banner
Breaking

ଆଖି ମାରୁଥିବା ପ୍ରିୟା ଏବେ କିସ୍ କରି ଚର୍ଚ୍ଚାରେ।

0

ଯୁବ ପିଢ଼ିଙ୍କୁ ନିଜ ମାୟା ଜାଲରେ କାବୁକରି ରଖୁଥିବା ଏବଂ ସୋସିଆଲ ମିଡିଆରେ ଆଖି ମାରି ରାତାରାତି ଚର୍ଚ୍ଚାକୁ ଆସିଥିବା ପ୍ରିୟା ପ୍ରକାଶ ଓ୍ବାରିୟର ଏବେ ପୁଣି ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ଅଛନ୍ତି। ସବୁ ସମୟରେ ସେ ନିଜ ପ୍ରଶଂସକଙ୍କ ପାଇଁ ଫଟୋ ଏବଂ ଭିଡିଓ ଶୋୟାର କରିଥାନ୍ତି। ଏବେ ପ୍ରିୟାଙ୍କର ଏକ ନୂଆ ଭିଡିଓ ସାମ୍ନାକୁ ଆସିଛି। ଏଥିରେ ସେ ପୁଣି ଥରେ ଆଖି ମାରୁଥିବା ଦେଖିବାକୁ ମିଳୁଛି। କେବଳ ଆଖି ମାରୁ ନାହାନ୍ତି, ଆଖି ମାରିବା ପରେ ସେ କିସ୍‌ କରୁଥିବା ମଧ୍ୟ ଦେଖିବାକୁ ମିଳୁଛି।

Khansweb Solution Bhubaneswar

Leave A Reply

Your email address will not be published.