banner
Breaking
Yearly Archives

2019

କଟକ ବାଲିଯାତ୍ରାକୁ ମିଳିବ ରାଜ୍ୟ ସ୍ତରୀୟ ମାନ୍ୟତା-ପ୍ରତାପ ଜେନା

ଭୁବନେଶ୍ୱର,୧।୧୧(ଓଡ଼ିଆ ନ୍ୟୁଜ): କଟକ ବାଲିଯାତ୍ରାକୁ ସରକାରୀ ମାନ୍ୟତା ଦିଆଯିବ। ଏହାକୁ ରାଜ୍ୟସ୍ତରୀୟ ପର୍ବ ଭାବେ ପାଳନ କରାଯି। ସରକାରଙ୍କ ନଗର ଉନ୍ନୟନ, ସଂସ୍କୃତ ବିଭାଗ ପକ୍ଷରୁ ଆର୍ଥିକ ସହଯୋଗ ମଧ୍ୟ କରାଯିବ ବୋଲି ଶୁକ୍ରବାର ଏକ ପ୍ରସ୍ତୁତି ବୈଠକରେ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା…
Read More...

ନଭେମ୍ବର ୪ ରୁ ଚାଲିବ ହାଇକୋର୍ଟ। ଆନ୍ଦୋଳନ ସ୍ଥଗିତ

କଟକ,୧।୧୧: ବିଭିନ୍ନ ଦାବି ନେଇ ପ୍ରାୟ ଦୁଇ ମାସ ଧରି ହାଇକୋର୍ଟ ବାର୍‌ ଆସୋସିଏଶନ୍‌ ପକ୍ଷରୁ ଜାରି ରହିଥିବା କୋର୍ଟ ବର୍ଜନ ଆନ୍ଦୋଳନରୁ ଓହରିବାକୁ ଶୁକ୍ରବାର ନିଷ୍ପତ୍ତି ନିଆଯାଇଛି। ଫଳରେ ନଭେମ୍ବର ୪ ତାରିଖରୁ କାର୍ଯ୍ୟରେ ଯୋଗଦେବେ ଓକିଲ। ହାଇକୋର୍ଟ ବାର୍‌ ଆସୋସିଏଶନ୍‌ର ସାଧାରଣ ପରିଷଦ…
Read More...

ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଦେବାପାଇଁ ଲାଗିପଡିଛନ୍ତି ୫ଟି ସଚିବ।

ସମ୍ବଲପୁର, ୧।୧୧ (ଓଡ଼ିଆ ନ୍ୟୁଜ): ଓଡିଶା ବାସୀଙ୍କୁ ଉନ୍ନତ ସ୍ବାସ୍ଥ୍ୟ ସେବା ଯୋଗାଇ ଦେବାପାଇଁ ଲାଗିପଡିଛନ୍ତି୫ଟି ସଚିବ। ଗୁରୁବାର ସମ୍ବଲପୁର ଜିଲା ସଦର ଡାକ୍ତରଖାନାରେ ୫-ଟି ସଚିବ ଭି.କେ. ପାଣ୍ଡିଆନ ଗସ୍ତକରି ବିଭିନ୍ନ ସମସ୍ୟା ଉପରେ ଆଲୋଚନା କରିଛନ୍ତି। ପ୍ରଥମେ ଶିଶୁ ଓ ମାତୃ ମଙ୍ଗଳ…
Read More...

ଧରାହେଲା ବିରଳ ପ୍ରଜାତିର ମାଛ ଯାହାର ମୂଲ୍ୟ ଅମୂଲ୍ୟ।

ରାଜନଗର,୧।୧୧(ଓଡ଼ିଆ ନ୍ୟୁଜ): କେନ୍ଦ୍ରାପଡ଼ା ଜିଲା ରାଜନଗର ବ୍ଲକ ତାଳଚୁଆ ଅଞ୍ଚଳର ଧରାହେଲା ଅଦ୍ଭୁତ ମାଛ। ମତ୍ସଜୀବୀ ମଦନ ଦେବନାଥ ଟ୍ରଲର ଯୋଗେ ସମୁଦ୍ରରେ ମାଛ ଧରୁଥିବା ବେଳେ ଶୁକ୍ରବାର ଏକ ବିରଳ ମାଛ ଧରିଛନ୍ତି। ମାଛଟି ଦେଖିବାକୁ ଲମ୍ବାଳିଆ ହୋଇଥିବା ବେଳେ ମୁହଁଟି ଥଣ୍ଟ ଆକୃତିର ହୋଇଛି।…
Read More...

ବିଜେଡିର ସଭ୍ୟ ସ°ଗ୍ରହ ସମୟ ସୀମା ବୃଦ୍ଧି।

ଭୁବନେଶ୍ୱର,୧।୧୧(ଓଡ଼ିଆ ନ୍ୟୁଜ) : ବିଜେଡି ସଭାପତି ତଥା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଗୁରୁବାର ବସିଥିବା ଜିଲା ପର୍ଯ୍ୟବେକ୍ଷକ ଓ ଜିଲା ସଭାପତିଙ୍କ ବୈଠକରେ ସଭ୍ୟ ସ°ଗ୍ରହ ଅଭିଯାନକୁ ଆଉ ତିନି ସପ୍ତାହ ବୃଦ୍ଧି କରାଯାଇଛି। ଅକ୍ଟୋବର ୩୧ ସୁଧା ୪୧ ଲକ୍ଷ ନୂତନ ସଭ୍ୟ…
Read More...

ଜାତୀୟ ଏକତା ସୁରକ୍ଷା ପାଇଁ ଶପଥ ନେଲେ। ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ।

ବାଲେଶ୍ୱର , ୧।୧୧(ଓଡ଼ିଆ ନ୍ୟୁଜ):-ବାଲେଶ୍ୱର ଜିଲା ଭାଜପା ପକ୍ଷରୁ ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ୧୪୪ତମ ଜୟନ୍ତୀ ପାଳନ କରାଯାଇଛି। ସର୍ଦ୍ଦାର ପଟେଲ ଦେଶକୁ ଏକତା ସୂତ୍ରରେ ବାନ୍ଧି ରଖିବା ପାଇଁ କରିଥିବା ତ୍ୟାଗର ବାର୍ତ୍ତା ଲୋକମାନଙ୍କ ପାଖରେ ପହଞ୍ଚାଇବା ଲକ୍ଷ୍ୟରେ ‘ରନ୍‌ ଫର୍‌…
Read More...

ଆଖି ମାରୁଥିବା ପ୍ରିୟା ଏବେ କିସ୍ କରି ଚର୍ଚ୍ଚାରେ।

ଯୁବ ପିଢ଼ିଙ୍କୁ ନିଜ ମାୟା ଜାଲରେ କାବୁକରି ରଖୁଥିବା ଏବଂ ସୋସିଆଲ ମିଡିଆରେ ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ଏବେ ପୁଣି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଅଛନ୍ତି। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ଶୋୟାର କରିଥାନ୍ତି। ଏବେ…
Read More...

ଉଛେଦ ହେବ ଚାରୋଟି ବସ୍ତି। ଭୟରେ ଅଛନ୍ତି ବସ୍ତି ବାସିନ୍ଦା।

ଭୁବନେଶ୍ୱର,୧।୧୧(ବ୍ୟୁରୋ): ବିଡିଏ, ଜିଏ ଓ ବିଏମସି ମିଳିତ ଏନ୍‌ଫୋର୍ସମେଣ୍ଟ ଦଳ ଦ୍ୱାରା ନଭେମ୍ବର ପ୍ରଥମ ସପ୍ତାହରେ ୪ଟି ବସ୍ତିରେ ଉଚ୍ଛେଦ କରାଯିବ। ଶୁକ୍ରବାର ନୀଳମାଧବ ବସ୍ତିର ‘ସି’ ବ୍ଲକ୍‌ରେ ଉଚ୍ଛେଦ କରାଯିବାକୁ ଥିବା ବେଳେ ଆସନ୍ତା ୪ ତାରିଖ ଦିନ ଗୌଡ ବସ୍ତି, ବୀରବସ ବସ୍ତି ଓ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ରାଷିଫଳ-୧/୧୧/୨୦୧୯ ମେଷ:- ଆଜି ଚନ୍ଦ୍ରଙ୍କ ସହ ଶନି ଓ କେତୁଙ୍କ ସଂଯୋଗ ପ୍ରଭାବରେ ଭାଇ, ବନ୍ଧୁ, ପଡ଼ୋଶୀ କିମ୍ବା ସହକର୍ମୀଙ୍କ ସହ ମତାନ୍ତର ଅନିବାର୍ଯ୍ୟ ହୋଇପାରେ। ଯେତେ ଚେଷ୍ଟା କଲେ ମଧ୍ୟ କର୍ମକ୍ଷେତ୍ରରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିବେ। ମନରେ ଅସ୍ଥିରତା ଲାଗି ରହିବା…
Read More...

ଜୟ ନବୀନ ଧ୍ବନିରେ ଶେଷହେଲା ବିଜେଡିର ଜନ ସମ୍ପର୍କ ପଦଯାତ୍ରା।

ମୋତେ ଭଲ ପାଇବା ଦେଇଥିବାରୁ ମୁଁ ଓଡିିଶା ବାସୀଙ୍କ ପାଖରେ ଚିରରୁଣୀ: ମୁଖ୍ୟମନ୍ତ୍ରୀ ଭୁବନେଶ୍ୱର, (ଓଡ଼ିଆ ନ୍ୟୁଜ): ଅକ୍ଟୋବର ୨ ଗାନ୍ଧି ଜୟନ୍ତୀ ଠାରୁ ଆରମ୍ଭ ହୋଇଥିବା ବିଜୁ ଜନତା ଦଳର ଜନସଂପର୍କ ପଦଯାତ୍ରା ଉତର ଭୁବନେଶ୍ୱର ନିର୍ବାଚନ ମଣ୍ଡଳୀର ସାଲିଆସାହି ସ୍ଥିତ ବାଜପେୟୀ ପଡିଆଠାରେ…
Read More...