banner
Breaking
Monthly Archives

July 2019

ପାଟକୁରା ୪୦ ହଜାର ଭୋଟରେ ହାରିବ ବିଜେପି। ଫେସବୁକ ପୃଷ୍ଠାରୁ ବରିଷ୍ଠ ସାମ୍ବାଦିକ ଲକ୍ଷ୍ମୀଧର ନାୟକ

ଚାଳିଶି ହଜାର ଭୋଟ୍ ରେ ହାରିବ ବିଜେପି, ଷ୍ଟାର ପ୍ରଚାରକ ମୁଣ୍ଡ ପିଛା ହଜାରେ । ପୁରୁଣା କଂଗ୍ରେସ କଥା କଥାକେ Emergency ଲଗୋଉଥିଲା, ଲୋକେ ତା ସତ୍ତା ହଜେଇଦେଲେ । ଏ ନୂଆ ବିଜେପି କଥା କଥାକେ ସିବିଆଇ ଲଗୋଉଛି, ଇସିଆଇ, ଆରବିଆଇ ..... ସମସ୍ତଙ୍କ ଇଜ୍ଜତ ମହତ ମାଟିରେ ମିଶେଇ…
Read More...

ପ୍ରଚଳିତ ହେବ ନୂଆ ରେଗା ଆଇନ ,ଘର ଭଡାଟିଆଙ୍କୁ ମିଳିବ ଫାଇଦା

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍)ପ୍ରଚଳିତ ହେବ ନୂଆ ରେଗା ଆଇନ ଯେଉଁଥିରେ ଭଡାଟିଆଙ୍କୁ ମିଳିବ ଫାଇଦା । ଦେଶରେ ଅନେକ ଲୋକ ଭଡ଼ା ଘରେ ରହୁଛନ୍ତି । ଏହି ସମୟରେ ଘର ଭଡ଼ା ଟଙ୍କା ବୃଦ୍ଧିକୁ ନେଇ ଘର ମାଲିକ ଓ ଭଡ଼ାଟିଆଙ୍କ ମଧ୍ୟରେ ବାରମ୍ବାର ବିବାଦ ଉପୁଜେ । ସାରା ଭାରତରେ ଦେଖିଲେ ଏହି ସମସ୍ୟା…
Read More...

ଇନ୍ସପେକ୍ଟର ସ୍ତରରେ ବଦଳି

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ) ରାଜ୍ୟ ପୋଲିସ ବୋର୍ଡ଼ ପକ୍ଷରୁ ଗତ କାଲି ଏକ ବିଜ୍ଞପ୍ତି ଜାରି କରାଯାଇ ୧୭ଜଣ କାର୍ଯ୍ୟରତ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ବିଜ୍ଞପ୍ତି ଅନୁଯାଇ ଆଲୋକ ଜେନା ପୋଲିସ କମିଶନରେଟରୁ ସି.ଆଇ.ଡ଼ି, ଭୁବନେଶ୍ୱର , ଅଶୋକ କୁମାର ନାୟକ ମୟୁରଭଞ୍ଜରୁ ଅନୁଗୁଳ , ବବିତା…
Read More...

ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ

ଭୁବନେଶ୍ବର : (ଓଡ଼ିଆ ନ୍ୟୁଜ୍) ଓଡିଶା ସୋସାଇଟି ଅଫ୍ ଆମେରିକାର ସୁବର୍ଣ୍ଣ ଜୟନ୍ତୀ ସମାରୋହ ଆଟ୍ଲାଣ୍ଟା ସିଟି ର ନିଉଜର୍ସି ସ୍ଥିତ ହେରା ରିସୋର୍ଟ୍ସ ରେ ଅନୁଷ୍ଠିତ ହୋଇଯାଇଛି । ୩ଦିନ ବ୍ୟାପୀ ଉକ୍ତ ବର୍ଣ୍ଣାଢ୍ୟ ଉତ୍ସବର ପ୍ରାରମ୍ଭିକ ଅପରାହ୍ନରେ“ଓଡିଶା ଡେଭଲପ୍ମେଣ୍ଟ ଡେ”…
Read More...

ମୃତ୍ୟୁ କ୍ଷେତ୍ରରୁ ସ୍ବର୍ଗକ୍ଷେତ୍ରକୁ ଲାଗିବ ୨୪ ହଜାର

ଭୁବନେଶ୍ବର:(ଓଡ଼ିଆ ନନ୍ୟୁଜ୍) ଫନିର ତାଣ୍ଡବ ଲୀଳାରେ ଧ୍ବଂସ ହୋଇଗଲା ସବୁଜିମା । ପୁରୀ ରୁ ଭୁବନେଶ୍ବର ଭାଙ୍ଗି ରୁଜି ନଷ୍ଟ ହୋଇଗଲା ଛୋଟ ବଡ଼ ଗଛ, ଏହାକୁ ଉଧାର କରି ସୁସ୍ଥ ଅମ୍ଳଜାନ ଓ ପୁରୁଣା ସୌନ୍ଦର୍ଯ୍ୟ ଫେରାର ଆଣିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ…
Read More...

ପୁରୀ ନାବାଳିକା ଦୁଷ୍କର୍ମକାରୀ ଗିରଫ, ହୋଇପାରେ ଫାଶୀ

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) ପୁରୀ ନାବାଳିକା ଦୁଷ୍କର୍ମ କାରିକୁ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି ।ଅଭିଯୁକ୍ତ ଜଣକ ନାରାୟଣ ମଲ୍ଲିକ,ବୟସ ୩୪, ଘର ଜାଉଁଳି ପୋଖରୀ ଗୋପ, ସେ ତୁଷାର ତାଜ ବସର ହେଲଫର୍ ଥିଲା ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି । ପୋଲିସ ସଙ୍ଗୀନ ଦଫା ଲଗାଇଛି । ସୂଚନା…
Read More...

ଆଜି ଦିନ କେମିତି କଟିବ

ମେଷ : ଶାରୀରିକ ତଥା ମାନସିକ ସ୍ଵାସ୍ଥ୍ୟ ଭଲ ରହିବ। ପାରିବାରିକ ବାତାବରଣ ଆନନ୍ଦପ୍ରଦ ରହିବ। ମିତ୍ର ତଥା ସ୍ନେହୀଜନମାନଙ୍କ ସାଥିରେ ସମ୍ବନ୍ଧ ଭଲ ରହିବ, କିନ୍ତୁ ସଂଧ୍ୟାରେ ସ୍ଵାସ୍ଥ୍ୟ ଟିକେ ଖରାପ ରହି ପାରେ। ଖାଇବା ପିଇବାରେ ନିୟନ୍ତ୍ରଣ ରଖିବାର ଆବଶ୍ୟକତା ଅଛି। କଥାବାର୍ତ୍ତା କରିବା…
Read More...

ଆଧାର ମାଗିଲେ ଗଣିବେ ୧ କୋଟି ନହେଲେ ଜେଲଦଣ୍ଡ

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) ଆଧର ତଥ୍ୟ ଗପନୀୟତା ଉଲ୍ଲଂଘନ କାରିକୁ ୧ କୋଟି ପର୍ଯ୍ୟନ୍ତ ଜରିମାନା ଓ ଜେଲ ଦଣ୍ଡ ମିଳିବ । ବ୍ୟାଙ୍କ ଆକାଉଣ୍ଟ କିମ୍ବା ମୋବାଇଲ ସିମ୍ ଆଣିଲା ବେଳେ ଆଧାର ବାଧ୍ୟତାମୂଳକ ମୂଳକ ନୁହେଁ । ଲୋକମାନେ ଚାହିଁଲେ ସ୍ବେଚ୍ଛାକୃତ ଆଧାର ବ୍ୟବହାର କରିପାରିବେ। ପୂର୍ବରୁ…
Read More...

ବିଧାୟକଙ୍କ ଦ୍ୱାରା ରାସ୍ତା ପ୍ରଶସ୍ତି କରଣ କାର୍ଯ୍ୟର ଶୁଭ ଉଦ୍ଘାଟନ

ଭୁବନେଶ୍ୱର :(ଓଡ଼ିଆ ନ୍ୟୁଜ୍) ଚନ୍ଦ୍ରଶେଖରପୁର, ହାଉସିଂବୋର୍ଡ କଲୋନୀରେ ରାସ୍ତା ପ୍ରଶସ୍ତିକରଣ କାର୍ଯ୍ୟର ଶୁଭ ଉଦ୍ଘାଟନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଯୋଗଦେଇ ଭୁବନେଶ୍ୱର ଉତ୍ତର ବିଧାୟକ ସୁଶାନ୍ତ କୁମାର ରାଉତ ଉଦ୍ଘାଟନ କରିଥିଲେ । ସମ୍ମାନୀତ ଅତିଥିଭାବେ…
Read More...

ପୋଲିସ ଓ ଜନତାଙ୍କ ମଧ୍ୟରେ ଗଢ଼ି ଉଠିଲା ମଧୁର ସମ୍ପର୍କ

ଭୁବନେଶ୍ୱର (ଓଡ଼ିଆ ନ୍ୟୁଜ୍) ପୋଲିସ ଜନତାଙ୍କ ମଧ୍ୟରେ ଗଢ଼ି ଉଠିବ ଭାଇଚାରାର ସଂପର୍କ, ଅପରାଧ ନିୟନ୍ତ୍ରଣ ପାଇଁ ପୋଲିସର ଯେତିକି ଭୂମିକା ରହିବ ସେତିକି ଭୂମିକା ମଧ୍ୟ ସାଧାରଣ ଲୋକଙ୍କ ପାଖରେ ରହିବ। ଅସହାୟ, ନିସହାୟ ଓ ଅପରିଚିତ ଲୋକମାନଙ୍କୁ ସାହାଯ୍ୟ ସହାନୁଭୁତିର ହାତ ବଢ଼ାଇବ ପୋଲିସ,…
Read More...