banner
Breaking

ଆଜି ଜଗତସିଂହପୁରରୁ ୧୩ ପଜିଟିଭ ଚିହ୍ନଟ।

0

ଜଗତସିଂହପୁର,୧୩/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ପୁଣି ୧୩ ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ବାଲିକୁଦା ବ୍ଲକ ରୁ ୭ ଜଣ ତିର୍ତ୍ତୋଲ ବ୍ଲକରୁ ୪ ଜଣ ପାରାଦୀପ ପୌରାଞ୍ଚଳ ଓ ନାଉଗାଁ ବ୍ଳକରୁ ୧ ଲେଖାଏଁ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା ସେଥିରୁ ଗୁଜୁରାଟ ଓ ହରିୟଣା ରୁ ୧ ଲେଖାଏଁ,ମହାରାଷ୍ଟ୍ରରୁ ୫ , ତାମିଲନାଡୁରୁ ୩ ଦିଲ୍ଲୀରୁ ୩ଜଣ ଅଛନ୍ତି ।ଏଥିସହ ଜିଲ୍ଲାର ସର୍ବମୋଟ ରୋଗୀ ସଂଖ୍ୟା ୧୪୩ ରେ ପହଞ୍ଚିଛି ।ସେଥିରୁ ୮୬ ଜଣ ଆରୋଗ୍ୟ ଲାଭ କରିଛନ୍ତି ।ସକ୍ରିୟ ରୋଗୀ ସଂଖ୍ୟା ୫୭ ଅଛି ।

Khansweb Solution Bhubaneswar

Leave A Reply

Your email address will not be published.