banner
Breaking
Yearly Archives

2019

ମାଛଗାଁ ଗ୍ରାମ ପଞ୍ଚାୟତରେ ବିଜେଡି କାର୍ଯ୍ୟାଳୟ ଉଦଘାଟିତ

ଜଗତସିଂହପୁର,୨/୯(ଓଡ଼ିଆ ନ୍ୟୁଜ) ପବିତ୍ର ଗଣେଶ ପୂଜା ଅବସରରେ ମାଛଗାଁ ଗ୍ରାମ ପଞ୍ଚାୟତରେ ବିଜେଡି କାର୍ଯ୍ୟାଳୟ ସଭାପତି ଗଗନ ବିହାରୀ ଦାସଙ୍କ କରକମଳରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ପୂର୍ବତନ ଜିଲ୍ଲା ପରିଷଦ ସଭ୍ୟ ଶୁଭେନ୍ଦୁ ଶେଖର ଦାସ,ପୂର୍ବତନ ସରପଞ୍ଚ ମନମୋହନ ପରିଡା ଓ ଦଳର…
Read More...

ଖୋର୍ଦ୍ଧା ଶାଖା ପକ୍ଷରୁ ୬୩ତମ ବୀମା ସପ୍ତାହ ପାଳନ

ଖୋର୍ଦ୍ଧା, ୧/୯(ଓଡ଼ିଆ ନ୍ୟୁଜ)ଭାରତୀୟ ଜୀବନ ବୀମା ନିଗମ, ଖୋର୍ଦ୍ଧା ଶାଖା ତରଫରୁ ୬୩ତମ ବୀମା ସପ୍ତାହ ଶାଖା କାର୍ଯ୍ଯାଳୟ ରେ ଉଦ୍ ଘାଟନ ହୋଇ ଯାଇଅଛି ା ସପ୍ତାହବ୍ଯାପୀ ଉକ୍ତ ଉତ୍ସବକୁ ଭାରତୀୟ ଜୀବନ ବୀମା ନିଗମର ପ୍ରାକ୍ତନ ପ୍ରାଦେଶିକ ପ୍ରବନ୍ଧକ(କାର୍ମିକ),ମଧ୍ୟକ୍ଷେତ୍ର, ମିହିର କୁମାର…
Read More...

ଲାଗୁହେଲା ନୂଆ ଫାଇନ୍। ନିୟମ ଉଲ୍ଲଂଘନ କଲେ ଜେଲ ହୋଇପାରେ।

ଭୁୁବନେଶ୍ୱର, (ଓଡ଼ିଆ ନ୍ୟୁଜ):  ସାରା ରାଜ୍ୟରେ ରବିବାର ଠାରୁ ନୂଆ ଟ୍ରାଫିକ ନିୟମ ଲାଗୁ କରାଯାଇଛି । ଭୁବନେଶ୍ବର ର ସବୁ ସ୍ଥାନରେ ଚାଲିଛି କଡା ଚେକି° , ଚାରିଆଡେ ମାଳମାଳ ଟ୍ରାଫିକ କର୍ମଚାରୀ,ଏଣକିି ଟ୍ରାଫିକ ନିୟମ ଭାଙ୍ଗିଲେ ୧୦ଗୁଣା ଜୋରିମାନା ଦେବାକୁ ପଡ଼ିବ । ଏଥିସହିତ ଗିରଫ ଜେଲଦଣ୍ଡ…
Read More...

ଭୁବନେଶ୍ୱର ଛାତି ଉପରେ ଗଦାଗଦା ଅଳିଆ ଓ ମଦ ବୋତଲ। ସ୍ବାୟତ୍ତ ଶାସନ ଦିବସ କାହା ସ୍ବାର୍ଥରେ।

ଭୁବନେଶ୍ୱର, (ବ୍ୟୁରୋ) ରାଜଧାନୀ ଭୁବନେଶ୍ୱରର ଛାତି ଉପରେ ଗଦାଗଦା ଅଳିଆ ଆଉ ମଦ ବୋତଲ,ବିଏମସି ପାଳୁଛି ସ୍ବାୟତ୍ତ ଶାସନ ଦିବସ ଯାହାକି ଜନସାଧାରଣରେ ଜୋର ଚର୍ଚ୍ଚା ଧରିଛି। ସୂଚନା ଅନୁଯାୟୀ ଗତକାଲି ବିଏମସି ଓ ରାଜ୍ୟ ସରକାରଙ୍କ ପକ୍ଷରୁ ସ୍ବାୟତ୍ତ ଶାସନ ଦିବସ ପାଳିତ ହୋଇ ବିଭିନ୍ନ ପ୍ରକଳ୍ପର…
Read More...

ଆକ୍ସନ ମୁଡରେ କମିଶନର।ଭୂଲ କଲେ କ୍ଷମା ନାହିଁ

ଭୁବନେଶ୍ବର ,(ବ୍ୟୁରୋ) କମିଶନର ସୁଧାଂଶୁ  ସଡ଼ଙ୍ଗୀ  ଲାଞ୍ଚ ନେବା  ଅଭିଯୋଗରେ ନୟାପଲ୍ଲୀ ଥନାର ଜଣେ ଏସ, ଆଇଙ୍କୁ ନିଲମ୍ବନ କରିଛନ୍ତି।  ସୂଚନା ମୁତାବକ ଏସ.ଆଇ ସୁଧାଂଶୁ  ଶେଖର  ପରିଡା ଏକ  ଜବତ ବାଇକ ଖଲାସ କରିବା  ପାଇଁ ବାଇକ ମାଲିକଙ୍କଠାରୁ ୮୦୦୦ଟଙ୍କା  ଲାଞ୍ଚ ମାଗିଥିଲେ।
Read More...

ପୁରୀରେ ଅପରାଧ ନିୟନ୍ତ୍ରଣ ପାଇଁ ସମୀକ୍ଷା ବୈଠକ

ପୁରୀ,୩୧ା୮(ଓଡ଼ିଆ ନ୍ୟୁଜ): ପୁରୀରେ ଆଇନ ଶୃଙ୍ଖଳ ନେଇ ପୋଲିସ ମହାନିର୍ଦ୍ଦେଶକ ସମୀକ୍ଷା ବୈଠକ କରିଛନ୍ତି । ପୁରୀରେ ଘଟୁଥିବା ବିଭିନ୍ନ ଅପରାଧ ଉପରେ ତର୍ଜମା କରାଯାଉଛି । ବିଭିନ୍ନ ଥାନାରେ ରହିଥିବା ମାମଲାର ତୁରନ୍ତ ଫଇସଲା କରାଯିବ । ଅକ୍ଟୋବର ୨ରେ ମୋ ସରକାର ଯୋଜନା ଆରମ୍ଭ ହେବ । କେତେ…
Read More...

ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଓ ଶିଶୁଉଦ୍ୟାନର ଶୁଭଉଦଘାଟନ

ଭୁବନେଶ୍ୱର ,୩୧/୮(ଓଡ଼ିଆ ନ୍ୟୁଜ) ସାୟତ୍ତ ଶାସନ ଦିବସ ପାଳନ ଅବସରରେ ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ନୀଳାଦ୍ରି ବିହାର ଠାରେ ଗୋଷ୍ଠୀକେନ୍ଦ୍ର ଏବଂ ଶିଶୁ ଉଦ୍ୟାନର ଶୁଭଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଭୁବନେଶ୍ୱର ମହାନଗର ନିଗମ ଉତ୍ତର ଜୋନର ଡେପୁଟି…
Read More...

ଭୁବନେଶ୍ବରରେ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତରରେ ୧୭ଟି ଉଦଘାଟିତ

ଭୁବନେଶ୍ୱର, ୩୧/୮ (ଓଡ଼ିଆ ନ୍ୟୁଜ) ସାୟତ୍ତ ଶାସନ ଦିବସ ପାଳନ ଅବସରରେ ଭୁବନେଶ୍ବରରେ ସମୁଦାୟ ୨୨ଟି ପ୍ରକଳ୍ପ ମଧ୍ୟରୁ ଉତ୍ତର ନିର୍ବାଚନ ମଣ୍ଡଳୀରେ ୧୭ଟି ପ୍ରକଳ୍ପର ଶିଳାନ୍ୟାସ ଓ ଶୁଭଉଦ୍ଘାଟନ ହୋଇଯାଇଛି । ମୈତ୍ରୀବିହାର ଠାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଯୋଗଦେଇ…
Read More...

ସବୁ ପୌରାଞ୍ଚଳରେ ଖୋଲିଲା ୱାର୍ଡ ଅଫିସ ପୁରୀର ଫନି କ୍ଷତିଗ୍ରସ୍ତ କ୍ଷୁଦ୍ର ବ୍ୟବସାୟୀଙ୍କୁ ୧୦ହଜାର ଟଙ୍କାର ସହାୟତା…

ଭୁବନେଶ୍ବର : ସ୍ବାୟତ୍ତ ଶାସନ ଦିବସରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅନେକ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଶୁଭାରମ୍ଭ କରିଛନ୍ତି । ଲୋକସେବା ଭବନରେ ଆୟୋଜିତ ଏକ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଭୁବନେଶ୍ବରର ସମସ୍ତ ୱାର୍ଡରେ ୱାର୍ଡ ଅଫିସ ଖୋଲିବା ସହିତ ରାଜ୍ୟର ସହରାଞ୍ଚଳର…
Read More...

ବହୁ ପ୍ରକଳ୍ପର ଶିଳାନ୍ୟାସ କଲେ ମନ୍ତ୍ରୀ ପ୍ରତାପ ଜେନା

ଭୁବନେଶ୍ୱର, (ବ୍ୟୁରୋ) ପଞ୍ଚାୟତିରାଜ ଓ ପାନୀୟ ଜଳ, ଆଇନ, ଗୃହ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ଆଜି ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ଉନ୍ନୟନମୂଳକ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ, ଶିଳାନ୍ୟାସ ଓ ଉଦ୍‌ଘାଟନ କରିଛନ୍ତି । ମନ୍ତ୍ରୀ ଶ୍ରୀ ଜେନା ମାରାଥନ ଗ୍ରସ୍ତରେ ଆଜି…
Read More...