banner
Breaking

ପୁରୀରେ ଅପରାଧ ନିୟନ୍ତ୍ରଣ ପାଇଁ ସମୀକ୍ଷା ବୈଠକ

0

ପୁରୀ,୩୧ା୮(ଓଡ଼ିଆ ନ୍ୟୁଜ): ପୁରୀରେ ଆଇନ ଶୃଙ୍ଖଳ ନେଇ ପୋଲିସ ମହାନିର୍ଦ୍ଦେଶକ ସମୀକ୍ଷା ବୈଠକ କରିଛନ୍ତି । ପୁରୀରେ ଘଟୁଥିବା ବିଭିନ୍ନ ଅପରାଧ ଉପରେ ତର୍ଜମା କରାଯାଉଛି । ବିଭିନ୍ନ ଥାନାରେ ରହିଥିବା ମାମଲାର ତୁରନ୍ତ ଫଇସଲା କରାଯିବ । ଅକ୍ଟୋବର ୨ରେ ମୋ ସରକାର ଯୋଜନା ଆରମ୍ଭ ହେବ । କେତେ ମାମଲା ଫଇସଲା ହେଉଛି ୨ମାସରେ ଥରେ ଅନୁଧ୍ୟାନ କରାଯିବ । ଆଗାମୀ ଦିନରେ ଅପରାଧ ନିୟନ୍ତ୍ରଣ ପାଇଁ ବ୍ୟବସ୍ଥା କରାଯିବ।

Khansweb Solution Bhubaneswar

Leave A Reply

Your email address will not be published.