banner
Breaking
Yearly Archives

2019

ନିଶିଗନ୍ଧା ସାହିତ୍ୟ ସ°ସଦର କ୍ଷୀପ୍ର ଅଗ୍ରଗତି।

ଭୁବନେଶ୍ୱର,୨୩/୦୯ ଭୁବନେଶ୍ୱରର ପି ଡବ୍ଲୁ ଡି,ଆଇ,ବି,ସତ୍ୟନଗର ଠାରେ ଭାଷା ସାହିତ୍ୟର ବୈପ୍ଳବିକ ପରିବର୍ତ୍ତନ ଲକ୍ଷ୍ୟ ସାଧନ ଉଦ୍ଦେଶ୍ୟରେ କ୍ଷୀପ୍ର ଗତିରେ ଅଗ୍ରସର ହେଉଥିବା ନିଶିଗନ୍ଧା ସାହିତ୍ୟ ସଂସଦ,ଖୋର୍ଦ୍ଧା, ଭୁବନେଶ୍ୱରର ସପ୍ତମ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ…
Read More...

ଡମଣା ଗୋପୀନାଥ ଜୀୟୁ ଦୁର୍ଗାପୂଜା କମିଟି। ଦଶମୀରେ ମା’ଙ୍କ ପାଖରେ ଲାଗି ହୁଏ ରସଗୋଲା ଭୋଗ । ମୁଖ୍ୟ ଆକର୍ଷଣ…

ଭୁବନେଶ୍ୱର,୨୩ା୯(ବ୍ୟୁରୋ) : ଓଡ଼ିଶାର ପାରମ୍ପରିକ ପର୍ବପର୍ବାଣୀ ମଧ୍ୟରେ ଦଶହରା ବା ଦୁର୍ଗାପୂଜା ଶ୍ରେଷ୍ଟତ୍ଵ ବହନକରେ। ଜାତି,ଧର୍ମ, ବର୍ଣ୍ଣ ନିର୍ବିଶେଷରେ ଆନନ୍ଦ ଉଲ୍ଲାସର ସହ ପାଳିତହୁଏ। ରାଜଧାନୀର ବିଭିନ୍ନ ମଣ୍ଡପରେ ଭିନ୍ନ ଭିନ୍ନ ଅବତାର ମୃଣ୍ମୟ ମୂର୍ତ୍ତି ସାଙ୍ଗକୁ ନବଶ୍ଚୁମ୍ବୀ…
Read More...

ରୋହିତ ପୂଜାରୀ ହେଲେ ଉପମୁଖ୍ୟ ସଚେତକ

ଭୁବନେଶ୍ୱର,୨୩ା୯(ଓଡ଼ିଆ ନ୍ୟୁଜ): ରୋହିତ ପୂଜାରୀଙ୍କୁ ସରକାରୀ ଦଳ ଉପମୁଖ୍ୟ ସଚେତକ ଭାବେ ନୂଆ ଦାୟିତ୍ବ ମିଳିଛି। ବିଜେଡି ସୁପ୍ରିମୋ ତଥା ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହି ଦାୟିତ୍ବ ପ୍ରଦାନ କରିଛନ୍ତି। ପ୍ରକାଶ ଥାଉକି ପୁର୍ବରୁ ଏହି ଦାୟିତ୍ବ ପ୍ରଣବ ବଳବନ୍ତରାୟଙ୍କୁ…
Read More...

କନ୍ଦାଇଲା ପିଆଜ,ହାଣ୍ଡିଶାଳ ଡାଲା ଖାଲି। ଏବେ ୬୦ ଆଗକୁ ଆହୁରି ବଢିପାରେ

ଭୁବନେଶ୍ୱର,୨୩/୯(ଓଡ଼ିଆ ନ୍ୟୁଜ): କନ୍ଦାଇଲା ପିଆଜ ହାଣ୍ଡିଶାଳ ଡାଲା ଖାଲି ପଡିଛି। ଓଡିଶାରେ ୬୦ ଛୁଇଁଲାଣି ଆଗକୁ ଆହୁରି ବଢିପାରେ। ଦେଶର ରାଜଧାନୀ ନୂଆଦିଲ୍ଲୀ ସହ ଅନ୍ୟ ପ୍ରାନ୍ତରେ ପିଆଜ ଦର କିଲୋ ପିଛା ୭୦ରୁ ୮୦ ଟଙ୍କା ଛୁଇଁଛି। ଏପରି ସ୍ଥିତିରେ କେନ୍ଦ୍ର ସରକାର ବ୍ୟବସାୟୀଙ୍କ ପିଆଜ…
Read More...

ବିଜେପୁର ଉପନିର୍ବାଚନ ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି

ଭୁବନେଶ୍ୱର,୨୩/୯(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନ ନେଇ ରିଟଣ୍ଣି° ଅଧିକାରୀଙ୍କ ଦ୍ବାରା ବିଧିବଦ୍ଧ ଭାବେ ବିଜ୍ଞପ୍ତି ପ୍ରକାଶ ପାଇଛି । ସୋମବାର ଠାରୁ ପ୍ରାର୍ଥିପତ୍ର ଦାଖଲ ପ୍ରକ୍ରିୟା ଆରମ୍ଭ ହୋଇ ଆସନ୍ତା ୩୦ ତାରିଖ ଯାଏଁ ଚାଲିବ । ଏହାପରେ ଅକ୍ଟୋବର ୧ରେ ପ୍ରାର୍ଥିପତ୍ର ଯାଞ୍ଚ ହେବ ।…
Read More...

ସୃଷ୍ଟିହେଲା ଲଘୁଚାପ। ୨୪ , ୨୫ ପ୍ରବଳ ବର୍ଷିବ

ଭୁବନେଶ୍ୱର,୨୩ା୯(ଓଡ଼ିଆ ନ୍ୟୁଜ) : ପଶ୍ଚିମ କେନ୍ଦ୍ରୀୟ ବଙ୍ଗୋପସାଗର ଓ ଉତ୍ତର ଆନ୍ଧ୍ରର ଆଖପାଖରେ ଏକ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଛି। ଯାହାକି ଲଘୁଚାପର ରୂପ ନେଇପାରେ। ଏହାର ପ୍ରଭାବରେ ସେପ୍ଟେମ୍ବର ୨୪ ତାରିଖ ପରେ ବର୍ଷାର ପରିମାଣ ବୃଦ୍ଧି ପାଇବା ସହ ୨୫ ତାରିଖ ଆଡ଼କୁ ଉତ୍ତର ଓଡ଼ିଶାରେ…
Read More...

ବାଳିକାରେ ପୁରୀ ବାଳକରେ ଜଟଣୀ ଚମ୍ପିୟାନ। ରାଜ୍ୟସ୍ତରୀୟ ଜୁନିୟର ଥ୍ରୋବଲ ପ୍ରତିଯୋଗିତା।

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ଖୋର୍ଦ୍ଧା କୁଦିଆରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଚାଲିଥିବା ରାଜ୍ୟସ୍ତରୀୟ ଜୁନିୟର ଥ୍ରୋବଲ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି।ଏଥିରେ ବାଳିକା ବିଭାଗରେ ପୁରୀ ଓ ବାଳକ ବିଭାଗରେ ଜଟଣୀ ଚମ୍ପିୟାନ ହୋଇଛନ୍ତି। ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି…
Read More...

ଚନ୍ଦ୍ରଶେଖରପୁର ଡିଷ୍ଟ୍ରିଟ ସେଣ୍ଟର ଓନର୍ସ ଆସୋସିଏସନର ନିଆରା ଦୁର୍ଗାପୂଜା। କୁମାରୀ ପୂଜାକୁ ଗୁରୁତ୍ୱ।

ଭୁବନେଶ୍ୱର,୨୨/୯(ଓଡ଼ିଆ ନ୍ୟୁଜ): ଚଳିତ ବର୍ଷ ମାଁ ଙ୍କ ଆଗମନକୁ ନେଇ ରାଜଧାନୀ ବାସିଙ୍କ ମନରେ ଉତକଣ୍ଠା ଜାତ ହେଲାଣୀ । କେଉଁ ପୂଜା କମିଟି କିପରି ପୂଜାର ଆୟୋଜନ କରୁଛନ୍ତି । କିଏ ତୋରଣ ରେ ଆଗରେ ରହିବାକୁ ଚେଷ୍ଟା କରୁଥିବା ବେଳେ କିଏ ମାଁ ଙ୍କ ମୂର୍ତ୍ତିକୁ ନେଇ ଆକର୍ଷଣର କେନ୍ଦ୍ରବିନ୍ଦୁ…
Read More...

ରାଜ୍ୟସ୍ତରୀୟ ଜୁନିୟର ଥ୍ରୋ ବଲ ପ୍ରତିଯୋଗିତା ଉଦଘାଟିତ

ଭୁବନେଶ୍ୱର,୨୧/୯(ଓଡ଼ିଆ ନ୍ୟୁଜ) ରାଜ୍ୟସ୍ତରୀୟ ଜୁନିୟର ଥ୍ରୋ ବଲ ପ୍ରତିଯୋଗିତା ଖୋର୍ଦ୍ଧା କୁଦିଆରୀ ସ୍ଥିତ ୟୁପି ସ୍କୁଲ ପଡିଆରେ ଉଦଘାଟିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୂର୍ବତନ ପୋଲିସ କମିଶନର ଅରୁପ ପଟ୍ଟନାୟକ ଯୋଗଦେଇ ଉଦଘାଟନ କରିବା ସହିତ କହିଥିଲେ ଖେଳ…
Read More...

ଲେଡିଜ୍ ଫୋରମ୍ ପକ୍ଷରୁ ଟ୍ରାଫିକ୍ ସଚେତନତା

ଭୁବନେଶ୍ୱର, ୨୧/୯(ଓଡ଼ିଆ ନ୍ୟୁଜ) ସତ୍ୟନଗର ଲେଡିଜ୍ ଫୋରମ୍ ପକ୍ଷରୁ ଚନ୍ଦ୍ରଶେଖରପୁରସ୍ଥିତ ଡମଣା ଛକଠାରେ ଟ୍ରାଫିକ୍ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଓଡ଼ିଶାର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ସତ୍ୟ ନଗର ଲେଡିଜ ଫୋରମ୍ ସଦାସର୍ବଦା ସମାଜ ସେବାରେ ସାମିଲ ହୋଇ ନୂଆନୂଆ…
Read More...