banner
Breaking

ମୃତ୍ୟୁ କ୍ଷେତ୍ରରୁ ସ୍ବର୍ଗକ୍ଷେତ୍ରକୁ ଲାଗିବ ୨୪ ହଜାର

0

ଭୁବନେଶ୍ବର:(ଓଡ଼ିଆ ନନ୍ୟୁଜ୍) ଫନିର ତାଣ୍ଡବ ଲୀଳାରେ ଧ୍ବଂସ ହୋଇଗଲା ସବୁଜିମା । ପୁରୀ ରୁ ଭୁବନେଶ୍ବର ଭାଙ୍ଗି ରୁଜି ନଷ୍ଟ ହୋଇଗଲା ଛୋଟ ବଡ଼ ଗଛ, ଏହାକୁ ଉଧାର କରି ସୁସ୍ଥ ଅମ୍ଳଜାନ ଓ ପୁରୁଣା ସୌନ୍ଦର୍ଯ୍ୟ ଫେରାର ଆଣିବା ପାଇଁ ସରକାରଙ୍କ ଠାରୁ ଆରମ୍ଭ କରି ବେସରକାରୀ ଅନୁଷ୍ଠାନ ଓ ବିଭିନ୍ନ ସ୍ଵଚ୍ଛାସେବୀ ବ୍ୟକ୍ତିବିଶେଷ ଅଣ୍ଟା ଭିଡିଛନ୍ତି। ସାମାଜିକ ଅନୁଷ୍ଠାନ ସଜାଗ ‘ ପକ୍ଷରୁ ମୃତ୍ୟୁ କ୍ଷେତ୍ରରୁ ସ୍ବର୍ଗକ୍ଷେତ୍ର ପର୍ଯ୍ୟନ୍ତ ୨୪ ହଜାର ନିମ୍ବଗଛ ଲଗାଯିବ। ତିନି ବର୍ଷ ପର୍ଯ୍ୟନ୍ତ ଏହାର ରକ୍ଷଣା ବେକ୍ଷଣ କରାଯିବ ବୋଲି ସଜାଗର ମୂଖ୍ୟ ପ୍ରଶାନ୍ତ ଆଦିତ୍ୟ ପାନ୍ଥ ନିବାସ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ ପ୍ରଫେସର ଦୟାନିଧି ମହାପାତ୍ର, ଅଭୟ ଦାସ,ଅମରେଶ ଦାଶ ଓ ସୁରେଶ ସ୍ବାଇଁ ପ୍ରମୁଖ ଉପସ୍ଥିତ ଥିଲେ ।

Khansweb Solution Bhubaneswar

Leave A Reply

Your email address will not be published.