banner
Breaking
Yearly Archives

2019

ନୂଆ ଡ୍ରେସ ପାଇଁ ଜୀବନ ହାରିଲେ ଯୁବତୀ।

ଭୁବନେଶ୍ୱର,୧୪ା୧୦(ଓଡିଆ ନ୍ୟୁଜ)) : କୁମାର ପୂର୍ଣ୍ଣିମାରେ ନୂଆ ଡ୍ରେସ୍‌ ନ ମିଳିବାରୁ ଜଣେ ନାବାଳିକା ବିଷ ପିଇ ଆତ୍ମହତ୍ୟା କରିଛନ୍ତି। ଏଭଳି ଅଭାବନୀୟ ଘଟଣା ରାଜଧାନୀ ଉପକଣ୍ଠ ବାଲିପାଟଣା ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି। ସୂଚନା ମୁତାବକ, ରବିବାର କୁମାର ପୂର୍ଣ୍ଣିମା ଉତ୍ସବ ଥିବାର…
Read More...

ଭୁବନେଶ୍ବରରେ ଆସଦାଚରଣ୍।

ଭୁବନେଶ୍ବର,୧୪ା୧୦(ଓଡ଼ିଆ ନ୍ୟୁଜ): ଜଣେ ଯୁବତୀଙ୍କୁ ଅସଦାଚରଣ ଅଭିଯୋଗରେ ଲକ୍ଷ୍ମୀସାଗର ପୋଲିସ ରବିବାର ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। ସେ ହେଲେ କେନ୍ଦୁଝର ଜିଲା ରାମଚନ୍ଦ୍ରପୁର ଥାନା ଅଞ୍ଚଳର ରମାକାନ୍ତ ନନ୍ଦ। ପୋଲିସ ସୂଚନା ଅନୁଯାୟୀ, ରବିବାର ପୂର୍ବାହ୍ନ ପ୍ରାୟ ୧୧ଟା ରେ…
Read More...

ମମତାଙ୍କୁ ଆଙ୍ଗୁଠି ଉଠାଇଲେ ଫୁଟୁଛି ଗୁଳି।

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ): ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନାମରେ ରବିବାର ଅପରାହ୍ନରେ କ୍ୟାପିଟାଲ ଥାନାରେ ଅଭିଯୋଗ ହୋଇଛି। ଗତ ଅକ୍ଟୋବର ୮ରେ ମୁର୍ଶିଦାବାଦରେ ଜଣେ ସାମାଜିକ କର୍ମୀ, ତାଙ୍କ ଗର୍ଭବତୀ ସ୍ତ୍ରୀ ଓ ୮ ବର୍ଷର ଶିଶୁଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ…
Read More...

ଖେଳରେ ବି ରାଜନୀତି, ବିସିସିଆଇର କର୍ମକର୍ତ୍ତା ଦୌଡରେ ସଵୁ ବିଜେପି ଲୋକ।

ନୂଆଦିଲ୍ଲୀ, ୧୪ା୧୦: ବିସିସିଆଇର ନୂଆ ସଭାପତି ସୌରଭ ଗାଙ୍ଗୁଲି ହୋଇପାରନ୍ତି ବୋଲି ଚର୍ଚ୍ଚା ଚାଲିଛି । ସୌରଭ ଗାଙ୍ଗୁଲି ଭାରତୀୟ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ଥିଲେ । ଏହାସହ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କ ପୁଅ ଜୟ ଶାହାଙ୍କୁ ସମ୍ପାଦକ ପଦ ମିଳିପାରେ ବୋଲି ସୂଚନା ମିଳିଛି ।…
Read More...

ଭାରତର ପ୍ରଥମ ଦୃଷ୍ଟିହୀନ ଆଇଏଏସ୍ ହେଲେ କଲେକ୍ଟର।

ଥିରୁଭାନ୍ତପୁରମ,୧୪।୧୦: ଦେଶର ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର ପ୍ରାଞ୍ଜଳ ପାଟିଲ ସୋମବାର ଦାୟିତ୍ୱ ଗ୍ରହଣ କରିଛନ୍ତି। ମହାରାଷ୍ଟ୍ର ଉଲ୍ଲାସନଗର ନିବାସି ପ୍ରାଞ୍ଜଳ କେରଳ କ୍ୟାଡରରେ ନିଯୁକ୍ତ ହେବାରେ ପ୍ରଥମ ଦୃଷ୍ଟିହୀନ ମହିଳା ଆଇଏଏସ୍‌ ଅଫିସର। ଏବେ ସେ ଥିରୁଭାନ୍ତପୁରମର ସବ୍‌…
Read More...

୫ଟିର ପ୍ରଭାବ। ମୁଖ୍ୟମନ୍ତ୍ରୀ ଘୋଷଣା କଲେ ଏହିସବୁ।

ଭୁବନେଶ୍ୱର, ୧୪ା୧୦(ଓଡ଼ିଆ ନ୍ୟୁଜ): ୫ଟି ର ପ୍ରଭାବ। ମୋ ସରକାର ଯୋଜନା କାର୍ଯ୍ୟକ୍ରମର ସମୀକ୍ଷା ପରେ ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ତିନି ଜିଲ୍ଲା ମେଡ଼ିକାଲ ପାଇଁ ସହାୟତା ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ । ମାଲକାନଗିରି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ…
Read More...

ଓଡ଼ିଶାର ଛାତି ଉପରେ ଶିଶୁ ମୃତ୍ୟୁ। ମୋ ସରକାର ଓ ୫ଟି ଭିତିହୀନ।

କଟକ ,୧୪ା୧୦(ଓଡ଼ିଆ ନ୍ୟୁଜ)- ମୋ ସରକାର ଓ ୫ଟି ଭିତିହୀନ? ଓଡ଼ିଶାର ଛାତି ଉପରେ ଥିବା ବଡ ହସ୍ପିଟାଲରେ ଶିଶୁ ମୃତ୍ୟୁ ଏବଂ ଲୋକସେବା ଭବନ ଠାରୁ ଅଳ୍ପ ଦୂରରେ ଥିବା ରାଜଧାନୀ ହସ୍ପିଟାଲର ବାରଣ୍ଡାରେ ପିଲାଜନ୍ମ। ଦୁଇ ସ୍ଥାନର ମୁଖ୍ୟ ଦୋଷ ଛଡାଇ ଚୁପ୍ । ଏଠାରେ ଯଦି ଏଭଳି ଘଟୁଛି ଅନ୍ୟ କଥା ନ…
Read More...

ଲୁଟର ତରିକା ବଦଳାଇଲେ ଲୁଟେରା, ବିନା ଅସ୍ତ୍ରରେ ନେଇଗଲେ ସୁନା୍ ଅଳଙ୍କାର।

ପୁରୀ,୧୪।୧୦(ବ୍ୟୁରୋ): ଲୁଟର ତରିକା ବଦଳାଇଲେ ଲୁଟେରା। ନିଜକୁ ପୋଲିସ ପରିଚୟ ଦେଇ ୨ ଯୁବକ ମହିଳାଙ୍କଠାରୁ ଲୁଟି ନେଇଛନ୍ତି ସୁନାଅଳଙ୍କାର । ଘଟଣାଟି ଘଟିଛି ପୁରୀ ଜିଲା ସିଟି ଡିଏସ୍‌ପିଙ୍କ ଅଫିସଠାରୁ ମାତ୍ର ଶହେ ମିଟର ଦୂରରେ। ଲୁଟ୍‌ର ଶିକାର ହୋଇଥିବା ମହିଳା ହେଲେ କୁମୁଟି ସାହିର…
Read More...

ଡ଼ବା ଖୋଲିବାରୁ ଫୁଟିଲା ବୋମା, ମହିଳା ଗୁରୁତର

ପୁରୀ,୧୪/୧୦(ବ୍ୟୁରୋ) : ଡବା ଖୋଲିବାରୁ ଫୁଟିଲା ବୋମା। ବିସ୍ଫୋରଣରେ ମହିଳା ଗୁରୁତର। ବ୍ରହ୍ମଗିରି ଥାନା ଅନ୍ତର୍ଗତ ଧର୍ମକିର୍ତ୍ତି ଗାଁରେ ଏହି ଘଟଣା ଘଟିଛି। ଗୁରୁତର ମହିଳା ଜଣକ ହେଲେ କୁନ୍ତଳା ପରିଡ଼ା। ପ୍ରଥମେ ତାଙ୍କୁ ରେବଣା ନୂଆ ଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି…
Read More...

୬ଟି ଜିଲ୍ଲାରେ ବଜ୍ରପାତ ସହିତ ବର୍ଷା ସମ୍ଭାବନା। ଆଞ୍ଚଳିକ ପାଣିପାଗ କେନ୍ଦ୍ର୍

ଭୁବନେଶ୍ୱର,୧୪ା୧୦(ବ୍ୟୁରୋ) : ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ବଳ୍ପରୁ ମଧ୍ୟମ ଧରଣର ବର୍ଷା ହେବାନେଇ ପୂର୍ବାନୁମାନ କରିଛି ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର। ଦକ୍ଷିଣ ଏବଂ ଉତ୍ତର ଓଡ଼ିଶା ସହ ଉପକୂଳ ଓଡ଼ିଶାରେ ଗତ କିଛିଦିନ ହେବ ସନ୍ଧ୍ୟାରେ ବଜ୍ରପାତ ସହ ସ୍ବଳ୍ପ ଏବଂ ମଧ୍ୟମ…
Read More...