banner
Breaking

ଆଧାର ମାଗିଲେ ଗଣିବେ ୧ କୋଟି ନହେଲେ ଜେଲଦଣ୍ଡ

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ୍) ଆଧର ତଥ୍ୟ ଗପନୀୟତା ଉଲ୍ଲଂଘନ କାରିକୁ ୧ କୋଟି ପର୍ଯ୍ୟନ୍ତ ଜରିମାନା ଓ ଜେଲ ଦଣ୍ଡ ମିଳିବ । ବ୍ୟାଙ୍କ ଆକାଉଣ୍ଟ କିମ୍ବା ମୋବାଇଲ ସିମ୍ ଆଣିଲା ବେଳେ ଆଧାର ବାଧ୍ୟତାମୂଳକ ମୂଳକ ନୁହେଁ । ଲୋକମାନେ ଚାହିଁଲେ ସ୍ବେଚ୍ଛାକୃତ ଆଧାର ବ୍ୟବହାର କରିପାରିବେ। ପୂର୍ବରୁ ଲୋକସଭାରେ ଗୃହୀତ ଏହି ବିଲକୁ ସୋମବାର ରାଜ୍ୟ ସଭାରେ ବାଚନିକ ଭୋଟରେ ପାରିତ କରାଯାଇଛି । ଯେଉଁ ସସ୍ଥା କିମ୍ୱା ବ୍ୟକ୍ତିବିଶେଷ ଏହାକୁ ଉଲ୍ଲଂଘନ କରିବେ ଦଣ୍ଡିତ ହେବେ ।

Khansweb Solution Bhubaneswar

Leave A Reply

Your email address will not be published.