banner
Breaking

ନବୀନଙ୍କ କଥା କମ୍ , କାମ ଅଧିକ। ପୁରୀ ପାଇଁ ପ୍ରକଳ୍ପ ଘୋଷଣା

0

ପୁରୀ,୫ା୯(ଓଡ଼ିଆ ନ୍ୟୁଜ): ଆଜି ଲୋକସଭା ଭବନ ଠାରେ ପୁରୀରେ ନୂଆ ପ୍ରକଳ୍ପର ଅଗ୍ରଗତି ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସମୀକ୍ଷା କରିବା ସହିତ ପୁରୀ ପାଇଁ ୩ଟି ନୂଆ ପ୍ରକଳ୍ପକୁ ଅନୁମୋଦନ ଦେଇଛନ୍ତି । ଐତିହ୍ୟ ସୁରକ୍ଷା ଜୋନ, ରଘୁନନ୍ଦନ ଲାଇବ୍ରେରୀ ଓ ବାସଗୃହ ନିର୍ମାଣ ପ୍ରକଳ୍ପକୁ ଅନୁମୋଦନ କରିଛନ୍ତି । ଏମାର ମଠର କିଛି ଅଂଶରେ ରଘୁନନ୍ଦନ ଲାଇବ୍ରେରୀ ନିର୍ମାଣ ଏଥିପାଇଁ ୨୫କୋଟି ଟଙ୍କା, ବିସ୍ଥାପିତଙ୍କ ପାଇଁ ବାସଗୃହ ପ୍ରକଳ୍ପ ନିର୍ମାଣ ପାଇଁ ୯୫କୋଟି ଟଙ୍କା ବିନିଯୋଗ ହେବ । ମନ୍ଦିରଠାରୁ ଦେଢ଼ କିମି ପରିଧି ମଧ୍ୟରେ ୬୦୦ଗୃହ ହେବ । ଅବଢ଼ା ଯୋଜନାରେ ବିଭିନ୍ନ ପ୍ରକଳ୍ପ କାମ ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟରେ ୨୬୫କୋଟି ଟଙ୍କା ବିନିଯୋଗ ହେବ । ଦ୍ୱିତୀୟ ପର୍ଯ୍ୟାୟରେ ୫୯୫କୋଟି ଟଙ୍କା ବିନିଯୋଗ ହେବ 

Khansweb Solution Bhubaneswar

Leave A Reply

Your email address will not be published.