ଉପଶମ ନ ହୋଇପାରେ । ନିଜ ପରିସରରେ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ପାରିବାରିକ କ୍ଷେତ୍ରର ଅସନ୍ତୋଷ ଆପୋସ ଆଲୋଚନା ଦ୍ୱାରା ସମାଧାନ ହୋଇପାରିବ ।…
Read More...

ସେକ୍ସ ରାକେଟ କାରବାରରେ ଅମୃତା ଗିରଫ।

ମୁମ୍ବାଇ,୧୦ ।୧: ବିଗ ବସ୍ ପ୍ରତିଯୋଗୀ ଅରହାନ ଖାନଙ୍କ ପୂର୍ବ ପ୍ରେମିକା ଅମୃତା ଧନୋଆ ପୁଣି ଥରେ ଚର୍ଚ୍ଚାକୁ ଆସିଛନ୍ତି । ଗତ ଶୁକ୍ରବାର ଦିନ ଗୋରେଗାଁ ଇଷ୍ଟ ହୋଟେଲରୁ ସେକ୍ସ ରାକେଟ ଚଳାଉଥିବା ଅଭିଯୋଗରେ ତାଙ୍କୁ ଗିରଫ କରିଛି ପୋଲିସ । ରେଡ୍ କରି ମୁମ୍ବାଇର ୫ ଷ୍ଟାର ହେଟେଲରୁ ଅମୃତାଙ୍କୁ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ଆଜି ଚନ୍ଦ୍ର ଭାଗ୍ୟସ୍ଥାନକୁ ଅବଲୋକନ କରି ଆପଣଙ୍କ ଚେଷ୍ଟା ଓ କର୍ମାନୁସରି ଅର୍ଥପ୍ରାପ୍ତିର ମାର୍ଗ ଉନ୍ମୁକ୍ତ କରିବେ। ଆଶଙ୍କା ଥିଲେ ହେଁ ସାହାଯ୍ୟ, ସହଯୋଗ ଲାଭକରି କାମ ହାସଲରେ ସମର୍ଥ ହେବେ। କଳା, ସାହିତ୍ୟ, କ୍ରୀଡା ଓ ଚଳଚ୍ଚିତ୍ରରେ ସଫଳତା ସାଙ୍ଗକୁ ଯାନବାହନ, ନିର୍ମାଣ, ଘର…
Read More...

କୋଣାର୍କ ମନ୍ଦିରରେ ୫ଟି ସଚିବ।

କୋଣାର୍କ,୯।୧(ଓଡ଼ିଆ ନ୍ୟୁଜ) ବିଶ୍ୱ ଐତିହ୍ୟ କୋଣାର୍କ ସୂର୍ଯ୍ୟମନ୍ଦିରର ପାରିପାଶର୍‌ବିକ ବିକାଶ ଓ ସୌନ୍ଦର୍ଯ୍ୟକରଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ୫-ଟି ସଚିବ ଭି. କାର୍ତ୍ତିକେୟନ ପାଣ୍ଡିଆନ ଗୁରୁବାର ଅଚାନକ କୋଣାର୍କ ପରିଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ କୋଣାର୍କର…
Read More...