banner
Breaking

ଇନ୍ସପେକ୍ଟର ସ୍ତରରେ ବଦଳି

0

ଭୁବନେଶ୍ବର:(ଓଡ଼ିଆ ନ୍ୟୁଜ) ରାଜ୍ୟ ପୋଲିସ ବୋର୍ଡ଼ ପକ୍ଷରୁ ଗତ କାଲି ଏକ ବିଜ୍ଞପ୍ତି ଜାରି କରାଯାଇ ୧୭ଜଣ କାର୍ଯ୍ୟରତ ଇନ୍ସପେକ୍ଟରଙ୍କୁ ବଦଳି କରାଯାଇଛି। ବିଜ୍ଞପ୍ତି ଅନୁଯାଇ ଆଲୋକ ଜେନା ପୋଲିସ କମିଶନରେଟରୁ ସି.ଆଇ.ଡ଼ି, ଭୁବନେଶ୍ୱର , ଅଶୋକ କୁମାର ନାୟକ ମୟୁରଭଞ୍ଜରୁ ଅନୁଗୁଳ ,
ବବିତା ତ୍ରିପାଠୀ ଜି.ଆର.ପି. ରାଉରକିଲାରୁ ସି.ଆଇ.ଡ଼ି,କଟକ ,
ବଳରାମ ନାୟକ ପୋଲିସ କମିଶନରେଟରୁ ସି.ଆଇ.ଡ଼ି,କଟକ ,
ବେଳସୀସ ନେଶା ବିବି ଏସ.ସି.ଆର.ବି, ଭୁବନେଶ୍ୱରରୁ ଯାଜପୁର ,
ଦେବାଶିଷ ମହାନ୍ତି ଗଜପତିରୁ ବ୍ରହ୍ମପୁର ,
ଦୁଷ୍ମନ୍ତ କୁମାର ନାୟକ ଯାଜପୁରରୁ ଭିଜିଲେନ୍ସ ,
ଯଜ୍ଞସେନି ପ୍ରଧାନ ଏସପି କାର୍ଯ୍ୟାଳୟ କଟକରୁ ଅନୁଗୁଳ ,
ପୀତବାସ ଧାରୁଆ ଗଞ୍ଜାମରୁ କୋରାପୁଟ,
ରିନା ବେହେରା ମୟୁରଭଞ୍ଜରୁ ସି.ଆଇ.ଡ଼ି,କଟକ ,
ସାବିତ୍ରୀ ଆଚାର୍ଯ୍ୟ ସି.ଆଇ.ଡ଼ି.ଭୁବନେଶ୍ୱରରୁ ଗୁଇନ୍ଦା ବିଭାଗ, ଭୁବନେଶ୍ୱର ,
ସରିତା ବେଉରିଆ ସି.ଆଇ.ଡ଼ି, ଭୁବନେଶ୍ୱରରୁ ସି.ଆଇ.ଡ଼ି. କଟକ ,
ସରୋଜିନୀ ସମ୍ବଦ ନବରଙ୍ଗପୁରରୁ ଅନୁଗୁଳ ,
ଶୁଭେନ୍ଦୁ କୁମାର ସବର ଜି.ଆର.ପି. ରାଉରକିଲାରୁ ନବରଙ୍ଗପୁର ,
ତାପସ ଚନ୍ଦ୍ର ପ୍ରଧାନ ଭଦ୍ରକରୁ ପୋଲିସ କମିଶନରେଟ , ଉଦୟ ନାଥ ସେଠୀ ନୂଆପଡାରୁ ବ୍ରହ୍ମପୁର ,
ଉତ୍ତମ କୁମାର ମହାନ୍ତି କୋରାପୁଟରୁ ସ୍ପେଶାଲ ବ୍ରାଞ୍ଚ, ଭୁବନେଶ୍ୱର । ଏହା ସହିତ ଆଲକାରଣୀ ପଣ୍ଡାର ପୂର୍ବ ଭିଜିଲାନ୍ସ ବଦଳିକୁ ବାତିଲ କରାଯାଇଛି।

Khansweb Solution Bhubaneswar

Leave A Reply

Your email address will not be published.