banner
Breaking

ଜଗତସିଂହପୁରରୁ ପୁଣି ୪ ପଜିଟିଭ ଚିହ୍ନଟ।ସମସ୍ତେ ବାହାର ଫେରନ୍ତା।

0

ଜଗତସିଂହପୁର,୧୪/୬(ଓଡ଼ିଆ ନ୍ୟୁଜ): ଆଜି ଜଗତସିଂହପୁର ଜିଲ୍ଲାରେ ଚାରି ଜଣ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ତିର୍ତ୍ତୋଲ ବ୍ଲକରୁ ଦୁଇ ଜଣ ବାଲିକୁଦା ଓ ନାଉଗାଁ ବ୍ଲକରୁ ଜଣେ ଲେଖାଏଁ ରୋଗୀ ଚିହ୍ନଟ ହୋଇଛନ୍ତି ।ସମସ୍ତେ ବାହାର ରାଜ୍ୟ ଫେରନ୍ତା । ଏଥିସହ ଜିଲ୍ଲାରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୫୮ ରେ ପହଞ୍ଚିଛି । ସେଥିରୁ ୮୬ ଜଣ ସୁସ୍ଥ ହୋଇ ସାରିଛନ୍ତି ,୭୨ ଜଣ ସକ୍ରିୟ ରୋଗୀ ଅଛନ୍ତି ।

Khansweb Solution Bhubaneswar

Leave A Reply

Your email address will not be published.