banner
Breaking
Browsing Category

Uncategorized

ତିର୍ତ୍ତୋଲ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ

ଜଗତସିଂହପୁର,୨୦/୬(ଓଡ଼ିଆ ନ୍ୟୁଜ): ତିର୍ତ୍ତୋଲ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାକୁ ଜଗତସିଂହପୁର ଜିଲ୍ଲାପାଳଙ୍କୁ ଦାବିପତ୍ର ପ୍ରଦାନ କରାଯାଇଛି। ଜଗତସିଂହପୁର ଜିଲ୍ଲାର ସଚେତନ ଯୁବକମାନେ ତିର୍ତ୍ତୋଲ ସ୍ଥିତ ଶାରଳା ସମବାୟ ସୂତାକଳ ପୁର୍ନବାର କାର୍ଯ୍ୟକ୍ଷମ କରିବାପାଇଁ ଜଗତସିଂହପୁର…
Read More...

ବଦଳିବ ଜଗତସିଂହପୁରର ରୂପରେଖ। ବୁଲି ଦେଖିଲେ ବିଧାୟକ ଓ ଜିଲ୍ଲାପାଳ।

ଜଗତସିଂହପୁର,୧୮/୬(ଓଡ଼ିଆ ନ୍ୟୁଜ): କରୋନା ପ୍ରଭାବ ପାଇଁ ରାଜ୍ୟରେ କୌଣସି ଉନ୍ନତି ମୂଳକ କାର୍ଯ୍ୟ ହୋଇପାରୁନଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ପରେ ପ୍ରତ୍ୟେକ ଜିଲ୍ଲାରେ କାର୍ଯ୍ୟ ଆରମ୍ଭ ହୋଇଛି। ଦୀର୍ଘଦିନ ଧରି ଅବହେଳାରେ ପଡ଼ିଥିବା ଜଗତସିଂହପୁର ସହର ର ରୂପରେଖ ବଦଳେଇବା ପାଇଁ…
Read More...

ଭୁବନେଶ୍ୱରରୁ ପୁଣି ୯ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୮।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରେ ଗୁରୁବାର ୯ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେଥିରୁ ୪ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ ରହିଥିବା ବେଳେ ୩ଜଣ କରୋନା ଯୋଦ୍ଧା , ୨ ଲୋକାଲ୍‌ କେସ୍‌ ଅଛନ୍ତି। ସହରରେ ଜଣେ ଆକ୍ରାନ୍ତ(ଡମଣାର ୨୫ ବର୍ଷୀୟ ପୁରୁଷ) ସୁସ୍ଥ ହୋଇଛନ୍ତି। ଏନେଇ…
Read More...

ଭୁବନେଶ୍ୱରର ଚାରିଆଡେ କରୋନା। ସତର୍କ ନହେଲେ ଘରେ ଘରେ ପଶିଯିବ।

ଭୁବନେଶ୍ୱର,୧୫/୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରର ଚାରିପଟେ କରୋନା। ଓଡିଶାରେ ପ୍ରଥମ ପର୍ଯ୍ୟାୟରେ ଭୁବନେଶ୍ୱରରୁ ଆରମ୍ଭ ହୋଇଥିଲା କରୋନା। ମାର୍ଚ୍ଚ ୧୫ ତାରିଖରେ ବରଗଡ ଅଞ୍ଚଳରୁ ଚିହ୍ନଟ ହୋଇ ସୂର୍ଯ୍ୟନଗର,ବମିଖାଲ,ୟୁନିଟ ୪,ଓ ଓଲ୍ଡ ଟାଉନ ଇତ୍ୟାଦି ଏରିଆ ଭିତରେ ସିମୀତ ଥଲା। ଏହାକୁ ଚେକ୍…
Read More...

ଭୁବନେଶ୍ୱରରୁ ପୁଣି ୫ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର, ୧୫।୬(ଓଡ଼ିଆ ନ୍ୟୁଜ): ଭୁବନେଶ୍ୱରରୁ ସୋମବାର ପୁଣି ୫ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ ୩ଜଣ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିବା ବେଳେ ୨ଜଣ ସ୍ଥାନୀୟ ସଂକ୍ରମିତ ବୋଲି ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି।…
Read More...

ଜଗତସିଂହପୁରରୁ ପୁଣି ୪ ପଜିଟିଭ ଚିହ୍ନଟ।ସମସ୍ତେ ବାହାର ଫେରନ୍ତା।

ଜଗତସିଂହପୁର,୧୪/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ଚାରି ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତିର୍ତ୍ତୋଲ ବ୍ଲକରୁ ଦୁଇ ଜଣ ବାଲିକୁଦା ଓ ନାଉଗାଁ ବ୍ଲକରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା । ଏଥିସହ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ…
Read More...

ଭୁବନେଶ୍ୱରରୁ ପୁଣି ୧୬ ପଜିଟିଭ ଚିହ୍ନଟ।

ଭୁବନେଶ୍ୱର,୧୪/୬(ଓଡ଼ିଆ ନ୍ୟୁଜ):ଭୁବନେଶ୍ୱରରୁ ଆଜି ପୁଣି ୧୬ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ୧୪ ଜଣ ହୋମ୍ କ୍ୱାରେଣ୍ଟିନରେ ଥିବାବେଳେ ୨ଟି ଲୋକାଲ କେସ୍ ରହିଛି। ଏ ନେଇ ଭୁବନେଶ୍ୱର ମହାନଗର ନିଗମ(ବିଏମ୍‌ସି) ପକ୍ଷରୁ ଟ୍ୱିଟ୍‌ କରାଯାଇ ସୂଚନା ଦିଆଯାଇଛି। ସେମାନଙ୍କ ମଧ୍ୟରେ ପଟିଆ…
Read More...

ଆଜି ଜଗତସିଂହପୁରରୁ ୧୩ ପଜିଟିଭ ଚିହ୍ନଟ।

ଜଗତସିଂହପୁର,୧୩/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ପୁଣି ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବାଲିକୁଦା ବ୍ଲକ ରୁ ୭ ଜଣ ତିର୍ତ୍ତୋଲ ବ୍ଲକରୁ ୪ ଜଣ ପାରାଦୀପ ପୌରାଞ୍ଚଳ ଓ ନାଉଗାଁ ବ୍ଳକରୁ ୧ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା ସେଥିରୁ ଗୁଜୁରାଟ…
Read More...

ଭୁବନେଶ୍ୱରରେ ୧୦୦ ପାରହେଲା କରୋନା ପଜିଟିଭ ସ°ଖ୍ୟା।

ଭୁବନେଶ୍ୱର,୧୧।୬(ବ୍ୟୁରୋ): ପୁଣି ଭୁବନେଶ୍ୱରରେ ୨ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରେ ଜଣେ ଆପୋଲୋ ହସ୍ପିଟାଲର ୨୫ ବର୍ଷୀୟ କର୍ମଚାରୀ ରହିଥିବା ବେଳେ ଅନ୍ୟ ଜଣେ ହୋମ୍‌ କ୍ୱାରାଣ୍ଟାଇନ୍‌ରେ ଥିଲେ। ଆପୋଲୋର କର୍ମଚାରୀଜଣଙ୍କର ଜଣେ ପରିବାର ସଦସ୍ୟ ସୁରଟରୁ ଫେରିଥିଲେ।…
Read More...

ଆଜି ଜଗତସିଂହପୁରରେ ସର୍ବାଧିକ ୩୩ ପଜିଟିଭ ଚିହ୍ନଟ।

ଜଗତସିଂହପୁର,୧୦/୫(ଓଡ଼ିଆ ନ୍ୟୁଜ) ଆଜି ଗୋଟିଏ ଦିନରେ ଜଗତସିଂହପୁର ଜିଲ୍ଲାରେ ସର୍ବାଧିକ ୩୩ ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୩୦ରେ ପହଞ୍ଚିଛି ।ସେଥିରୁ ୭୬ ଜଣ ସୁସ୍ଥ ହୋଇ ଘରକୁ ଫେରିଥିବା ବେଳେ ଅନ୍ୟ ସକ୍ରିୟ ୫୪ ଜଣ…
Read More...