banner
Breaking

ମଦୁଆ ସ୍ତ୍ରୀଙ୍କ ଉନ୍ମତ କାଣ୍ଡ। ସବୁ ଖୋଲିଦେଲେ, ପୋଲିସ ନାକେଦମ୍

0

ଭୁବନେଶ୍ବର,୧୦/୧୦(ବ୍ୟୁରୋ): ଲୋକ ଭିଡ ଭିତରୁ ଶୁଭୁଥିଲା ଚିତ୍କାର। ଅସଭ୍ୟ ଭାଷାର ଗାଳିରେ କମ୍ପୁଥିଲା ପୁରା ଏରିଆ । ଏହି ସମୟରେ ଭିଡ ଭିତରୁ ନଜରକୁ ଆସିଥିଲେ ଜଣେ ମହିଳା। ବୟସ ପାଖାପାଖି ୨୫ ରୁ ୨୬ ହେବ। ଦେଖିବାକୁ ସୁନ୍ଦର କିନ୍ତୁ ମୁହଁରୁ ବାହାରୁ ଥିଲା ମହମହ ଗନ୍ଧ। ଏଭଳି ଘଟଣା ଦେଖିବାକୁ ମିଳିଥିଲା ଚନ୍ଦ୍ରଶେଖରପୁର ପୁରୁଣା ଆଦିତ୍ୟ କେୟାର ସମ୍ମୁଖରେ। ୟୁନିଟ ୬ ଅଞ୍ଚଳର ସ୍ବାମୀ ପରିତ୍ୟକ୍ତା ସ୍ତ୍ରୀ କାମିନୀ(ଛଦ୍ମନାମ)।ତାଙ୍କର ଛୋଟ ଝିଅ ଟିକୁ ଧରି ଘରୁ ବାହାରି ଆସି ଦିନରାତି ମଦପିଇ ଚୁରରେ ରୁହନ୍ତି। କାଲି ଟିକେ ମାତ୍ରାଧିକ ହୋଇଯିବାରୁ ଲୋକଙ୍କୁ ଗାଳି ଗୁଲଜ କରିବା ସହିତ କାମୁଡା କାମୁଡି କରିଥିଲେ। ଚନ୍ଦ୍ରଶେଖରପୁର ପିସିଆର ଭ୍ୟାନ ପହଞ୍ଚି ତାଙ୍କୁ ନୀଳାଦ୍ରି ବିହାର ସ୍ଥିତ ବାସହୀନ ଆଶ୍ରୟସ୍ଥଳୀ ରେ ଛାଡିଥିଲେ। ସେଠାରେ ପୁଣିଥରେ ଉତ୍ପାତ କରିବାରୁ ଖଣ୍ଡଗିରି ସୁଧାର ଗୃହରେ ଛଡାଯାଇଥିଲା।

Khansweb Solution Bhubaneswar

Leave A Reply

Your email address will not be published.