banner
Breaking
Yearly Archives

2019

ଦିନ ଦିପହରେ ରାଜଧାନୀରେ ଛୁରା ମାଡ।

ଭୁବନେଶ୍ୱର,୬/୧୧(ବ୍ୟୁରୋ) : ରାଜଧାନୀରେ ବୁଧବାର ଜଣେ ଯୁବକଙ୍କୁ ୨ ଦୁର୍ବୃତ୍ତ ଛୁରାମାଡ଼ କରିଛନ୍ତି। ନୟାପଲ୍ଲୀ ପାସପୋର୍ଟ ଅଫିସ ସାମ୍ନାରେ ଏହି ଘଟଣା ଘଟିଛି। ଛୁରାମାଡ଼ କରିଥିବା ୨ ଦୁର୍ବୃତ୍ତଙ୍କ ମଧ୍ୟରୁ ଜଣଙ୍କୁ ପୁଲିସ ଗିରଫ କରିଛି। ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଏହି ଆକ୍ରମଣ…
Read More...

ଭିଜିଲାନ୍ସ ହାତରେ ଟେଷ୍ଟବୁକ ସହକାରୀ ନିର୍ଦ୍ଦେଶକ

କଟକ , ୬।୧୧(ଓଡ଼ିଆ ନ୍ୟୁଜ):ଓଡ଼ିଶା ଟେକ୍ସଟ୍‌ ବୁକ ପ୍ରଡକ୍ସନ ଆଣ୍ଡ ମାର୍କେଟିଂର ସହକାରୀ ନିର୍ଦ୍ଦେଶକ ପ୍ରସନ୍ନ କୁମାର ସେନାପତିଙ୍କୁ ଭିଜିଲାନ୍ସ ମଙ୍ଗଳବାର ଗିରଫ କରିଛି। ୨୦ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ସେନାପତି ଭିଜିଲାନ୍ସ ହାତରେ ଧରାପଡ଼ିଛନ୍ତି। ସେ ଏହି ଲାଞ୍ଚ କଟକର ନିର୍ମଳ…
Read More...

ଭୋର ୫ ଟାରେ କଟକ ମେଡିକାଲ ବୁଲିଲେ ପାଣ୍ଡିଆନ।

କଟକ ,୬।୧୧(ଓଡ଼ିଆ ନ୍ୟୁଜ): ଓଡ଼ିଶାର ବଡ ମେଡିକାଲ ଏସସିବି ଉପରେ ସାରା ଓଡ଼ିଶାର ଲୋକ ନିର୍ଭର କରନ୍ତି। ଏଠାରେ ଅଭିଜ୍ଞ ଡାକ୍ତର ଓ ଡାକ୍ତରୀ ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ଉନ୍ନତ ମାନର ଚିକିତ୍ସା ହୋଇଥାଏ ବୋଲି ଲୋକଙ୍କ ଭରସା ଅଛି। କିନ୍ତୁ କିଛି କର୍ମଚାରୀ, ଡାକ୍ତର ଓ ଅନ୍ୟାନ୍ୟ ତଳିଆ…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ବ୍ୟବସାୟ, ପରିବହନ, ବାଣିଜ୍ୟ ଓ ନିର୍ମାଣାଦି କ୍ଷେତ୍ରରେ ଅସମ୍ପୂର୍ଣ୍ଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିବେ। ବିବାଦୀୟ ପରିସରରେ ଉପସ୍ଥିତି ବୁଦ୍ଧି ଖଟାଇ ପରିସ୍ଥିତିକୁ ସମ୍ଭାଳି ନେବାରେ ସମର୍ଥ ହେବେ। ଏକାଧାରରେ ଅର୍ଥଲାଭ, କାର୍ଯ୍ୟସିଦ୍ଧି ସଙ୍ଗକୁ ମନୋରଞ୍ଜନର ମଉକା ପାଇପାରିବେ। ସାହିତ୍ୟ,…
Read More...

ଆଜି ପବିତ୍ର ଅଅଁଳା ନବମୀ। ରାଧା ପାଦ ଦର୍ଶନ କଲେ ଶୁଭଫଳ ମିଳେ।

ଭୁବନେଶ୍ୱର୫/୧୧(ଓଡ଼ିଆ ନ୍ୟୁଜ): ଆଜି ହେଉଛି ପବିତ୍ର ଅଅଁଳା ନବମୀ । ଅଅଁଳା ନବମୀରେ ଶ୍ରୀରାଧା ପାଦ ପଦ୍ମ ଦର୍ଶନର ପରମ୍ପରା ରହିଛି। ଏହି ଅବସରରେ ପୁରୀ ଜିଲ୍ଲା ସାକ୍ଷୀଗୋପାଳ ମନ୍ଦିରରେ ଶ୍ରୀରାଧା ପାଦ ଦର୍ଶନ ପାଇଁ ଶ୍ରଦ୍ଧାଳୁମାନଙ୍କ ଭିଡ଼ ଜମିଛି। ଅଅଁଳା ନବମୀ ଦିନ ଶ୍ରୀରାଧା ଓଡିଆଣୀ…
Read More...

ପଟ୍ଟାମୁଣ୍ଡାଇରେ ଫନୀ ସହାୟତାରେ ପାତରଅନ୍ତର। ଆମରଣ ଅନସନରେ ବସିଲେ ଲୋକେ

ପଟ୍ଟାମୁଣ୍ଡାଇ ୫।୧୧(ଓଡ଼ିଆ ନ୍ୟୁଜ) ଘରଭଙ୍ଗା ସହାୟତାରୁ ବାଦ୍‌ ପଡ଼ିଥିବା ଯୋଗ୍ୟ ଓ ଗରିବ ହିତାଧିକାରୀଙ୍କୁ ଚିହ୍ନଟକରି ସହାୟତା ପ୍ରଦାନ, ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରସ୍ତ ଓ ନୂତନ ଆବେଦନକୁ ଗ୍ରହଣ କରିବା ଦାବି ନେଇ ମଙ୍ଗଳବାର ପଟ୍ଟାମୁଣ୍ଡାଇ ତହସିଲ କାର୍ଯ୍ୟାଳୟ ଆଗରେ ଶତାଧିକ…
Read More...

ଆସନ୍ତା ୮ ଦିନରେ ସୁପ୍ରିମକୋର୍ଟ ଦେବେ ଗୁରୁତ୍ୱ ପୂର୍ଣ୍ଣ ରାୟ

ନୂଆଦିଲ୍ଲୀ,: ଆସନ୍ତା ୮ ଦିନ ମଧ୍ୟରେ ୪ଟି ଗୁରୁତ୍ୱପୂର୍ଣ୍ଣ ରାୟ ସୁପ୍ରିମ୍‌କୋର୍ଟ ଦେବେ। ପ୍ରଧାନ ବିଚାରପତି ରଞ୍ଜନ ଗୋଗୋଇଙ୍କ ନେତୃତ୍ୱରେ ଗଠିତ ଖଣ୍ଡପୀଠ ଏସବୁ ମାମଲାରେ ରାୟ ଦେବେ। ନଭେମ୍ବର ୧୭ରେ ପ୍ରଧାନ ବିଚାରପତି ଅବସର ଗ୍ରହଣ କରିବେ। ଏହା ପୂର୍ବରୁ ନଭେମ୍ବର ୧୬ ସୁଦ୍ଧା ଅଯୋଧ୍ୟା…
Read More...

ଆଜି ଆପଣଙ୍କ ଦିନ କେମିତି କଟିବ ଜାଣନ୍ତୁ।

ମେଷ:-ପ୍ରତ୍ୟେକ କ୍ଷେତ୍ରରେ ସଫଳତା ହାସଲ କରିବେ। ବନ୍ଧୁଙ୍କ ସମ୍ମୁଖରେ ମନର ଭାବକୁ ପ୍ରକାଶ କରିବାରେ ପଛେଇ ଯିବେ, ଫଳରେ ପାଇବାକୁ ଥିବା ଜିନିଷଟି ନ ପାଇ ନିରାଶ ହୋଇପାରନ୍ତି। ପରିବାରରେ ଶାନ୍ତି ଫେରି ଆସିବା ପୂର୍ବରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରୁହନ୍ତୁ। କଚେରି ମାମଲାରେ…
Read More...

ଆସୁଛି ବାତ୍ୟା ବୁଲବୁଲ। ମାଡ ହୋଇପାରେ କେନ୍ଦ୍ରାପଡାରେ

ଭୁବନେଶ୍ୱର,୪/୧୧ : ଉତ୍ତର ଆଣ୍ଡାମାନ ସାଗର ଓ ଏହାର ଆଖପାଖ ଅଞ୍ଚଳରେ ଏକ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇଛି। ଏହି ଲଘୁଚାପ କ୍ଷେତ୍ର ଧୀରେ ଧୀରେ ପଶ୍ଚିମ ଓ ଉତ୍ତର-ପଶ୍ଚିମ ଦିଗକୁ ଗତି କରୁଛି।  ତେବେ ଦୁଇରୁ ତିନି ଦିନ ମଧ୍ୟରେ ଏହା ଘନୀଭୂତ ହୋଇ ଡିପ୍ରେସନର ରୂପ ନେଇପାରେ ବୋଲି…
Read More...

ଉତ୍ତରପ୍ରଦେଶରେ ଲାଗୁହେବ ଅଡ-ଇଭିନ୍ ନମ୍ବର।

ଉତ୍ତରପ୍ରଦେଶ,୪ ।୧୧(ବ୍ୟୁରୋ): ରାଜଧାନୀ ଦିଲ୍ଲୀ ସମେତ ଉତ୍ତରପ୍ରଦେଶର କେତେକ ଅଞ୍ଚଳରେ ବାୟୁ ପ୍ରଦୂଷଣ ସ୍ତର ବଢିବାରେ ଲାଗିଛି । ବାୟୁ ପ୍ରଦୂଷଣ ସ୍ତରକୁ ରୋକିବା ପାଇଁ ଦିଲ୍ଲୀରେ ଆଜିଠାରୁ ‘ଅଡ ଇଭିନ୍’ ନିୟମ ଲାଗୁ କରିଛନ୍ତି ରାଜ୍ୟ ସରକାର । ଏହାକୁ ଦୃଷ୍ଟିରେ ରଖି ଉତ୍ତରପ୍ରଦେଶର ପରିବେଶ…
Read More...