banner
Breaking

ନିଶିଗନ୍ଧା ସାହିତ୍ୟ ସ°ସଦର ପ୍ରସ୍ତୁତି ବୈଠକ

0

ଭୁବନେଶ୍ୱର ୬/୯ ନିଶିଗନ୍ଧା ସାହିତ୍ୟ ସଂସଦର ପ୍ରସ୍ତୁତି ବୈଠକ ପାନ୍ଥନିବାସ ଠାରେ ଅନୁଷ୍ଠିତ ହୋଇଯାଇଛି । ସଂସଦର ପ୍ରତିଷ୍ଠାତା ବଳରାମ ତରାଇଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ବୈଠକରେ ବରିଷ୍ଠ ସମ୍ବାଦିକ ତଥା ଉପଦେଷ୍ଟା ସୁକାନ୍ତ କୁମାର ରାଉତ, କବୟତ୍ରୀ ଚିତ୍ରାରାଣୀ ପାତ୍ର, ମାନସୀ ଦେହୁରୀ, ଶସ୍ମିତା ମହାପାତ୍ର, ବୈଜୟନ୍ତୀ ସାହୁ, ପଲ୍ଲବୀ ଦାଶ, ନନ୍ଦିନୀ ଶତପଥି ଓ ବିଭୁତି ଭୂଷଣ ମହାପାତ୍ର, ଆଶିଷ କୁମାର ଦାସ, ଆଇନଜୀବି ତାପସ କୁମାର ଦେଉରୀ ପ୍ରମୁଖ ଯୋଗଦାନ କରିଥିଲେ । ଏହି ବୈଠକରେ ଆଗାମୀ ଡିସେମ୍ବର ୫ ରେ ହେବାକୁ ଥିବା କାର୍ଯ୍ୟକ୍ରମ ସମ୍ବନ୍ଧରେ ଆଲୋଚନା ହୋଇଥିଲା । ନିଶିଗନ୍ଧା ସାହିତ୍ୟ ସଂସଦ ଆଗାମୀ ଦିନରେ ଓଡିଆ ଭାଷା, ବୁଡି ଯାଉଥିବା ଲୋକକଳା, ଅବହେଳିତ ସାହିତ୍ୟିକ ଓ ସମାଜ ସେବା କ୍ଷେତ୍ରରେ କାର୍ଯ୍ୟ କରିବ ବୋଲି ମତ ପ୍ରକାଶ ପାଇଥିଲା ।

Khansweb Solution Bhubaneswar

Leave A Reply

Your email address will not be published.