banner
Breaking
Yearly Archives

2019

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା ତିନିମାସ ହେବନାହିଁ ଚେକି°

ଭୁବନେଶ୍ୱର,୯/୯(ଓଡ଼ିଆ ନ୍ୟୁଜ) ରାଜ୍ୟରେ ଲାଗୁ ହୋଇଥିବା ନୂତନ ପରିବହନ ନିୟମ ଲୋକମାନଙ୍କୁ ନାହିଁ ନଥିବା ଅସୁବିଧାରେ ପକାଇଛି ତା ସହିତ ପୋଲିସ ଓ ଟ୍ରାଫିକ ଜୁଲୁମ,ପରିବହନ ଅଧିକାରୀଙ୍କ ମାତ୍ରାଧିକ ଫାଇନ୍ ସାଧାରଣ ଲୋକଙ୍କ ମନରେ ଭୟ ସୃଷ୍ଟି କରିଛି। ରାଜମହଲ ଛକରେ ଘଟିଥିବା ଖଣ୍ଡ ଯୁଦ୍ଧ ଜନ…
Read More...

ରାଜଧାନୀ ଶାନ୍ତି କମିଟିର ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା ପାଇଁ ବୈଠକ

ଭୁବନେଶ୍ୱର, ୮/୯- ରାଜଧାନୀ ଶାନ୍ତି କମିଟି ତରଫରୁ ଆଗାମୀ ଦୁର୍ଗାପୂଜାରେ ଶାନ୍ତିଶୃଙ୍ଖଳା ରକ୍ଷା କରିବା ପାଇଁ ବୈଠକ ଅନୁଷ୍ଠିତ ହୋଇଯାଇଛି । କମିଟିର ସଭାପତି ମଧୁ ମାଧବ ଜେନାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ଭୁବନେଶ୍ୱର ସମସ୍ତ ଦୁର୍ଗାପୂଜା କମିଟିର କର୍ମକର୍ତ୍ତାଙ୍କ ସମେତ…
Read More...

ନିଶିଗନ୍ଧା ସାହିତ୍ୟ ସ°ସଦର ପ୍ରସ୍ତୁତି ବୈଠକ

ଭୁବନେଶ୍ୱର ୬/୯ ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରସ୍ତୁତି ବୈଠକ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ପ୍ରତିଷ୍ଠାତା ବଳରାମ ତରାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସମ୍ବାଦିକ ତଥା ଉପଦେଷ୍ଟା ସୁକାନ୍ତ କୁମାର ରାଉତ, କବୟତ୍ରୀ ଚିତ୍ରାରାଣୀ ପାତ୍ର, ମାନସୀ ଦେହୁରୀ,…
Read More...

ଚାରିଦଫା ଦାବି ନେଇ ବିପିୟୁଟି ଷ୍ଟୁଡେଣ୍ଟ ୟୁନିୟନ ପକ୍ଷରୁ ଧାରଣା ଓ ରାଜ୍ୟପାଳଙ୍କୁ ସ୍ମାରକପତ୍ର

ଭୁବନେଶ୍ୱର ,୬/୯ (ଓଡ଼ିଆ ନ୍ୟୁଜ) ବିପିୟୁଟି ଷ୍ଟୁଡେଣ୍ଟ ୟୁନିୟନ ତରଫରୁ ଚାରିଦଫା ଦାବି ନେଇ ରାଜଭବନ ଛକରେ ଧାରଣାରେ ବସିବା ସହିତ ମହାମହିମ ରାଜ୍ୟପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି । ୟୁନିୟନର ଆବାହକ ବିଜୟ ବସନ୍ତିଆଙ୍କ ନେତୃତ୍ୱରେ ସମସ୍ତ ଛାତ୍ର ଏକତ୍ରିତ ହୋଇ ଧାରଣାରେ ବସିଥିଲେ ।…
Read More...

ଆଦାୟକରୀଙ୍କୁ ଲାଗିବ ଦୁଇଜଣା ଫାଇନ୍ । କୋହଳ ହେଲା ନିୟମ, ପ୍ରଦୂଷଣ ପାଇଁ ମାସେ ସମୟ

ଭୁବନେଶ୍ୱର,୬/୯(ଓଡ଼ିଆ ନ୍ୟୁଜ) ମୋଟର ଭେଇକିଲ ଆକ୍ଟ ଅନୁଯାୟୀ ଯାନବାହନଗୁଡ଼ିକ ପାଇଁ ଆବଶ୍ୟକ ପଡ଼ୁଥିବା ପ୍ରଦୂଷଣ ପ୍ରମାଣପତ୍ର ମାସକ ପାଇଁ କୋହଳ କରାଯାଇଛି। ଏ ନେଇ ସୂଚନା ଦେଇଛନ୍ତି ବିଭାଗୀୟ ଶାସନ ସଚିବ ଜି ଶ୍ରୀନିବାସ। ସେ କହିଛନ୍ତି ଯେ ପରିପାର୍ଶ୍ଵିକ ସ୍ଥିତିକୁ ଅନୁଧ୍ୟାନ କରି…
Read More...

ନବୀନଙ୍କ କଥା କମ୍ , କାମ ଅଧିକ। ପୁରୀ ପାଇଁ ପ୍ରକଳ୍ପ ଘୋଷଣା

ପୁରୀ,୫ା୯(ଓଡ଼ିଆ ନ୍ୟୁଜ): ଆଜି ଲୋକସଭା ଭବନ ଠାରେ ପୁରୀରେ ନୂଆ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହିତ ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଐତିହ୍ୟ ସୁରକ୍ଷା ଜୋନ, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ନିର୍ମାଣ ପ୍ରକଳ୍ପକୁ…
Read More...

ସବୁ ନିଜର ତଥାପି ୩୬ ଘଣ୍ଟା ଉପାସ ରହିଲେ ପ୍ରଭୁ।

ଭୁବନେଶ୍ୱର, ୫/୯(ଓଡ଼ିଆ ନ୍ୟୁଜ) ସବୁ ନିଜର ତଥାପି ଉପାସ ରହିଲେ ପ୍ରଭୁ ଲିଙ୍ଗରାଜ। ନୂଆଗଁ ମୌଜାରେ ଥିବା ମହାପ୍ରଭୁ ଶ୍ରୀଲିଙ୍ଗରାଜଙ୍କ ଜମିରେ ବଡୁ ନିଯୋଗ ପକ୍ଷରୁ ବେଆଇନ ଭାବେ ମାର୍କେଟ କମ୍ପ୍ଲେକ୍ସ ନିର୍ମାଣ ଚାଲିଛି। ଏହାକୁ ବ୍ରାହ୍ମଣ ଓ ପୂଜା ପଣ୍ଡା ନିଯୋଗ ବିରୋଧ କରି ମଙ୍ଗଳବାର…
Read More...

ଚିତାମ୍ବରମଙ୍କ ଜାମିନ ଆବେଦନ ସୁପ୍ରିମକୋର୍ଟରେ ଖାରଜ

ନୂଆଦିଲ୍ଲୀ,୫/୯(ଓଡ଼ିଆ ନ୍ୟୁଜ) ପୂର୍ବତନ କେନ୍ଦ୍ରମନ୍ତ୍ରୀ ପି.ଚିଦାମ୍ବରମ ଆଗୁଆ ଜାମିନ୍ ଆବେଦନ ସୁପ୍ରିମକୋର୍ଟରେ ଖାରଜ ହୋଇଛି । ତଳ କୋର୍ଟରେ ନିୟମିତ ଜାମିନ ଆବେଦନ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଆଇଏନଏକ୍ସ ମିଡ଼ିଆ ମାମଲାରେ ଯେକୌଣସି ସମୟରେ ଇଡ଼ି ଗିରଫ କରିପାରେ ।…
Read More...

ବ୍ୟଙ୍ଗ କବିତା- ଦାଦନ, ଫାଡିଦେଲେ ଲୁଗାପଟା, କବି- ଚିତ୍ତରଞ୍ଜନ

**** ଦାଦନ **** ମୋଦି ଓ ପୁତିନି ହଗିବାକୁ ଗଲେ ଏକାଠି ଗୁଡାଖୁ ଘଷି... ବିଦେଶୀ ନେତାଏ ମୋଦି ପରି ଦେଶୀ ହେବାକୁ ବହୁତୁ ଖୁସି.... ଏଠି ସବୁ ଇଙ୍ଗିଲିସି... ନୁଗା ଫୋପାଡିକି ନଙ୍ଗଳା ଡେଇଁଲେ ବିଦେଶୀ ନାଗିବେ ବେଶି... ଶାଶୁ ହାତ ଧରି ଚୁଚୁମି ଦେଲା ଫରେନୁ ଆସିକି ଜୋଇଁ...…
Read More...

ଡ ଅଚ୍ୟୁଚ ସାମନ୍ତଙ୍କୁ ଦଧୀଚି ସମ୍ମାନ।

ଭୁବନେଶ୍ୱର,୪ା୯(ବ୍ୟୁରୋ):ଦଧୀଚି ଏଜୁକେଶନାଲ୍‌ ଟ୍ରଷ୍ଟ ଆନୁକୂଲ୍ୟରେ ମଙ୍ଗଳବାର ସ୍ଥାନୀୟ ଏକ ହୋଟେଲରେ ୨ୟ ଦଧୀଚି ପ୍ରତିଭା ସମ୍ମାନ-୨୦୧୯ ଅନୁଷ୍ଠିତ ହୋଇଯାଇଛି। ହ୍ବାଇଟ୍‌ କାନ୍‌ଭାସ୍‌ ସହଯୋଗରେ ଆୟୋଜିତ ଏହି କାର୍ଯ୍ୟକ୍ରମକୁ ରାଜ୍ୟ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ…
Read More...