banner
Breaking
Yearly Archives

2019

ଜାଣନ୍ତୁ ଆଜି ଆପଣଙ୍କ ଦିନ କେମିତି କଟିବ।

ମେଷ-ଏକାଦଶ ଚନ୍ଦ୍ର ଯୋଗୁ ପ୍ରତ୍ୟେକ ଦିଗରୁ ମନ ଖୁସି ରହିବ, କାମଗୁଡିକୁ ପୂରା ଦମ୍‌ରେ କରିବାପାଇଁ ନିଷ୍ପତ୍ତି ନେବେ। ସ୍ବାସ୍ଥ୍ୟ ସମସ୍ୟା ସୁଧୁରିଯିବ ଏବଂ ନିକଟ ସମ୍ପର୍କୀୟମାନଙ୍କ ସହାନୁଭୂତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ ତୈଳ କିମ୍ବା ବିଦ୍ୟୁତ୍‌ ବ୍ୟବସାୟରୁ ଲାଭବାନ ହେବେ।…
Read More...

ଆଶ୍ରିତାଙ୍କୁ ବିବାହ କରିବେ ମନୀଷ ପାଣ୍ଡେ।

ବେଙ୍ଗାଲୁରୁ,୧୦ା୧୦: ଭାରତୀୟ ଦଳର ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ ମନୀଷ ପାଣ୍ଡେ ନିଜ ଜୀବନ ସାଥୀ ପାଇଯାଇଛନ୍ତି। ସେ ହେଉଛନ୍ତି ଦକ୍ଷିଣ ଭାରତୀୟ ଅଭିନେତ୍ରୀ ଆଶ୍ରିତା ଶେଟ୍ଟି।  ଆସନ୍ତା ଡିସେମ୍ବର ୨ରେ ଏଦୁହିଁଙ୍କର  ବିବାହ ମୁମ୍ବାଇଠାରେ ହେବ। କର୍ନାଟକ ଦଳର ଅଧିନାୟକ ପାଣ୍ଡେ ଏବେ ବିଜୟ ହଜାରେ…
Read More...

ପୁଣି ନାବାଳିକା ବଳତ୍କାର।

ଝାରସୁଗୁଡା ,(ବ୍ୟୁରୋ)- ଝାରସୁଗୁଡା ଜିଲା ବ୍ରଜରାଜନଗର ଥାନା ଅଧୀନ ଏକ ଗ୍ରାମର ଜନୈକା ୭ ବର୍ଷର ନାବାଳିକାକୁ ସେହି ଗ୍ରାମର ଜଣେ ଯୁବକ ଗତ ସୋମବାର ବଳାତ୍କାର କରିଥିବା ନେଇ ପୀଡିତାଙ୍କ ପରିବାରଲୋକେ ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ବ୍ରଜରାଜନଗର ପୋଲିସ ପୋକ୍ସୋ ଆକ୍ଟରେ…
Read More...

ମଦୁଆ ସ୍ତ୍ରୀଙ୍କ ଉନ୍ମତ କାଣ୍ଡ। ସବୁ ଖୋଲିଦେଲେ, ପୋଲିସ ନାକେଦମ୍

ଭୁବନେଶ୍ବର,୧୦/୧୦(ବ୍ୟୁରୋ): ଲୋକ ଭିଡ ଭିତରୁ ଶୁଭୁଥିଲା ଚିତ୍କାର। ଅସଭ୍ୟ ଭାଷାର ଗାଳିରେ କମ୍ପୁଥିଲା ପୁରା ଏରିଆ । ଏହି ସମୟରେ ଭିଡ ଭିତରୁ ନଜରକୁ ଆସିଥିଲେ ଜଣେ ମହିଳା। ବୟସ ପାଖାପାଖି ୨୫ ରୁ ୨୬ ହେବ। ଦେଖିବାକୁ ସୁନ୍ଦର କିନ୍ତୁ ମୁହଁରୁ ବାହାରୁ ଥିଲା ମହମହ ଗନ୍ଧ। ଏଭଳି ଘଟଣା…
Read More...

ଦ୍ବିତୀୟ ଟେଷ୍ଟରେ ମୟଙ୍କଙ୍କ ପୁଣି କମାଲ।

ପୁଣେ, ୧୦।୧୦(ଓଡ଼ିଆ ନ୍ୟୁଜ): ଭାରତୀୟ ଓପନର ମୟଙ୍କ ଅଗ୍ରଓ୍ବାଲ ଏବେ ଫୁଲ ଫର୍ମରେ ଅଛନ୍ତି। ଦକ୍ଷିଣ ଆଫ୍ରିକା ବିପକ୍ଷ ପ୍ରଥମ ଟେଷ୍ଟରେ ଦ୍ୱିଶତକ ଲଗାଇଥିବା ମୟଙ୍କ ଦ୍ୱିତୀୟ ମ୍ୟାଚ୍‌ରେ ମଧ୍ୟ ଶତକୀୟ ଇନିଂସ ଖେଳିଛନ୍ତି। ପ୍ରଥମ ଇନିଂସର ୫୬ତମ ଓଭରରେ ବର୍ନନ ଫିଲାଣ୍ଡରଙ୍କ ବଲକୁ ଚୌକା ଲଗାଇ…
Read More...

ଭୁବନେଶ୍ବରରୁ ବିଶାଖାପାଟଣା ଆଉ ଏକ ନୂଆ ଟ୍ରେନ୍।

ଭୁବନେଶ୍ୱର, ୧୦ା୧୦(ବ୍ୟୁରୋ): ବିଶାଖାପାଟଣାରୁ ଆଲ୍ଲାହାବାଦକୁ ଆଉ ଏକ ସ୍ବତନ୍ତ୍ର ଟ୍ରେନ ଭାୟା ଭୁବନେଶ୍ୱର ଦେଇ ଚଳାଚଳ ଆରମ୍ଭ କରିଛି। ଶୀତ ଋତୁ ଓ ପୂଜା ସମୟରେ ଗହଳି କମାଇବା ପାଇଁ ପ୍ରତି ମଙ୍ଗଳବାର ବିଶାଖାପଟଣା-ସୁବେଦାରଗଞ୍ଜ(ଆଲ୍ଲାହାବାଦ) ସୁବିଧା ସ୍ପେଶାଲ (୮୨୫୦୭-୮୨୫୦୮) ଚଳାଚଳର…
Read More...

ଆସନ୍ତା କାଲି ବିଜେପୁର ପ୍ରଚାର ମଇଦାନକୁ ଓହ୍ଲାଇବେ ବିଜେପି ହେବିଓ୍ବେଟ ଧର୍ମେନ୍ଦ୍ର

ଭୁବନେଶ୍ୱର,୧୦।୧୦(ଓଡ଼ିଆ ନ୍ୟୁଜ): ବିଜେପୁର ଉପନିର୍ବାଚନକୁ ଆଉ ୧୧ ଦିନ ବାକି,ପ୍ରଚାର ମଇଦାନକୁ ଓହ୍ଲାଇବେ ହେବି ଓ୍ବେଟ୍ ନେତା। ଏହି ଉପଲକ୍ଷେ ଶୁକ୍ରବାର କେନ୍ଦ୍ର ପେଟ୍ରୋଲିୟମ ଓ ପ୍ରାକୃତିକ ଗ୍ୟାସ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ନିର୍ବାଚନ ପ୍ରଚାର କରିବେ। ସେ ଶୁକ୍ରବାର ସକାଳ ୧୧ଟାରେ…
Read More...

ଉତ୍ତର ଭୁବନେଶ୍ୱର ଭସାଣୀ ମହୋତ୍ସବରେ ଭାଗନେଲେ ୨୦ ମେଢ଼। ପ୍ଲାଷ୍ଟିକ ଓ ପ୍ରଦୂଷଣ ମୁକ୍ତ ରାଜଧାନୀ ପାଇଁ ଆହ୍ୱାନ।

ଭୁବନେଶ୍ୱର, ୧୦/୧୦(ଓଡ଼ିଆ ନ୍ୟୁଜ) ଓଡିଶାର ବଡପର୍ବ ଦଶହରା ଉତ୍ସାହର ସହ ଶେଷ ହୋଇଛି । ଓଡିଶାର କୋଣ ଅନୁକୋଣରେ ଥିବା ପୂଜା ମପରେ ଷଷ୍ଠୀଠାରୁ ବିଜୟା ଦଶମୀ ପର୍ଯ୍ୟନ୍ତ ପୂଜା ପାଉଥିବା ମହାମାୟା, ଦୁର୍ଗତିନାସିନୀ, ମହିସା ମର୍ଦ୍ଧିନୀ ମାଙ୍କ ମୃଣ୍ମୟ ପ୍ରତିମା ଭସାଣୀରେ ପାରମ୍ପରିକ ବାଦ୍ୟ,…
Read More...

ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନ ଉତ୍ତର ଭୁବନେଶ୍ୱର ୧୨ନଂ ୱାଡ ଆଗରେ।

ଭୁବନେଶ୍ୱର ,୦୯/୧୦(ଓଡ଼ିଆ ନ୍ୟୁଜ) ବିଜେଡିର ସଭ୍ୟ ସଂଗ୍ରହ ଅଭିଯାନକୁ ଦଳର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ ପନାୟକ ସେପ୍ଟେମ୍ବର ୨ରୁ ନିଜେ ପ୍ରାଥମିକ ସଦସ୍ୟତା ଗ୍ରହଣ କରି ଆରମ୍ଭ କରିଥିଲେ । ରାଜ୍ୟର ପ୍ରତ୍ୟେକ ନିର୍ବାଚନ ମଳୀରେ ଏହାକୁ ତ୍ୱରାନ୍ୱିତ କରିବା ପାଇଁ ଛାମୁଆ ନେତା ଓ…
Read More...

ଓଡିଶା ବିଧାନସଭା ହେବ ନବକଳେବର। କମ୍ପୁଟର ଓ ଲାପଟପରେ ଚାଲିବ ପ୍ରଶ୍ନ ଉତ୍ତର। ବିଧାୟକ ପଢିବେ ପାଠ।

ଭୁବନେଶ୍ୱର, ୯ା୧୦(ଓଡ଼ିଆ ନ୍ୟୁଜ): ଡିଜିଟାଲ ହେବ ବିଧାନସଭା। ପ୍ରଶ୍ନ ଉତ୍ତର କାର୍ଯ୍ୟକ୍ରମରେ ବ୍ୟବହାର ହେବନାହିଁ କାଗଜପତ୍ର ସବୁ ହେବ କମ୍ପୁଟର ଓ ଲାପଟପରେ ସେଥିପାଇଁ ବିଧାୟକ ମାନଙ୍କୁ ଟ୍ରେନିଂ ଦିଆଯିବ। ବିଧାନସଭା କାର୍ଯ୍ୟକାଳ ସମୟରେ ସମସ୍ତେ କମ୍ପୁଟର ବା ଲାପଟପରେ ପ୍ରଶ୍ନ ଉତ୍ତର…
Read More...